ତରଣୀସେନ ମେହେର
ଜିଲ୍ଲା ପ୍ରତିନିଧି ବଲାଙ୍ଗୀର
କଣ୍ଟାବାଞ୍ଜିରେ ସ୍ମାର୍ଟ ମିଟର ବିରୋଧୀ ଆନ୍ଦୋଳନ ତେଜିଲା: ୨ ତାରିଖରେ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଘେରାଉ କରିବ ବିଜେଡି
ବଲାଙ୍ଗୀର,୩୧।୫: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଲଗାଯାଉଥିବା ସ୍ମାର୍ଟ ମିଟରକୁ ନେଇ ବିରୋଧ ପ୍ରଦର୍ଶନ...
ଭୋଟ୍ ଦେଇନଥିବା ଲୋକଙ୍କ SIR ସର୍ଭେ ତାଲିକାରୁ ନାଁ କାଟିବା ଘଟଣା ! ଟିଟିଲାଗଡ଼ ବିଧାୟକଙ୍କ ଭାଇରାଲ ଭିଡିଓକୁ ନେଇ ଥାନାରେ ଏତଲା
ବଲାଙ୍ଗୀର,୩୧।୫: ଗଣତନ୍ତ୍ରରେ ଭୋଟର ହେଉଛନ୍ତି ଭାଗ୍ୟବିଧାତା। ନିଜ ପସନ୍ଦର ପ୍ରାର୍ଥୀଙ୍କୁ ମତଦାନ କରିବା ପ୍ରତ୍ୟେକ ନାଗରିକର ସାମ୍ବିଧାନିକ ଅଧିକାର। କିନ୍ତୁ...
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ‘ଯମଦୂତ’ ସାଜିଛନ୍ତି କ୍ୱାକ୍: ମୃତ୍ୟୁ ପରେ ସତ୍ୟକୁ ଚାପିବାକୁ ‘ଡିଲ୍’, କାହା ଛତ୍ରଛାୟା ରେ ଚାଲିଛି ମରଣର ବେପାର ?
ବଲାଙ୍ଗୀର, ୩୧।୫: ଜଣେ ଅସହାୟ ବୃଦ୍ଧାଙ୍କୁ ଭୁଲ ଇଞ୍ଜେକ୍ସନ ଦେଇ ମାରିଦେବା ପରେ ଏବେ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି।...
ଟିଟିଲାଗଡ଼ରେ ସାମାନ୍ୟ କଳିରୁ ଯୁବକଙ୍କୁ ଛୁରାମାଡ଼ କରି ହତ୍ୟା, ଅଞ୍ଚଳରେ ଉତ୍ତେଜନା
ବଲାଙ୍ଗୀର,୩୦।୫: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାମାନ୍ୟ ବଚସାରୁ କଥା ଯାଇ ପହଞ୍ଚିଛି...
ସରକାରୀ କୋଠା ପାଲଟିଲା ହୋଟେଲ; ସର୍କିଟ ହାଉସରେ ବାବୁଙ୍କ ମ୍ୟାରେଜ ଆନିଭର୍ସରୀ, ପ୍ରଶାସନର ନୈତିକତା ଉପରେ ପ୍ରଶ୍ନବାଚୀ ?
ବଲାଙ୍ଗିର, ୩୦।୫: ସରକାରୀ ସମ୍ପତ୍ତି କାହାର? ଜନସାଧାରଣଙ୍କ ସେବା ପାଇଁ ନା ବରିଷ୍ଠ ଅଧିକାରୀଙ୍କ ବିଳାସପୂର୍ଣ୍ଣ ଆମୋଦ-ପ୍ରମୋଦ ପାଇଁ? ବଲାଙ୍ଗିର...
ମଦପିଇ ବାଇକ୍ ଚାଳକଙ୍କ ଉପରକୁ କାର୍ ଚଢ଼ାଇଲେ ଫରେଷ୍ଟର: ବଲାଙ୍ଗୀର ଟାଉନ୍ ଥାନାରେ ଅଟକ !
ବଲାଙ୍ଗୀର,୩୦।୫: ବଲାଙ୍ଗୀର ସହରର ପାଟଣା ଛକ ନିକଟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଦ୍ୟପାନ କରି ବେପରୁଆ...
ବଲାଙ୍ଗୀରରେ କ୍ୱାକ୍ ସାମ୍ରାଜ୍ୟର ‘ଡେଥ୍ ଜୋନ୍’: ହଳଦୀ ପରେ ଏବେ ରେଙ୍ଗାଲି, ସ୍ୱାସ୍ଥ୍ୟ ସେବା ନାଁରେ କେତେ ନେବେ ବଳି?
ବଲାଙ୍ଗୀର,୩୦।୫: ଜଣେ ଅସହାୟ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ସାରା ଜିଲ୍ଲା ଉଠୁଛି ପଡୁଛି, ପ୍ରଶାସନର ‘ଏନଫୋର୍ସମେଣ୍ଟ ଟିମ୍’ ତଦନ୍ତ ରିପୋର୍ଟ...
ବରିଷ୍ଠ ନାଗରିକ ତଥା ପୂର୍ବତନ ସାଂସଦଙ୍କୁ ଜିଲ୍ଲା ପ୍ରଶାସନର ଅସମ୍ମାନ ଅଭିଯୋଗ: ଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ଦାବି କଲା କୋଶଳ ସଂଗଠନ
ବଲାଙ୍ଗୀର,୨୯।୫: ଜଣେ ବରିଷ୍ଠ ନାଗରିକ ତଥା ପୂର୍ବତନ ସାଂସଦଙ୍କ ପ୍ରତି ଜିଲ୍ଲା ପ୍ରଶାସନର ରୁକ୍ଷ ବ୍ୟବହାରକୁ ନେଇ ଏବେ ବଲାଙ୍ଗୀରରେ...
ବଲାଙ୍ଗୀର ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ: ଗଛ ଉପୁଡ଼ି ଯାତାୟାତ ବାଧାପ୍ରାପ୍ତ, ବ୍ୟାପକ କ୍ଷୟକ୍ଷତି ସହ ବିପର୍ଯ୍ୟସ୍ତ ଜନଜୀବନ
ବଲାଙ୍ଗୀର,୨୯।୫: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଗତକାଲି ସନ୍ଧ୍ୟାରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀର...
ବଙ୍ଗୋମୁଣ୍ଡା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲେ ହିତାଧିକାରୀ: ୩ ମାସ ହେଲା ମିଳୁନି ବାର୍ଦ୍ଧକ୍ୟ ଭତ୍ତା, ପ୍ରଶାସନିକ ଅବହେଳା ବିରୁଦ୍ଧରେ ଧାରଣା
ବଲାଙ୍ଗୀର,୨୯।୫: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଦେଖାଦେଇଥିବା ଅନିୟମିତତା ବିରୁଦ୍ଧରେ ଜନ ଅସନ୍ତୋଷ...
କ୍ୱାକ୍ ର ଭୂଲ୍ ଇଞ୍ଜେକସନ୍ ଯୋଗୁଁ ବୃଦ୍ଧାଙ୍କ ମୃତ୍ୟୁ ଘଟଣା ! ଦୋଷୀ କ୍ୱାକ୍ ଙ୍କ ବିରୁଦ୍ଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ , ତଦନ୍ତ ପରିସରଭୁକ୍ତ ହେବେ କି ‘ମୁହଁ ବନ୍ଦ’ କରୁଥିବା ମଧ୍ୟସ୍ଥି ?
ବଲାଙ୍ଗୀର,୨୮।୫: ସ୍ୱାସ୍ଥ୍ୟ ସେବା ନାଁରେ ମରଣର ଖେଳ। ଜଣେ ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଜଣେ ଅସହାୟ ବୃଦ୍ଧାଙ୍କ ଜୀବନ...
ଭୋଟ୍ ଦେଲନି ବୋଲି ସରକାରୀ ଯୋଜନାରୁ କଟିବ ନାଁ? ଟିଟିଲାଗଡ଼ ବିଧାୟକଙ୍କ ଭିଡିଓ ଭାଇରାଲ୍ ପରେ ଉଠିଲା ପ୍ରଶ୍ନ
ବଲାଙ୍ଗୀର,୨୮।୫: ଗଣତନ୍ତ୍ରରେ ଭୋଟର ହେଉଛନ୍ତି ଭଗବାନ। ନିଜ ପସନ୍ଦର ପ୍ରାର୍ଥୀଙ୍କୁ ମତଦାନ କରିବା ପ୍ରତ୍ୟେକ ନାଗରିକର ସାମ୍ବିଧାନିକ ଅଧିକାର। କିନ୍ତୁ...
