ସଞ୍ଜୟ କୁମାର ପାଣିଗ୍ରାହୀ
ସ୍ଥାନୀୟ ପ୍ରତିନିଧି (ବାଲିଗୁଡା) କନ୍ଧମାଳ
ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ-୨୦୨୪ : ବାଲିଗୁଡା ଉପଖଣ୍ଡ ପ୍ରଶାସନ ଦ୍ବାରା ଭୋଟର ସଚେତନତା କାର୍ଯ୍ୟକ୍ରମ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ...
ବାଜି ରାଉତ ଯୁବକ ସଂଘର ବାର୍ଷିକ ଉତ୍ସବ ପାଳିତ
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ଚକାପାଦ ବ୍ଲକ୍ ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତ ସିମ୍ବାଳି ଗ୍ରାମର ବାଜିରାଉତ...
କନ୍ଧମାଳର ହତ୍ୟା ମାମଲା: ତିନି ଭାଇଙ୍କ ଆଜୀବନ କାରାଦଣ୍ଡ ହାଇକୋର୍ଟରେ କାଏମ
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଞ୍ଚଳରେ ଗତ ୨୦୧୫ ମସିହାରେ ହୋଇଥିବା ହତ୍ୟା ମାମଲାରେ ତିନି...
ବେଆଇନ ଭାବେ ୬ଲକ୍ଷ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଡିଭିଏଫ କନଷ୍ଟେବଳ
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ଜଣେ ଡିଭିଏଫ କନଷ୍ଟେବଳ ପଡ଼ିଛନ୍ତି। ସେ ବେଆଇନ ଭାବେ ୬ ଲକ୍ଷ ଟଙ୍କା...
ମାଟିତଳୁ ଶିବଲିଙ୍ଗ ବାହାରିବା ଘଟଣା: ଜଳାଭିଷେକ ସହ ଗାଁରେ ଆଧ୍ୟାତ୍ମିକ ପରିବେଶ
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାୟତ କ୍ରାଣ୍ଡିବାଲି ଗାଁ ତ୍ରିନାଥ ମନ୍ଦିର ନିକଟ ଆମ୍ବଗଛ...
କନ୍ଧମାଳରେ ହସ୍ତଶିଳ୍ପୀ ଓ ବୁଣାକାର ମିନି ମହୋତ୍ସବ ଉଦଘାଟିତ
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କେନ୍ଦ୍ର ସରକାର ଅଧିନସ୍ଥ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଫୁଲବାଣୀ ମାଷ୍ଟ୍ରପଡ଼ା ଠାରେ ହସ୍ତଶିଳ୍ପ ଓ ବୁଣାକାର...
କନ୍ଧମାଳ କୁ ରେଳ ପ୍ରକଳ୍ପ ବାଦ୍ ପ୍ରତିବାଦରେ ୧୦ରେ ସମଗ୍ର କନ୍ଧମାଳ ଜିଲ୍ଲା ବନ୍ଦ ନିଷ୍ପତ୍ତି
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଆବାହକ ଗୋଲକ...
ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଅବସରରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ଥିବା କନ୍ଧମାଳ ଷ୍ଟାଡିୟମରେ...
କାଠ ପଟ୍ଟା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ; ଚାଳକ ସୁରକ୍ଷିତ
ବାଲିଗୁଡା,:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା ଅଧିନସ୍ତ କଳିଙ୍ଗା ଠାରୁ ୫କି.ମି ଏକ ବୁଲାଣି...
ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପ କୋଷାଗାର କାର୍ଯ୍ୟାଳୟଠାରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ...
ରାସ୍ତା ଅବସ୍ଥା ଶୋଚନୀୟ, ରାସ୍ତା ସାରା ମେଟାଲ ଓ ଖାଲ ଖମାରେ ଭର୍ତ୍ତୀ : ତୁରନ୍ତ ନିର୍ମାଣ ପାଇଁ ଦାବୀ
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଧିନସ୍ଥ ସିମନବାଡ଼ି ଠାରୁ ରାଇକିଆ ରାସ୍ତାର...
ଦାରିଙ୍ଗବାଡି କଫି ବଗିଚାରେ କାଫେର ମଜା ନେବେ ପର୍ଯ୍ୟଟକ
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରରେ ଦିନକୁ ଦିନ ନୂଆଁ ନୂଆଁ ଅଧ୍ୟାୟ ଯୋଡ଼ି...
