Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ପୁରୀ: ଆଜି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ ।ନେତ୍ରୋତ୍ସବ ନୀତି ହେବା ସହ ଅପରାହ୍ନରେ ବିଜେ ହେବ ରଥ ଆଜ୍ଞାମାଳ। ଦକ୍ଷିଣ ଦ୍ଵାର ଦେଇ ପ୍ରବେଶ କରିବେ ଟିକେଟ ଧାରୀଶ୍ରଦ୍ଧାଳୁ। ତେବେ ରଥଯାତ୍ରା ପାଇଁ ୨୦୫ ପ୍ଲାଟୁନ ଫୋର୍ସ ସମେତ ୮ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି।ସକାଳ ୮ ଟା ରୁ ୯ ଟା ପର୍ଯ୍ୟନ୍ତ ନବଯୌବନ ବେଶ ପାଇଁ ଟିକେଟ ଦର୍ଶନ ଓ ୯ ଟା ଠାରୁ ୧୦ ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଛି। ଦିନ ୧୨ରେ ନେତ୍ରୋତ୍ସବ ହେବ। ପାରମାଣିକ ଦର୍ଶନ ପାଇଁ ୩ହଜାର ଟିକେଟ ବନ୍ଦୋବସ୍ତ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ