ତରଣୀସେନ ମେହେର
ଜିଲ୍ଲା ପ୍ରତିନିଧି ବଲାଙ୍ଗୀର
ଠିକଣା ପଚାରିବାରୁ ଡେଲିଭରି ବୟଙ୍କୁ ଛୁରୀମାଡ଼: ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ ।
ବଲାଙ୍ଗୀର,୧୫।୬: କେବଳ ଠିକଣା ପଚାରିବା ଯେ ଜଣଙ୍କ ପାଇଁ ଏତେ ମହଙ୍ଗା ପଡ଼ିବ, ତାହା କେହି କଳ୍ପନା କରିନଥିଲେ। ବଲାଙ୍ଗୀର...
ଟିଟିଲାଗଡ଼ରେ ସୁପାରି କିଲରଙ୍କ ଆତଙ୍କ: ଜମି ବିବାଦକୁ ନେଇ ବ୍ୟବସାୟୀ ଶମ୍ଭୁ ଅଗ୍ରୱାଲଙ୍କୁ ମରଣାନ୍ତକ ଆକ୍ରମଣ, ପୋଲିସର ନିଷ୍କ୍ରିୟତାକୁ ନେଇ ଉଠିଲା ପ୍ରଶ୍ନ ?
ବଲାଙ୍ଗୀର,୧୫।୫: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ପୁଣି ସାମ୍ନାକୁ ଆସିଛି ସୁପାରି କିଲରଙ୍କ ବର୍ବରତା। ଜମି...
ଭାଇ ହେଲା ଭଗାରୀ: ଜମି ବିବାଦରୁ ସଙ୍ଘବଦ୍ଧ ଆକ୍ରମଣ, ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ବାରସ୍ଥ ହେଲା ପୀଡ଼ିତ ପରିବାର ।
ବଲାଙ୍ଗୀର,୧୫।୬: ଜମିବାଡ଼ି କଳହକୁ କେନ୍ଦ୍ର କରି ରକ୍ତ ସମ୍ପର୍କରେ ପଡ଼ିଛି କଳା ଦାଗ। “ଭାଇ ହେଲା ଭଗାରୀ” ଉକ୍ତିକୁ ଚରିତାର୍ଥ...
ଆଦିବାସୀଙ୍କୁ ନେଇ ବିବାଦୀୟ ବୟାନ ମାମଲା: କ୍ଷମା ମାଗିଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ।
ବଲାଙ୍ଗୀର,୧୫।୬: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଏକ କଥିତ ବିବାଦୀୟ ବୟାନକୁ ନେଇ ଏବେ ସ୍ଥାନୀୟ ରାଜନୀତି ସରଗରମ ହୋଇଛି।...
ସର୍ପ ଦଂଶନ ନେଲା ଜୀବନ: ସମୟରେ ମିଳିଲାନି ଚିକିତ୍ସା, ପ୍ରଶାସନର ସ୍ୱାସ୍ଥ୍ୟ ସେବା ଉପରେ ଉଠିଲା ପ୍ରଶ୍ନ ।
ବଲାଙ୍ଗୀର,୧୪।୬: ଘର ଛପର ସମୟରେ ସର୍ପ ଦଂଶନର ଶିକାର ହୋଇ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଠିକ୍ ସମୟରେ ଚିକିତ୍ସା...
କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ନାଁରେ ଥାନାରେ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନର ଚେତାବନୀ ଦେଲା ଆଦିବାସୀ ସଂଘ ।
ବଲାଙ୍ଗୀର,୧୪।୬: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ବିବାଦୀୟ ବୟାନକୁ ନେଇ ଏବେ ସରଗରମ ହୋଇଛି ସ୍ଥାନୀୟ ରାଜନୀତି। ଏକ ଘରୋଇ...
ପୋଲିସର ନିଷ୍କ୍ରିୟତା ବିରୋଧରେ ଗର୍ଜିଲେ ଗ୍ରାମବାସୀ: ବୃଦ୍ଧଙ୍କ ମୃତ୍ୟୁ ପରେ କନ୍ଧବାହାଲରେ ଉତ୍ତେଜନା, ରାସ୍ତାରେ ଶବ ରଖି ନ୍ୟାୟ ଦାବି ।
ବଲାଙ୍ଗୀର,୧୪।୬: ବଲାଙ୍ଗୀର ଜିଲ୍ଲାରୁ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା...
ବିକାଶ ପୁରୁଷ ସ୍ୱର୍ଗୀୟ ଆୟୁବ ଖାଁଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି: ମୁରିବାହାଲ ଫରେଷ୍ଟ ବଙ୍ଗଳାରେ ସ୍ମୃତି ସଭା ଅନୁଷ୍ଠିତ ।
ବଲାଙ୍ଗୀର,୧୪।୬: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଜନପ୍ରିୟ ଜନନେତା, ବିକାଶପୁରୁଷ ତଥା ପୂର୍ବତନ ବିଧାୟକ ସ୍ୱର୍ଗୀୟ ଆୟୁବ ଖାଁଙ୍କ ସ୍ମୃତିରେ ଗତ...
କଣ୍ଟାବାଞ୍ଜିରେ ପୂର୍ବତନ ବିଧାୟକ ସ୍ୱର୍ଗୀୟ ଆୟୁବ ଖାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା: ଦୂରଦୃଷ୍ଟିସମ୍ପନ୍ନ ନେତାଙ୍କୁ ମନେ ପକାଇଲେ ବହୁ ବିଶିଷ୍ଟ ବ୍ୟକ୍ତି ।
ବଲାଙ୍ଗୀର,୧୩।୬: କଣ୍ଟାବାଞ୍ଜି ଅଞ୍ଚଳର ବିକାଶର ଅନ୍ୟତମ କର୍ଣ୍ଣଧାର ତଥା ପୂର୍ବତନ ବିଧାୟକ ସ୍ୱର୍ଗୀୟ ଆୟୁବ ଖାନଙ୍କ ସ୍ମୃତିରେ ଶନିବାର ଦିନ...
ଟିଟିଲାଗଡ଼: ବନ୍ଧୁ ହେଲା ବଇରୀ, ଦୀର୍ଘଦିନର ଦାଦାଗିରି ଓ ବଚସାରୁ ସହଯୋଗୀଙ୍କୁ ପଥରରେ ଛେଚି ମାରିଲା କବାଡ଼ିବାଲା ।
ବଲାଙ୍ଗୀର,୧୩।୬: ବନ୍ଧୁ ହେଲା ବଇରୀ । ବନ୍ଧୁତ୍ୱର ସମ୍ପର୍କ ନେଇଛି ଭୟଙ୍କର ମୋଡ଼। ଦୀର୍ଘଦିନର ଅତ୍ୟାଚାର, ଦାଦାଗିରି ଓ ସାମାନ୍ୟ...
ସାପ କାମୁଡ଼ାରେ ୨ ବର୍ଷର କୁନି ପୁଅର ମୃତ୍ୟୁ, ବରିଆଳି ଗାଁରେ ଶୋକର ଛାୟା ।
ବଲାଙ୍ଗୀର,୧୩।୬: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବରିଆଳି ଗାଁରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ଖେଳୁଥିବା ସମୟରେ...
ବଲାଙ୍ଗୀର: ଘର ଖାଲି ଥିବା ଦେଖି କଳାକନା ବୁଲାଇଲେ ଚୋର: ସୁନା ଗହଣା ସହ ନଗଦ ଟଙ୍କା ଚୋରି, ପୋଲିସର ତଦନ୍ତ ଜାରି ।
ବଲାଙ୍ଗୀର,୧୩।୬: ପରିବାର ସହ ବୁଲିବାକୁ ଯାଇଥିବା ବେଳେ ସୁଯୋଗ ଦେଖି ଖାଲି ଘରୁ ସର୍ବସ୍ୱ ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଚୋରି...
