Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ବିଭୁତି ଭୂଷଣ ଜେନା

ସ୍ଥାନୀୟ ପ୍ରତିନିଧି କେନ୍ଦୁଝର

ଜବର ଦଖଲ ମାପ ଜୂପ କରିବାକୁ ନେଇ ବିରୋଧ ଢେଙ୍କା ବ୍ରାହ୍ମଣ ଶାସନ ଦୁଇ ପରିବାର ଙ୍କ ମଧ୍ୟ ରେ ମୁହାଁ ମୁହିଁ।ଅଧାରୁ ଫେରିଲେ ରାଜସ୍ବ ନୀରିକ୍ଷକ।

ହାଟଡିହି ଢେଙ୍କା ପଞ୍ଚାୟତ ଢେଙ୍କା ଗ୍ରାମ ରେ ପାଣି ନାଳ ଖୋଳି ବାକୁ ଦୁଇ ପରିବାର ଲୋକେ ମୁହାଁ ମୁହିଁ।...

ନୂଆବର୍ଷ ରେ ବଣଭୋଜି ପାଇଁ କମ୍ପିଲା ଗଡଚଣ୍ଡି ଓ ହଦଗଡ଼।

ହାଟଡିହି ବ୍ଲକ ଆରାଧ୍ୟା ଦେବୀ ମା ଗଡଚଣ୍ଡି ଓ ହଦଗଡ଼ ପର୍ଯ୍ୟଟନ ସ୍ଥଳୀ ରେ ନୂଆ ବର୍ଷ ରେ ବଣଭୋଜି...

ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣିର ତାଲିକା ପ୍ରସ୍ତୁତ।

କେନ୍ଦୁଝର : ଜାନୁଆରୀ ମାସ ପାଇଁ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୂଚୀ ପ୍ରକାଶିତ କେନ୍ଦୁଝର,...

ହାଟଡିହି ବ୍ଲକ ର ପ୍ରତି ବଜାର ରେ କ୍ୟାମେରା ଲଗାଇବାକୁ ଜିଲ୍ଲାପାଳ ଙ୍କୁ ନିବେଦନ କଲେ ସାମ୍ବାଦିକ।

ହାଟଡିହି ଏହି ଅଞ୍ଚଳରେ ଦିନକୁ ଦିନ ମୋବାଇଲ୍ ଚୋରି , ସହ ଟଙ୍କା ବ୍ୟାଗ୍, ସାଇକେଲ ଭଳି ଜିନିଷ ପତ୍ର...

ଭେଟେ ରାନ୍ କ୍ରିକେଟ ଟୁର୍ଣ୍ଣା ମେଣ୍ଟ ଉଦଯାପିତ।

ହାଟଡିହୀ ବ୍ଲକ ସୋସୋ ମିନି ଷ୍ଟାଡିୟମରେ ରିଜୋନାଲ ଭେଟେନାର୍ କ୍ରିକେଟ ଆସୋସିଏସନ (ଆରଭିସିଏ) ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ହୋଇଯାଇଛି। ମୁଖ୍ୟଅତିଥି...

ଦୁଇ ଦିନ ବର୍ଷା ରେ ନନ୍ଦିପଦା ଥାନା ରାସ୍ତା କାଦୁଅ ରେ ଭର୍ତ୍ତି।

ହାଟଡିହି ଗତ ଦୁଇ ଦିନ ବର୍ଷା ରେ ଆନନ୍ଦପୁର ଉପଖଣ୍ଡ କେତେକ ରାସ୍ତା କାଦୁଅ ରେ ଭର୍ତ୍ତି ହୋଇଥିବା ବେଳେ...

ପ୍ରଧାନ ମନ୍ତ୍ରୀ ଫସଲ ବୀମା ର କ୍ଷତି ପୂରଣ ପାଇଁ ଚାଷୀ ଙ୍କ ଜମି ପରିଦର୍ଶନ।

ହାଟଡିହି ଏହି ବ୍ଲକ ରେ ଖରିଫ୍ ଋତୁରେ ହୋଇଥିବା ଧାନ ଚାଷ ର ଅମଳ ସମୟ ରେ ଆଦିନିଆ ବର୍ଷା...

ସୁଲଣ ରେ ଖୋଲିଲା ଧାନ ମଣ୍ଡି।

ହାଟଡିହି ଏହି ବର୍ଷ ନୂଆ କରି  ନୂଆ ଧାନ କିଣିବା ପାଇଁ ଅନୁଦାନ ପ୍ରାପ୍ତ କରିଛି ସୁଲଣ ସମବାୟ ସମିତି।...

ଦୁଇ ଜଣ ଚୋରା ମଦ ବେପାରୀ ଙ୍କୁ ଧରିଲା ହାଟଡିହି ଅବକାରୀ ପୋଲିସ।

ହାଟଡିହି ବ୍ଲକ ର ଅବକାରୀ ଥାନା ଅଧିକାରୀ ସ୍ମିତା ବେହେରା ଙ୍କ ନେତୃତ୍ଵ ରେ ଦୁଇ ଚୋରା ମଦ ବେପାରୀ ...

ଚାନ୍ଦା ଆଦାୟକୁ ନେଇ ଗୋଷ୍ଠୀ ସଂଘର୍ଷ,ପିଟାପିଟି, ଉତ୍ତେଜନା,୫ରୁ ଉର୍ଦ୍ଧ ଆହତ

କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଶାଳନିଆଁ ଗ୍ରାମରେ ବାଲି ଗାଡ଼ିରୁ ଚାନ୍ଦା ଆଦାୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ...

ଧାନ ବିକ୍ରି କରିବା ପାଇଁ ବାଙ୍ଗୋର ସମବାୟ ସଚେତନତା।

ହାଟଡିହି ବ୍ଲକ ର ଏ ବର୍ଷ ଧାନ ମଣ୍ଡି ଗୁଡିକ ରେ ବ୍ୟାପକ ଅନିୟମିତତା କୁ ରୋକା ଯିବା ପାଇଁ...

୩୨ ବର୍ଷ ରେ ପାଦ ଥାପିଲା ମରେଗାଁ ସତ୍ୟ ସାଇ ସଂଗଠନ ।

ହାଟଡିହି ଶୁକ୍ରବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସର ରେ ମରେଇଗାଁ ସତ୍ୟ ସାଇ ସଂଗଠନ ୩୨ ବର୍ଷ ରେ ପାଦ...