ରବୀନ୍ଦ୍ର ପ୍ରସାଦ ଦାନୀ
ସ୍ଥାନୀୟ ପ୍ରତିନିଧି (ଜମନକିରା) ସମ୍ବଲପୁର
କୁଲୁଣ୍ଡିରେ ମେଗା ସ୍ବାସ୍ଥ୍ୟ ମେଳା, ୭୫୯ ଜଣଙ୍କ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା
ଜମନକିରା : ଜମନକିରା ବ୍ଲକ କୁଲୁଣ୍ଡି ପଞ୍ଚାୟତରେ ଆଜି ବିକାଶ ଫାଉଣ୍ଡେସନ ପକ୍ଷରୁ ମେଗା ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଥିଲା।...
ଷଣ୍ଢପଥର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆମେ ଜାଣିବା ଆମେ ଜିଣିବା ବୈଠକ ସହ ସାଂସ୍କୃତିକ କାର୍ଯ୍ୟକ୍ରମ
ଜମନକିରା : ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଷଣ୍ଢପଥର ସ୍ଥିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟରେ ଆଜି ଅଭିଭାବକ ଆମ...
ରାଜ୍ୟ ସ୍ତରୀୟ ଅଧିକାରୀଙ୍କ ଜମନକିରା ବ୍ଲକ ଅଞ୍ଚଳ ପରିଦର୍ଶନ
ଜମନକିରା : ଓଡ଼ିଶା ଜୀବିକା ମିଶନ ରାଜ୍ୟ କାର୍ଯ୍ୟାଳୟରୁ ଆଜି ଦୁଇଜଣ ଅଧିକାରୀ ଜୟନ୍ତୀ ସୁତାର ଏବଂ ଯୁବ ନିରୀକ୍ଷିକା...
ଓଡ଼ିଶା ଜୀବିକା ମିଶନ ସଭାଗୃହରେ ସୂତନ୍ତ୍ର ଦକ୍ଷତା ଶିବିର ଅନୁଷ୍ଠିତ
ଜମନକିରା : ଜମନକିରା ବ୍ଲକ ସ୍ଥିତ ଓଡ଼ିଶା ଜୀବିକା ମିଶନ ସଭାଗୃହ ଠାରେ ସୂତନ୍ତ୍ର ଦକ୍ଷତା ଶିବିର ଆଜି ଅନୁଷ୍ଠିତ...
ବଞ୍ଜାରୀ ଆଶ୍ରମ ସ୍କୁଲରେ ଆମେ ଜାଣିବା ଆମେ ଜିଣିବା ବୈଠକ
ଜମନକିରା : ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ସରକାରୀ ସେବାଶ୍ରମ ବିଦ୍ୟାଳୟରେ ଆଜି ଅଭିଭାବକ ଆମ ଅଂଶୀଦାର ବୈଠକ ଅନୁଷ୍ଠିତ...
ଜମନକିରା ରାଧାକୃଷ୍ଣପଡ଼ା ସ୍ଵୟଂ ସହାୟକ ଗୋଷ୍ଟି ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ
ଜମନକିରା : ଜମନକିରା ସଦର ମହକୁମା ସ୍ଥିତ ରାଧାକୃଷ୍ଣପଡ଼ା ର ଦୀପଶିଖା, ରାଧାରାଣୀ ଏବଂ ମା” ମନସା ସ୍ଵୟଂ ସହାୟକ...
କଟଙ୍ଗପାଣି ଆଶ୍ରମ ସ୍କୁଲରେ ଅଭିଭାବକ ଆମ ଅଂଶୀଦାର ବୈଠକ
ଜମନକିରା : ଜମନକିରା ବ୍ଲକ କଟଙ୍ଗପାଣି ପଞ୍ଚାୟତ ସରକାରୀ ସେବାଶ୍ରମ ବିଦ୍ୟାଳୟରେ ଆଜି ଅଭିଭାବକ ଆମ ଅଂଶୀଦାର ବୈଠକ ଅନୁଷ୍ଠିତ...
ବଡରମା ଆଶ୍ରମ ବିଦ୍ୟାଳୟରେ ଅଭିଭାବକ ଆମ ଅଂଶୀଦାର ବୈଠକ
ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ସରକାରୀ ସେବାଶ୍ରମ ବିଦ୍ୟାଳୟରେ ଆଜି ଅଭିଭାବକ ଆମ ଅଂଶୀଦାର ବୈଠକ ଅନୁଷ୍ଠିତ...
ସାନ ଜଟିଆପାଲିରେ ନୂଆଁ ଖାଇ ଭେଟ ଘାଟ ଉତ୍ସବ ପାଳିତ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ସାନ ଜଟିଆ ପାଲି ଗ୍ରାମରେ ଷ୍ଟେପ ଅପ କ୍ଲବର ସଭାପତି ଦୀପା...
ବୁଦ୍ଧ ସାମାଜିକ ପରିବର୍ତ୍ତନ ସଂଗଠନର ସାଧାରଣ ଅଧିବେଶନ; ସାମାଜିକ ପରିବର୍ତ୍ତନ ପାଇଁ ବକ୍ତାଙ୍କ ଆହ୍ବାନ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ କବରିବାହାଲ ଠାରେ ନବ ଗଠିତ ବୁଦ୍ଧ ସାମାଜିକ ପରିବର୍ତ୍ତନ...
ବରିଷ୍ଠ ନାଗରିକ ସଂଘର ଷଷ୍ଠ ପ୍ରତିଷ୍ଠା ଦିବସ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡସ୍ଥ ବରିଷ୍ଠ ନାଗରିକ ସଂଘର ଷଷ୍ଠ ପ୍ରତିଷ୍ଠା ଦିବସ ଆଜି ଗୁପ୍ତା ଯୁଇଲାରି...
ନିଆରା ଢଙ୍ଗରେ ଜନ୍ମ ଦିନ ପାଳିଲେ ସମାଜସେବୀ ତଥା ପ୍ରକୃତି ବନ୍ଧୁ ସୁବାସ ନାୟକ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡସ୍ଥ ସାତଖମା ଗାଁର ସୁପୁତ୍ର, ସମାଜସେବୀ, ପ୍ରକୃତି ବନ୍ଧୁ ତଥା ଅବସରପ୍ରାପ୍ତ ଅଧକ୍ଷ...
