ମ୍ୟାଟ୍ରିକ ପରୀକ୍ଷାରେ ୯୦ପ୍ରତିଶତ ମାର୍କ ରଖିଛନ୍ତି ପ୍ରମିଳା ମେହେର


ପ୍ରମିଳା ମେହେର, ସରସ୍ୱତୀ ଶିଶୁ ମନ୍ଦିର, ତରଭା। ୫୪୦(୯୦%) ମାର୍କ ରଖିଛନ୍ତି ପ୍ରମିଳା।
ବିଦ୍ୟାଳୟ ଓ ଟିଉସନ ବାହାରେ ୪ଘଣ୍ଟା ଅଧିକ ପଢ଼ୁଥିଲି।ଯେତିକି ଆଶା ରଖିଥିଲି ସେତିକି ମାର୍କ ପାଇଛି।
ବିଦ୍ୟାଳୟର ଆଚାର୍ଯ୍ୟ,ଗୁରୁମା,ପରିବାର ସଦସ୍ୟ ଓ କୋଚିଂ ସାର ମାନଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି।
ଜଣେ ଶିକ୍ଷୟତ୍ରୀ ହେବାକୁ ଜୀବନରେ ଲକ୍ଷ୍ୟ ରଖିଛନ୍ତି।