ପ୍ରଦ୍ୟୁମ୍ନ ପାତ୍ର

ବେଲଗୁଣ୍ଠା ରେ ଭତ୍ତା ବଣ୍ଟନ ମେଳା
ବେଲଗୁଣ୍ଠା, 16/08, ପବିତ୍ର ସ୍ୱାଧୀନତା ଦିବସ ପାଳନ ଅବସରରେ ବେଲଗୁଣ୍ଠା ବ୍ଳକ୍ ରେ ମଧୁବାବୁ ପେନସନ୍ ଯୋଜନା ଆନୂକୂଲ୍ଯରେ ଭତ୍ତା...

ସମ୍ବାଦ ସାହିତ୍ୟ ଘର ତରଫରୁ 3 ଟି ଜାଗାରେ ବୃକ୍ଷରୋପଣ
ବେଲଗୁଣ୍ଠା, 16/08, ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ତରଫରୁ ସ୍ୱାଧୀନତା ଦିବସ ଅବସରରେ ତିନୋଟି ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ...

ବେଲଗୁଣ୍ଠାରେ ପାଳିତ ହେଲା 77 ତମ ସ୍ବାଧୀନତା ଦିବସ
ବେଲଗୁଣ୍ଠା,16/08, ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଶିକ୍ଷାନୁଷ୍ଠାନ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ସାମାଜିକ ଅନୁଷ୍ଠାନରେ 77 ତମ ସ୍ୱାଧୀନତା...

ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ପକ୍ଷରୁ କାଳିଆମ୍ବା ନାଳ ଓ ପୁଟ ବନ୍ଧ ହିଡରେ ବୃକ୍ଷରୋପଣ
ବେଲଗୁଣ୍ଠା,13/08, ଆଜି ଅପରାହ୍ଣ ତିନି ଘଣ୍ଟା ସମୟରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଏବଂ ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ...

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ରେ ଭୋଟର ସଚେତନତା କାଯ୍ୟକ୍ରମ
ବେଲଗୁଣ୍ଠା, 12/08, ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟାପକ ଡ.ଗୁରୁମୂର୍ତ୍ତୀ ନାୟକଙ୍କ ଭୋଟର୍ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି...

ଖେତ୍ରିୟବରପୁରରେ ଆନ୍ତର୍ଜାତିକ ଯୁବ ଦିବସ ପାଳିତ
ବେଲଗୁଣ୍ଠା, 12/08,କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ୍ ଏବଂ ଆସଭିଆନସ୍ ରେଡ୍ ରିବନ୍ କ୍ଲବ୍ ମିଳିତ...

ବାଇକ ଜାଲିଦେଲେ ଅଜଣା ଦୃବୁତ,
ବେଲଗୁଣ୍ଠା-10/8,ବେଲଗୁଣ୍ଠା ଥାନା କଲ୍ୟାଣପୁର ଗ୍ରାମରେ ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରେ ଥିବା ଏକ ଗ୍ଲାମର ବାଇକ କୁ...

ଦୋକାନ ସାମଗ୍ରୀ ଭାଗବଣ୍ଟାକୁ ନେଇ ଶଳା ଜୋଇଁ ମଧ୍ୟରେ ଗଣ୍ଡଗୋଳ ଛଅ ଗିରଫ
ବେଲଗୁଣ୍ଠା, 10/08,ଶଳା ଭିଣୋଇ ମିଶି ଏକ ପ୍ଲମ୍ବର୍ ଏବଂ ବୈଦ୍ୟୁତିକ ଉପକରଣ ଦୋକାନ କରିଥିଲେ I ଭିଣୋଇ ନିଜସ୍ୱ ଘର...

କେନ୍ଦୁପଦର ପ୍ରଗତି ଶିଶୁ ମନ୍ଦିରରେ ସମ୍ବର୍ଦ୍ଧନା ଉଛବ,
ବେଲଗୁଣ୍ଠା, 10/08,ସଦ୍ୟ ପ୍ରକାଶିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ 153 ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର କେନ୍ଦୁପଦର ଅଞ୍ଚଳ...

ବେଲଗୁଣ୍ଠାରେ ଦୁଇ ପଯ୍ୟୟ ସାମର୍ଥ ତାଲିମ ଶିବିର
ବେଲଗୁଣ୍ଠା,10/08,ସମଗ୍ର ଶିକ୍ଷା ଅଭିଯାନ, ଗଞ୍ଜାମ, ଛତ୍ରପୁର ଆନୁକୂଲ୍ୟରେ ବେଲଗୁଣ୍ଠା ଗୋଷ୍ଠୀ ଦିବ୍ୟାଙ୍ଗ ସାଧନ କେନ୍ଦ୍ର ପରିସରରେ ଦୁଇଟି ପର୍ଯ୍ୟାୟରେ ସାମର୍ଥ୍ୟ...

ସାଉଥକୋ ମିଟର ରିଡର ଶ୍ରମିକ ସଂଘ ତରଫରୁ ଏକ ବିରାଟ କେଣ୍ଡେଲ ଶୋଭାଯାତ୍ରା
ବେଲଗୁଣ୍ଠା,10/08,ବେଲଗୁଣ୍ଠା ସ୍ଥିତ ମା ବ୍ରାହ୍ମଣ ଦେବୀ ପୀଠରେ ଆଜି ମିଟର ରିଡର ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି...

ବ୍ଲକ ଅଧକ୍ଷଙ୍କ ଆସୁ ଆରୋଗ୍ୟ କାମନା କରି ବାବା ମୁକ୍ତେଶ୍ଵର ମନ୍ଧିରରେ 108 ଦୀପଦାନ
ବେଳଗୁଣ୍ଠା ,09/08, ବେଳଗୁଣ୍ଠା ବ୍ଳକ ଅଧିନ ମଙ୍ଗଳପୁର ଗ୍ରାମ ବାବା ମୁକ୍ତେଶ୍ଵର ମନ୍ଦିର ରେ ବେଲଗୁଣ୍ଠା ପଞ୍ଚାୟତ ସମିତିର ପ୍ରିୟ...