ବିଭୁତି ଭୂଷଣ ଜେନା
ସ୍ଥାନୀୟ ପ୍ରତିନିଧି କେନ୍ଦୁଝର
ଶାସଙ୍ଗ ଗାଁ ର ଝିଅ ଖେଳିବେ ଜାତୀୟ କ୍ରିକେଟ।
ହାଟଡିହି ରାଜ୍ୟ ବିଦ୍ୟାଳୟ ୧୭ବର୍ଷ ରୁ କମ ବାଳିକା କ୍ରିକେଟ ରେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ପଞ୍ଚାୟତ...
ବାଳିକା ଦିବସ ପାଳିତ।
ହାଟଡିହି ହାଟଡିହି ଉଚ୍ଚ ବିଦ୍ୟାଳୟ ରେ କୁନି କୁନି ବାଳକ ବାଳିକା ମାନଙ୍କୁ ନେଇ ଏକ ସମନ୍ଵୟ ପ୍ରତିଯୋଗିତା ମୂଳକ...
ଦୁଇ ଦିନ ନପୁରୁ ଣୁ ରୁ ଉଠିଲା ପିଚ।
ହାଟଡିହି ବ୍ଲକ କେତେକ ରାସ୍ତାରେ ଏବେ ପିଚ୍ ମନଇଚ୍ଛା ହେଉଥିବା ଦେଖିବାକୁ ମିଳୁଛି । ଯାହାକି ସୂଚନା ଅନୁଯାୟୀ ଆମ୍ୱୋ...
ବିଶ୍ଵ ତାରିଣୀ ମହିଳା ଉଚ ମାଧ୍ୟମିକ ବିଦ୍ୟାଳୟ ର ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପନ।
ହାଟଡିହି ବୁଧବାର ଦିନ ବିଶ୍ଵ ତାରିଣୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଆତ୍ମ ରକ୍ଷା ଶିବିର ଉଦଯାପନ କାର୍ଯ୍ୟକ୍ରମ...
ହାଟଡିହି ବ୍ଲକ୍ ରେ ଦକ୍ଷତା ବିକାଶ ପକ୍ଷରୁ ନିଯୁକ୍ତି ମେଳା ଅନୁଷ୍ଠିତ।
ହାଟଡିହି ବ୍ଲକ ସଭା ଗୃହ ରେ ମୁଖ୍ୟ ମନ୍ତ୍ରୀ ଙ୍କ ଜିଲ୍ଲା ଦକ୍ଷତା ବିକାଶ ପକ୍ଷରୁ ଅଭିଷେକ ଚକ୍ର ଙ୍କ...
ନବୋଦୟ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଶେଷ।
ହାଟଡିହି ରାଜ୍ୟ ନବୋଦୟ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ଶେଷ ହୋଇଛି । ଏହି କ୍ରମ ରେ ହାଟଡିହି ବ୍ଲକ ରେ...
ଜୟଦୂର୍ଗା ଟ୍ରଷ୍ଟ ପକ୍ଷରୁ ମାଗଣା ହୁଇଲ ଚେୟାର ବଣ୍ଟନ।
ହାଟଡିହି ବ୍ଲକର ବିଭିନ୍ନ ସ୍ୱେଚ୍ଛା ସେବୀ ସଂଗଠନ ମାନଙ୍କ ମଧ୍ୟରୁ ଜୟ ଦୁର୍ଗା ଟ୍ରଷ୍ଟ ସବୁ କିଛି କିଛି ଲୋକ...
ବିଜେଡି କନ୍ଦଳ ପଦାରେ ପଡିଲା,ଦଳ ପାଇଁ ମୁରବୀ ଖୋଜା
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ବିଧାୟକ ଭାବେ ଗଡ଼ ଦଖଲ କରିଛି l କିନ୍ତୁ ଦଳର...
ହାଟଡିହି ବ୍ଲକ ରେ ନୂତନ ବିଡ଼ିଓ ଙ୍କ ଯୋଗଦାନ। ବିଜେପି ପକ୍ଷରୁ ସ୍ବାଗତ।
ହାଟଡିହି ବ୍ଲକ ରେ ଯୋଗ ଦେଲେ ନୂତନ ବିଡ଼ିଓ ରଞ୍ଜନ କୁମାର ପରିଡ଼ା ସେ ପୂର୍ବରୁ ନୟାଗଡ଼ ଜିଲ୍ଲା ର...
ପାଞ୍ଚ ଦିନ ହେଲା ପୁଅ ନପାଇ କାନ୍ଦୁଛି ମା।
ହାଟଡିହି କପୁଣ୍ଡି ଗ୍ରାମର ପର୍ଶୁରାମ ଜେନାଙ୍କ ୨୧ ବର୍ଷୀୟ ପୁଅ ଲକ୍ଷ୍ମୀଧର ଜେନା କେନ୍ଦୁଝର ଭାରତ ଫାଇନାନ୍ସ ଶାଖାରେ ଦୀର୍ଘଦିନ...
ବାରଂଗ କ୍ରିକେଟ ରେ କେୱାସୀ କୁଣ୍ଡିସାହି ଚମ୍ପିୟାନ।
ହାଟଡିହି ବ୍ଲକ ସମଣା ପଞ୍ଚାୟତ ବରାଙ୍ଗ ପଡିଆରେ ବଜରଙ୍ଗବାଲି କ୍ରିକେଟ କ୍ଳବ ଆନୁକୂଲ୍ୟରେ ତିନିଦିନ ଧରି ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟ...
ସତ୍ୟ ସାଇ ସେବା ସଂଗଠନ ମଠ କପୁଣ୍ଡି ରେ ୧୮ତମ ବାର୍ଷିକ ଉତ୍ସବ ପାଳିତ।
ହାଟଡିହି ଶ୍ରୀ ସତ୍ୟସାଇ ସେବା ସମିତି ମରେଇଗାଁ ଅଧିନ ରେ ଗଢି ଉଠିଥିବା ଅନେକ ଭଜନ ମଣ୍ଡଳୀ ରେ ଭିନ୍ନ...
