Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ପ୍ରଦ୍ୟୁମ୍ନ ପାତ୍ର

ସ୍ଥାନୀୟ ପ୍ରତିନଧି (ବେଲଗୁଣ୍ଠ) ଗଞ୍ଜାମ

ଘୁମୁସରର ଗାନ୍ଧୀ ସ୍ବର୍ଗତ ଦୀନବନ୍ଧୁ ବେହେରାଙ୍କ 118 ତମ ଜୟନ୍ତୀ ପାଳିତ,

‌ ବେଲଗୁଣ୍ଠା, 04/03, ୪ ମାର୍ଚ୍ଚ ୨୦୨୪,,,,,,,,,,,,, ଘୁମୁସରର ପ୍ରାଚୀନ ରାଜଧାନୀ ଜୟନ୍ତୀଗଡ ନିକଟସ୍ଥ ପବିତ୍ର ରଘୁନାଥ ସ୍ଵାମୀଙ୍କ ପୀଠ...

ବିଦ୍ୟାଳୟ ପାର୍ଶ୍ଵରେ କୁଢ଼ କୁଢ଼ ମଇଳା ଓ ଆବର୍ଜନା

ବେଲଗୁଣ୍ଠା ,02/03,ବେଲଗୁଣ୍ଠା ବ୍ଳକ୍ ଗୋବରା ଗ୍ରାମ ପଞ୍ଚାୟତ ଏକ ସ୍ଵତନ୍ତ୍ର ପଞ୍ଚାୟତର ମାନ୍ୟତା ହାସଲ କରିବା ସହ ଶିକ୍ଷା କ୍ଷେତ୍ରରେ...

ମାଘ ପୂର୍ଣ୍ଣିମା ଅବସରରେ ମୁକ୍ତି ପ୍ରଶିକ୍ଷଣ ବେଦାନ୍ତ ଆଶ୍ରମରେ ସୁରଭି ଯଜ୍ଞ

ବେଲଗୁଣ୍ଠା, 01/03, ପବିତ୍ର ମାଘ ପୂର୍ଣ୍ଣମୀ ଅବସରରେ ବେଲଗୁଣ୍ଠା ବ୍ଲକ୍ ବିଞ୍ଚଣା ସ୍ଥିତମୁକ୍ତି ପ୍ରଶିକ୍ଷଣ ବେଦାନ୍ତ ଆଶ୍ରମ ତଥା ମାଆ...

ବଦବୋରସିଂ ପଂଚାୟତରେ ସଂକୀର୍ତ୍ତନ ମଣ୍ଡଳୀର ସଚେତନତା କାଯ୍ୟକ୍ରମ

ବେଲଗୁଣ୍ଠା, 29/02, ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ...

ରାସ୍ତା ନିର୍ମାଣ ଦାବିରେ କିରାପୋଲି ଗ୍ରାମବାସୀଙ୍କ ବେଲଗୁଣ୍ଠା ବାଲିପଦର ରାସ୍ତା ଅବରୋଧ

ବେଲଗୁଣ୍ଠା, 29/02, ଆଜି ସକାଳ ଆଠ ଘଣ୍ଟା ଠାରୁ ବେଲଗୁଣ୍ଠା ବ୍ଳକ୍ ବଙ୍କା ପଂଚାୟତର କୀରାପଲ୍ଲୀ ଗ୍ରାମର ପୁରୁଷ ଓ...

ଗାଙ୍ଗପୁର ରେ ବନାଗ୍ନୀ ପ୍ରତିରୋଧ, ନିୟନ୍ତ୍ରଣ ଓ ପରିଚାଳନା କର୍ମଶାଳା

ବେଲଗୁଣ୍ଠା, 28/02, ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ଗାଙ୍ଗପୁର ସେକ୍ସନ୍ କାର୍ଯ୍ୟାଳୟ ପରିସରରେ ବନାଗ୍ନି ପ୍ରତିରୋଧ, ନିୟନ୍ତ୍ରଣ...

ମିଶନସକ୍ତି ମାଙ୍କ ପାଇଁ ବିନା ସୁଧରେଋଣ ମେଳା ଓ ସୁଧ ଟଙ୍କା ଫେରସ୍ତ

ବେଲଗୁଣ୍ଠା, 27/02, ବେଲଗୁଣ୍ଠା ବ୍ଳକ୍ ରେ ମିଶନ୍ ଶକ୍ତି ମାଆଙ୍କ ପାଇଁ ବିନା ସୁଧରେ ଋଣ ମେଳା ଆୟୋଜନ କରାଯାଇ...

ଅବେବସ୍ଥା ଘେରରେ ପଶୁ ସମ୍ପଦ, ଇନ୍ଧନ ଅଭାବରୁ ଗଡିପାରୁନି ଆମ୍ବୁଲାନ୍ସ

ବେଲଗୁଣ୍ଠା ;୨୬/୦୨ ପଶୁ ଆମ୍ବୁଲାନ୍ସ ସହାୟକ ନଂ ୧୯୬୨କୁ ସରକାର ପଶୁ ଧନ ସେବାରେ ଉତ୍ସର୍ଗ କଲେ, ହେଲେ ଉକ୍ତ...

ବେଲଗୁଣ୍ଠାରେ ନୂତନ ହିତାଧିକାରୀଙ୍କୁ ଭର୍ତ୍ତା ବଣ୍ଟନ ମେଳା ଓ ଲଷ୍ମୀ ବସ ଉଦଘାଟିତ

ବେଲଗୁଣ୍ଠା,24/02, ବେଲଗୁଣ୍ଠା ବ୍ଳକ୍ ରେ ମଧୁବାବୁ ପେନସନ ଯୋଜନାରେ ନୂତନ ଭାବେ ସାମିଲ୍ ହୋଇଥିବା ହିତାଧିକାରୀଙ୍କ ପାଇଁ ଭତ୍ତା ବଣ୍ଟନ...

ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ବେଲଗୁଣ୍ଠା ବିଜୁ ପଟନାୟକ ଇଣ୍ଡୋର ଷ୍ଟାଡିୟମ ଉଦଘାଟିତ

ବେଲଗୁଣ୍ଠା, 23/02,ଦୁକ୍ରବାର ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ବେଲଗୁଣ୍ଠାରେ ଛଅ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଅଟକଳରେ ନିର୍ମିତ ହୋଇଥିବା...

ଦୃଢ ଇଛାଶକ୍ତି ଦ୍ଵାରା ମହିଳା ସଶକ୍ତିକରଣ ସମ୍ଭବ

ବେଲଗୁଣ୍ଠା, 23/02,କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ କଙ୍କିଆ ପଂଚାୟତ ପୁରୁଣା ପାଟଣା ଗ୍ରାମରେ ନାବାର୍ଡ ସହଯୋଗରେ ନିଗମାନନ୍ଦ ଏଜୁକେସନ ସେଣ୍ଟର ପକ୍ଷରୁ...

ବେଲଗୁଣ୍ଠା ପ୍ରେସ କ୍ଲବ ର 10ମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ, ଵିଭିନ୍ନ ବ୍ୟକ୍ତି ବିଶେଷଙ୍କୁ କରାଯିବ ସଂମାନିତ

ବେଲଗୁଣ୍ଠା -୨୩/୨-ବେଲଗୁଣ୍ଠା ପ୍ରେସ୍ କ୍ଳବ ର ଦଶମ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ମାଁ ବ୍ରାହ୍ମଣ ଦେବୀ...