ଜଗନ୍ନାଥ ନାଏକ
ସ୍ଥାନୀୟ ପ୍ରତିନିଧି ଭବାନୀପାଟଣା
ଲାଞ୍ଜିଗଡ ବିଧାୟକଙ୍କ ପ୍ରତିଶୃତି ମାରିଲା ଫେଲ• ପ୍ରତିଶ୍ରୁତିର ୧ ବର୍ଷ ପରେବି ଝରଣା ପାଣି ଓ ଡିବିରୀ ଆଲୁଅ ଭରଷାରେ ଚାଚା ଗ୍ରାମବାସି
କଳାହାଣ୍ଡି, ୧୪/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଅଧିନସ୍ତ ଚାଚା ଗ୍ରାମବାସୀଙ୍କ ପାଇଁ...
ମୂଷାନାଲ ବନ ବିଭାଗ ପକ୍ଷରୁ ଦିନିକିଆ ଛତୁଚାଷ ତାଲିମ ଶିବିର
କଳାହାଣ୍ଡି, ୧୪/୦୩ (ଜଗନ୍ନାଥ ନାଏକ) : ବିଶ୍ୱନାଥପୁର ଦକ୍ଷିଣ ବନାଞ୍ଚଳ ମୂଷାନାଲ ସେକ୍ସନ କାର୍ଯ୍ୟାଳୟ ଠାରେ ଫରେଷ୍ଟର ଚିନ୍ତାମଣି ମାଝୀଙ୍କ...
ଏସ୍ ଡି ଜି ଲକ୍ଷ -୪ ଗୁଣାତ୍ମକ ଶିକ୍ଷା ଏବଂ ପ୍ରି -ମେଟ୍ରିକ୍ ସ୍କଲାରସିପ୍ ବିଷୟରେ ଜିଲ୍ଲା ପ୍ରଶାସନ ଏବଂ ପିରାମଲ୍ ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ଏନ୍ ଜି ଓ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ
କଳାହାଣ୍ଡି, ୧୪/୦୩ (ଜଗନ୍ନାଥ ନାଏକ) : ଏସ୍ ଡି ଜି ଲକ୍ଷ -୪ ଗୁଣାତ୍ମକ ଶିକ୍ଷା ଏବଂ ପ୍ରି -ମେଟ୍ରିକ୍...
ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନବ ନିର୍ବାଚିତ ସଦସ୍ୟଙ୍କ ସପଥ ଗ୍ରହଣ କାର୍ଯ୍ୟକ୍ରମ।
କଳାହାଣ୍ଡି, ୧୦/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ...
ନନ୍ଦଘର ଠାରେ ମହିଳା ଦିବସ ପାଳନ
କଳାହାଣ୍ଡି, ୧୦/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ନର୍ଲା ପଞ୍ଚାୟତ ର ଜୁର୍କାଭଟା ନନ୍ଦଘର ଠାରେ...
ବାଗପୁର ହାଇସ୍କୁଲ୍ ରେ ‘ମୋ ସ୍କୁଲ ଅଭିଯାନ ” କାର୍ଯ୍ୟ କ୍ରମ
କଳାହାଣ୍ଡି, ୧୦/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବାଗପୁର ସ୍ଥିତ ଗ୍ରାମ ପଞ୍ଚାୟତ ହାଇସ୍କୁଲ...
ହାରପିକ୍ ବିଦ୍ୟାଳୟ ପରିମଳ କାର୍ଯ୍ୟକ୍ରମ କଳାହାଣ୍ଡି ପକ୍ଷ ରୁ ଅର୍ନ୍ତଜାତୀୟ ମହିଳା ଦିବସ -୨୦୨୪ ସରକାରୀ ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ଠାରେ ପାଳିତ
କଳାହାଣ୍ଡି, ୧୦/୦୩ (ଜଗନ୍ନାଥ ନାଏକ) : ହାରପିକ୍ ବିଦ୍ୟାଳୟ ପରିମଳ କାର୍ଯ୍ୟକ୍ରମ କଳାହାଣ୍ଡି ପକ୍ଷ ରୁ ଅର୍ନ୍ତଜାତୀୟ ମହିଳା ଦିବସ...
ମୋଦିଙ୍କ ମିଥ୍ୟା ପ୍ରତିଶ୍ରୁତି ରେ ଭୁଲି ଯାଅ ନାହି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲା କଂଗ୍ରେସ କମିଟି ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ
ଭବାନୀପାଟଣା, ୧୦/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲା କଂଗ୍ରେସ କମିଟି ତରଫରୁ ଅନୁଷ୍ଠିତ...
ଟ୍ରାନ୍ସଫର୍ମର ପୋଡି ୨ ବର୍ଷଅନ୍ଧାରରେ ଦୁର୍ଗମ କାଞ୍ଜିଗୁଡା ଗାଁ
କଳାହାଣ୍ଡି, ୧୦/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଞ୍ଜିଗୁଡା...
ବାବାସାହେବଙ୍କ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କଳାହାଣ୍ଡି, ୧୦/୦୩ (ଜଗନ୍ନାଥ ନାଏକ) : ସମ୍ବିଧାନ ପ୍ରଣେତା ବାବାସାହେବ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଆସନ୍ତା ଏପ୍ରିଲ ୧୪ ତାରିଖ...
ମୃତ୍ୟୁ ମୁଖରୁ ସ୍ୱାମୀ ଙ୍କୁ ଛଡାଇ ଆଣିଲା ସ୍ତ୍ରୀ ପ୍ରମିଳା କିଡନୀ ଦାନ କରି ଚର୍ଚ୍ଚା ରେ ପ୍ରମିଳା
କଳାହାଣ୍ଡି, ୦୯/୦୩ (ଜଗନ୍ନାଥ ନାଏକ) : ସ୍ୱାମୀ ସ୍ତ୍ରୀ ସଂଜ୍ଞା କେବଳ ସୃଷ୍ଟି ନିର୍ମାଣ ର ସୂତ୍ର ଧାର ନୁହେ...
ମାଁ ଗଙ୍ଗାଦିବୁଡି ନାଇଟ୍ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଭବାନୀପାଟଣା, ୦୯/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସହର ମନ୍ଦାର ବଗିଚା ପଡା ଦର୍ପଣ ସାଗର ନିକଟରେ...
