Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ରେ ଜଣକ ମୃତୁ ଜଣେ ଗୁରୁତର

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପାଲି ପଞ୍ଚାୟତ ଅଧିନସ୍ତ ଶୁଣ୍ଡେନ ମାଲ ଗ୍ରାମର କୈଳାସ କିସାନ ଓ ନାଗ୍ରାବହାଲ ଗ୍ରାମର ଦିନେଶ ଜାମଡଲିଆ ସୁବର୍ଣ୍ଣପାଲି ଗ୍ରାମ ର ଟିଙ୍କୁ ଖୁଣ୍ଟିଆଙ୍କ ବିଲ ରେ କାମ କରିବା ପାଇଁ ଆସିଥିଲେ, ବିଲରେ କାମ କରୁ ଥିବା ବେଳେ ଆନୁମାନିକ ସମୟ ଦିନ ପ୍ରାୟ ଏକ ଘଟିକାରେ ଘଡ ଘଡି ସହ ବର୍ଷା ହୋଇଥିଲା ଓ ଅଂଚଳରେ ବଜ୍ର ଘାତ ମଧ୍ୟ ହୋଇଥିଲା ଫଳରେ ଉଭୟଙ୍କୁ ଵଜ୍ରାଘାତ ହୋଇଥିଲା ଏବଂ କୈଳାସ କିସାଙ୍କ ଘାଟଣ ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ଏବଂ ଦିନେଶ ଙ୍କ ଅବସ୍ଥାରେ ଟିକେ ସୁଧାର ଆସିଥିବା ଜଣାଯାଇଛି ସେ କୁଚିଣ୍ଡା ଡାକ୍ତର ଖାନା ଚିକିତ୍ସିତ ହୋଇ ଛନ୍ତି ଶଙ୍କଟା ପର୍ଣ୍ଣ ଥିବା କୁଚିଣ୍ଡା ଡାକ୍ତର ପ୍ରକାଶ କରିଛନ୍ତି ଅନ୍ୟ ପକ୍ଷରେ କୈଳାସଙ୍କ ଶବ ବ୍ୟବଛେଦ କରି ତାଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର ହେବ କୈଳାସଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଏବଂ ତାଙ୍କର ସ୍ତ୍ରୀ ଅଛନ୍ତି ଏଣୁକରି ପ୍ରଶାସନ ଯଥାଶୀଘ୍ର ମୃତକ ପରିବାର ଙ୍କୁ ଅନୁକମ୍ପା ସହିତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସାଧାରଣ ରେ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ