ଜଗନ୍ନାଥ ନାଏକ
ସ୍ଥାନୀୟ ପ୍ରତିନିଧି ଭବାନୀପାଟଣା
ଶିକ୍ଷକ ଙ୍କ ଅନୁପସ୍ଥିତ ଯୋଗୁଁ ପାଠ ପଢା ବନ୍ଦ
କଳାହାଣ୍ଡି, ୧୨/୧୨ (ଜଗନ୍ନାଥ ନାଏକ) : ସରକାର ଛାତ୍ର ଛାତ୍ରୀ ମାନଙ୍କ ଭାଗ୍ୟ ଓ ଭବିଷ୍ୟତ ଗଢ଼ିବା ପାଇଁ ଶିକ୍ଷା...
ପ୍ରଶାନ୍ତ ପାଲ ଙ୍କୁ ବିବେକ ସେନା ତରଫରୁ ଶ୍ରଦ୍ଧାଞ୍ଜଳି ସଭା
ଭବାନୀପାଟଣା, ୧୨/୧୨ (ଜଗନ୍ନାଥ ନାଏକ) : ତାରିଣୀ ମନ୍ଦିର ସ୍ଥିତ ବିବେକ କନଫରେନ୍ସ ହଲ ଠାରେ ଜିଲ୍ଲା ର ଅଗ୍ରଣୀ...
ତିଜମାଳି ସୁରକ୍ଷା ସମିତି ପକ୍ଷରୁ ସହିଦ ରେଣ୍ଡୋ ମାଝୀ ଦିବସ ପାଳିତ
କଳାହାଣ୍ଡି, ୧୧/୧୨ (ଜଗନ୍ନାଥ ନାଏକ) : ତିଜମାଳି ସୁରକ୍ଷା ସମିତି ତରଫରୁ ଥୁଆମୂଳ ରାମପୁର ବ୍ଳକ ନାକରୁଣ୍ଡି ଗ୍ରାମପଞ୍ଚାୟତ ଅଧିନସ୍ଥ...
ସାଧାରଣ ନିର୍ବାଚନ-୨୦୨୪ ସକାଶେ ସେକ୍ଟର ଅଧିକାରୀ ଏବଂ ପୋଲିସ ସେକ୍ଟର ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର
କଳାହାଣ୍ଡି, ୧୧/୧୨ (ଜଗନ୍ନାଥ ନାଏକ) : ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ଉପଲକ୍ଷେ ଜିଲ୍ଲାରେ କିଭଳି ଏକ ସୁସ୍ଥ ଓ ଉପଯୁକ୍ତ...
ଫୁଲେ ସାହୁ ଆମ୍ବେଦକର ପାଠଶାଳା ଉଦଘାଟିତ , ଅତିଥି ଙ୍କ ଶିକ୍ଷା ଉପରେ ଗୁରୁତ୍ବ ଜୀବନର ସବୁ ସମସ୍ୟାର ସମାଧାନର ଅସ୍ତ୍ର ଶିକ୍ଷା
କଳାହାଣ୍ଡି, ୧୦/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଅନ୍ତର୍ଗତ ଚାରବାହାଲ ଠାରେ ଭୀମ ଆର୍ମୀ ଭାରତ...
କଳାହାଣ୍ଡି ଏମ୍.ରାମପୁରରେ ହାତୀ ଉପଦ୍ରବ, ରେଞ୍ଜରଙ୍କୁ ଦଳିଦେଲା ଦନ୍ତା
କଳାହାଣ୍ଡି, ୧୦/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜରଙ୍କୁ ଦଳିଦେଲା ହାତୀ । ଆମପଡାଠାରେ ହାତୀ ରେଞ୍ଜରଙ୍କୁ...
ହାତୀ ଆକ୍ରମଣରେ ନର୍ଲା ରେଞ୍ଜର ଗୁରୁତର ଆହତ ମେଡିକାଲ ରେ ଭର୍ତ୍ତି
କଳାହାଣ୍ଡି, ୧୦/୧୨ (ଜଗନ୍ନାଥ ନାଏକ) : ଆଜି ରବିବାର ଦିନ ସକାଳ 6 ଘଣ୍ଟା ସମୟରେ ନର୍ଲା ରେଞ୍ଜ ଅନ୍ତର୍ଗତ...
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡା
କଳାହାଣ୍ଡି, ୦୯/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ଼ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା...
ନର୍ଲା ପ୍ରେସ ଆସୋସିଏସନ ପକ୍ଷରୁ ଏକ ସାଧାରଣ ବୈଠକ
କଳାହାଣ୍ଡି, ୦୮/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଆଜି ଶୁକ୍ରବାର ଦିନ ନର୍ଲା ସ୍ଥିତ...
ସନ୍ଦେହ ଜନକ ଭାବେ କ୍ୱାଟର ଭିତରୁ ମିଳିଲା ଜଳ ସମ୍ପଦ ବିଭାଗର SDOଙ୍କ ମୃତଦେହ
କଳାହାଣ୍ଡି, ୦୮/୧୨ (ଜଗନ୍ନାଥ ନାଏକ) : ସନ୍ଦେହ ଜନକ ଭାବେ କ୍ୱାଟର ଭିତରୁ ମିଳିଲା ଜଳ ସମ୍ପଦ ବିଭାଗର SDOଙ୍କ...
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବାର୍ଷିକ ଉତ୍ସବ
କଳାହାଣ୍ଡି, ୦୮/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ରଣମାଳ ଖଳିଅଭଟା ସରସ୍ଵତୀ ଶିଶୁ ମନ୍ଦିର...
ଭବାନୀପାଟଣା ଠାରେ ନୂଆ(ନୂତନ ଉନ୍ନତ ଅଭିଳାଷ) ଓଡ଼ିଶା ଯୋଜନା ର ଶୁଭାରମ୍ଭ
କଳାହାଣ୍ଡି, ୦୮/୧୨ (ଜଗନ୍ନାଥ ନାଏକ) : ଆଜି ଭବାନୀପାଟଣା ମୁଖ୍ୟାଳୟ ର ଅଶ୍ଵାନ ସଭାଗୃହ ରେ ନୂଆ (ନୂତନ ଉନ୍ନତ...
