ତରଣୀସେନ ମେହେର
ଜିଲ୍ଲା ପ୍ରତିନିଧି ବଲାଙ୍ଗୀର
ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ତଥା କୀର୍ତ୍ତନ ଗାୟିକା ଜସ୍ମିନ ମାଝୀ ମୃତ୍ୟୁ ଘଟଣା: ନିଜ ପ୍ରେମିକଙ୍କ ମୃତ୍ୟୁ ସହି ନପାରି ଏସିଡ୍ ପିଇ ଦେଇଥିଲେ ଜସ୍ମିନ୍ !
ବଲାଙ୍ଗୀର,୨୮।୯: ବଲାଙ୍ଗୀର ଜିଲ୍ଲାର କଳା ଓ ସଂସ୍କୃତି ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ମାତ୍ର ୨୪...
ସିନ୍ଧେକେଲାରେ ଲଜ୍ୟା : ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅଶ୍ଲୀଳ ପ୍ରସ୍ତାବ ଦେଇ ଗଣିତ ଶିକ୍ଷକ ଗିରଫ ।
ବଲାଙ୍ଗୀର,୨୮।୯: ବିଦ୍ୟାଳୟ ଭଲି ପବିତ୍ର ସ୍ଥାନରେ ଶିକ୍ଷକ ଓ ଛାତ୍ରୀ ସମ୍ପର୍କକୁ କଳଙ୍କିତ କରିବା ଭଳି ଏକ ସଂବେଦନଶୀଳ ଘଟଣା...
୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀରର ଦୁଇ ଯୁବ କଳାକାରଙ୍କ ଅକାଳ ବିୟୋଗ: ଶୋକାକୁଳ ସମ୍ବଲପୁରୀ କଳା ଜଗତ ।
ବଲାଙ୍ଗୀର,୨୭।୯: ବଲାଙ୍ଗୀର ଜିଲ୍ଲାର କଳା ଓ ସଂସ୍କୃତି ଜଗତକୁ ଏକ ବଡ଼ ଝଟକା। ମାତ୍ର ୨୪ ଘଣ୍ଟାର ବ୍ୟବଧାନରେ ଦୁଇଜଣ...
ଟ୍ରେନ୍ ଲାଇନ୍ କଡ଼ରୁ ଯୁବକଙ୍କ ମୁଣ୍ଡ ଛିନ୍ନ ମୃତଦେହ ଠାବ: ହତ୍ୟା ନା ଆତ୍ମହତ୍ୟା, ବଢ଼ୁଛି ସନ୍ଦେହ ।
ବଲାଙ୍ଗୀର,୨୭।୯: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବସ୍ତି ରେଳ ଫାଟକ ନିକଟରୁ ରବିବାର ସକାଳେ ଜଣେ ଯୁବକଙ୍କ ମୁଣ୍ଡ ଗଣ୍ଡି ବିଚ୍ଛିନ୍ନ...
ବଲାଙ୍ଗୀରରେ ସ୍କ୍ରବ୍ ଟାଇଫସ୍ ଆଶଙ୍କା: ଶିଶୁମାନେ ସର୍ବାଧିକ ଆକ୍ରାନ୍ତ, ସାବଧାନ ରହିବାକୁ ଡାକ୍ତରଙ୍କ ପରାମର୍ଶ ।
ବଲାଙ୍ଗୀର,୨୬।୯: ବଲାଙ୍ଗୀର ଜିଲ୍ଲାରେ ପୁଣି ଥରେ ‘ସ୍କ୍ରବ୍ ଟାଇଫସ୍’ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣରେ କେବଳ...
ଗଛରୁ ଖସି ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ; ତଦନ୍ତ ଆରମ୍ଭ କଲା ସଇଁତଲା ପୋଲିସ ।
ବଲାଙ୍ଗୀର,୨୬।୯: ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଡୁଙ୍ଗୁରିପାଲି ପଞ୍ଚାୟତ ଅନ୍ତର୍ଗତ ଜଲପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗଛରୁ...
ବେଲପଡ଼ା ବ୍ଲକ୍ ମଣ୍ଡଳ ସରପଞ୍ଚ ସରୋଜ କୁମାର ସେଠଙ୍କ ପରଲୋକ; ରାୟପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ ।
ବଲାଙ୍ଗିର,୨୪।୯: ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ମଣ୍ଡଳ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସରୋଜ କୁମାର ସେଠଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ...
ବଲାଙ୍ଗୀରରେ ପ୍ରବଳ ବର୍ଷା ସମ୍ଭାବନା: ଦୁଇ ଦିନ ପାଇଁ ସମସ୍ତ ସ୍କୁଲ୍, କଲେଜ୍ ଓ ଅଙ୍ଗନବାଡ଼ି ବନ୍ଦ ଘୋଷଣା, ଚାଲୁରହିବ ପରୀକ୍ଷା ।
ବଲାଙ୍ଗୀର,୨୨।୯: ରାଜ୍ୟରେ ବର୍ଷାର ପ୍ରକୋପକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲାରେ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ବତନ୍ତ୍ର ରିଲିଫ୍ କମିଶନର...
ବଜ୍ରପାତର କୋପ: ବଲାଙ୍ଗିରରେ ବୃଦ୍ଧ ଗୁରୁତର, ୨ ଗାଈ ମୃତ !
ବଲାଙ୍ଗୀର,୨୨।୯: ଆଜିଠୁ ସାରା ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ଘଡ଼ଘଡ଼ି ସହ ଲଗାଣ ବର୍ଷା ଜାରି ରହିଥିବା ବେଳେ ବଲାଙ୍ଗିର...
ବଲାଙ୍ଗୀର ଫରେଷ୍ଟର ବ୍ୟାସଦେବ ସାହୁଙ୍କ ମୃତ୍ୟୁ ଘଟଣା ! କୌଣସି ବଦଭ୍ୟାସ ନଥିବା ଫରେଷ୍ଟରଙ୍କୁ କାହିଁକି ସଦାବେଳେ ଲୋଡ଼ା ପଡ଼ୁଥିଲା ଟଙ୍କା ? ୪୮ ଘଣ୍ଟା ପରେ ବି ଖୋଲିନି ଗୁମର ।
ବଲାଙ୍ଗୀର,୨୨।୦୯: ବଲାଙ୍ଗୀର ବନାଞ୍ଚଳ କାର୍ଯ୍ୟାଳୟର ସଦର ଫରେଷ୍ଟର ବ୍ୟାସଦେବ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ...
ବଲାଙ୍ଗୀର ସଦର ଫରେଷ୍ଟର ବ୍ୟାସଦେବ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଚାପ, ଆର୍ଥିକ ଅନାଟନ ନା ପିସି କାରବାର ? ରହସ୍ୟ ଭେଦିବ କି ପୋଲିସ୍ ?
ବଲାଙ୍ଗୀର,୨୧।୯: ବଲାଙ୍ଗୀର ବନାଞ୍ଚଳ କାର୍ଯ୍ୟାଳୟର ସଦର ଫରେଷ୍ଟର ବ୍ୟାସଦେବ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ସମଗ୍ର ଜିଲ୍ଲାରେ ତୀବ୍ର...
ବଲାଙ୍ଗୀର ରେଞ୍ଜ ଅଫିସ ପରିସରରୁ ସଦର ଫରେଷ୍ଟର ବ୍ୟାସଦେବ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଲକ୍ଷ୍ମୀଯୋର ପୋଲିସର ତଦନ୍ତ ଜାରି ।
ବଲାଙ୍ଗୀର,୨୦।୦୯ : ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପରିସରରୁ ସଦର ଫରେଷ୍ଟର ବ୍ୟାସଦେବ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।...
