Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ଜଗନ୍ନାଥ ନାଏକ

ସ୍ଥାନୀୟ ପ୍ରତିନିଧି ଭବାନୀପାଟଣା

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଦଳରୁ ବିଧାୟକ ଆଶାୟୀ ପ୍ରାର୍ଥୀ

କଳାହାଣ୍ଡି, ୦୧/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାରେ ୫ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ସେଗୁଡିକ ହେଲା...

ଭବାନୀପାଟଣା ଗାନ୍ଧୀ ଛକ ର ବନ୍ଦ ଥିବା ଏସବିଆଇ ଏଟିଏମ କାଉଣ୍ଟର ଖୋଲାହେବ କେବେ…?

ଭବାନୀପାଟଣା, ୦୧/୦୩ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଗାନ୍ଧୀ ଛକ ଠାରେ ଥିବା ଏସବିଆଇ ଏଟିଏମ କାଉଣ୍ଟର ଦୀର୍ଘ...

ବିଜୁ କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତିକ ଚକ ଚୌକି ଦିବସ-୨୦୨୪ ପାଳିତ

ଭବାନୀପାଟଣା, ୦୧/୦୩ (ଜଗନ୍ନାଥ ନାଏକ) : ଆନ୍ତର୍ଜାତିକ ଚକ ଚୌକି ଦିବସ ମହା ସମାରୋହ ରେ ବିଜୁ କଲ୍ୟାଣ ମଣ୍ଡପ...

ରୁପ୍ରା ଷ୍ଟେଟ ବ୍ୟାଙ୍କ ଶାଖା ରେ ରିକୋଭରି ଏଜେଣ୍ଟ ଙ୍କ ଦ୍ଵାରା ଲକ୍ଷ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ତଦନ୍ତ ଦାବି

କଳାହାଣ୍ଡି, ୨୯/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୂପ୍ରା ଷ୍ଟେଟ ବ୍ୟାଙ୍କ ଶାଖାରେ ରୁପ୍ରା ଗ୍ରାମର...

କେବେ ଦୂର ହେବ ହସ୍ତଶିଳ୍ପୀ ଙ୍କ ଦୁଃଖ, ବିନା ତାଲିମରେ କଥା କହୁଛି ଭଳିକି ଭଳି ମୂର୍ତ୍ତି

କଳାହାଣ୍ଡି, ୨୯/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବନ୍ଧପାରି ପଞ୍ଚାୟତ ଅଧୀନରେ ରହିଛି କାନକେରି...

ସମାଜବାଦି ପାର୍ଟି ଓଡ଼ଶା ପ୍ରଭାରୀ କଳାହାଣ୍ଡି ଗସ୍ତ , ସାଧାରଣ ନିର୍ବାଚନ ପାଇଁ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି, ୨୯/୦୨ (ଜଗନ୍ନାଥ ନାଏକ) : ଆଗକୁ ଆସୁଥିବା ୨୦୨୪ ସାଧାରଣ ନିର୍ବାଚନ। ଏହାକୁ ନେଇ ସମସ୍ତ ଦଳ ପ୍ରସ୍ତୁତିରେ...

ଲାଞ୍ଜିଗଡ଼ ବ୍ଲକ ଠାରୁ ବରଗଡ ଜିଲ୍ଲା ଭେଡେନ ବ୍ଲକକୁ ବଦଳି ହୋଇଥିବା ଜିପିଓ ସୋରଜ କୁମାର ପ୍ରଧାନଙ୍କୁ ଆଜି ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି, ୨୮/୦୨ (ଜଗନ୍ନାଥ ନାଏକ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଠାରୁ ବରଗଡ ଜିଲ୍ଲା ଭେଡେନ ବ୍ଲକକୁ...

ଜୀବନ କୌଶଳ ଓ ଆତ୍ମବିଶ୍ୱାସ ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ

ଭବାନୀପାଟଣା, ୨୮/୦୨ (ଜଗନ୍ନାଥ ନାଏକ) : ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦର ଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନ ର ପ୍ରକଳ୍ପ...

ଏକତାପରିଷଦ ପକ୍ଷରୁ ରାଜଗୋପାଳ ନଗରରେ ସରାବ ବନ୍ଦୀ ସମ୍ମିଳନୀ

କଳାହାଣ୍ଡି, ୨୮/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ର ସେଣ୍ଟ୍ରାଲ ସ୍କୁଲପାଖ ରାଜଗୋପାଳ ନଗର ଠାରେ...

ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଚାଲିଥିବା ଭବାନୀପାଟଣା ପୌରାଞ୍ଚଳ ସ୍ତରୀୟ 2024 କ୍ରିକେଟ ପ୍ରିମିୟମ୍ ଲିଗ୍ ଟୁର୍ନାମେଣ୍ଟ ଉଦଯାପିତ

କଳାହାଣ୍ଡି, ୨୮/୦୨ (ଜଗନ୍ନାଥ ନାଏକ) : ଭବାନୀପାଟଣା ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଚାଲିଥିବା ଭବାନୀପାଟଣା ପୌରାଞ୍ଚଳ...

ଭବାନୀପାଟଣା ବ୍ଲକରେ ନୂତନ ବି.ଡି.ଓ. ଙ୍କ ଯୋଗଦାନ

ଭବାନୀପାଟଣା, ୨୮/୦୨ (ଜଗନ୍ନାଥ ନାଏକ) : ଭବାନୀପାଟଣା ବ୍ଲକରେ ନୂତନ ବି ଡି ଓ ଭାବରେ ବିନୟ ଚନ୍ଦନ କୁମାର...

କଳାହାଣ୍ଡି ରେ ରାଜ୍ୟପାଳ ରଘୁବର ଦାସ ଙ୍କୁ ବି,ଏମ ଏସ୍ ତରଫରୁ ଆଶା ଅଙ୍ଗନୱାଡ଼ି ପାଚିକା ମାନଙ୍କ ଚାକିରି ନିୟମିତ ପାଇଁ ଦାବିପତ୍ର ପ୍ରଦାନ

କଳାହାଣ୍ଡି, ୨୮/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଓ କେସିଙ୍ଗା ଗ୍ରସ୍ତରେ ଆସିଥିବା ମହାମହିମ...