ରବୀନ୍ଦ୍ର ପ୍ରସାଦ ଦାନୀ
ସ୍ଥାନୀୟ ପ୍ରତିନିଧି (ଜମନକିରା) ସମ୍ବଲପୁର
ହାର୍ଭେଷ୍ଟର ର ଲୁହା ସାମଗ୍ରୀ ଚୋରି ଅଭିଯୋଗରେ ୩ ଜଣ ଚୋର ଏବଂ ୨ କବାଡିଙ୍କୁ କୋର୍ଟ ଚାଲାଣ
ଜମନକିରା : ଜମନକିରା ଥାନା ବଡରମା ପଞ୍ଚାୟତ ଷଣ୍ଢପଥର ର ଏକ ହାର୍ଭେଷ୍ଟର ରୁ ଲୁହା ଚୋରି କରିବା ଅଭିଯୋଗରେ...
କୁଚିଣ୍ଡାରେ ଗାନ୍ଧୀଜୟନ୍ତୀ ସହ ପ୍ରତିଭା ବିକାଶ ସମାରୋହ; ପୁରସ୍କୃତ ହେଲେ ୫୯ ଛାତ୍ରଛାତ୍ରୀ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଦୁଇ...
ଜମନକିରାରେ ଶିକ୍ଷା ସଚେତନତା ରଥର ଶୁଭ ଉଦଘାଟନ
ଜମନକିରା : ଆଜି ଜମନକିରା ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା ସଚେତନତା ରଥର ଶୁଭ ଉଦଘାଟନ କରାଯାଇଛି। ଏହି...
ଭୋଜପୁରରେ ଗାନ୍ଧୀଜୟନ୍ତୀ ପାଳନ ସହ ପ୍ରତିଭା ବିକାଶ ସମାରୋହ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଭୋଜପୁରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ...
ଜମନକିରା ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା
ଜମନକିରା : ଜମନକିରା ଶିଶୁ ବାଟିକାରେ ଆଜି ସୋମବାର ଦିନ ଆମ ମାତୃ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ...
ଜମନକିରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମହାତ୍ମା ଗାନ୍ଧୀ ଏବଂ ଶାସ୍ତ୍ରୀଜୀ ଙ୍କ ଜୟନ୍ତୀ ଉତ୍ସବ ପାଳିତ
ଜମନକିରା : ଆଜି ସୋମବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମହାତ୍ମା ଗାନ୍ଧୀ ଏବଂ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଉତ୍ସବ...
ବାବା ମୁକ୍ତେଶ୍ଵର ମନ୍ଦିରରେ ସଦଭାବନା ବୈଠକ
ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ବାବା ମୁକ୍ତେଶ୍ଵର ମନ୍ଦିର ପରିସରରେ ଗତକାଲି ବ୍ଲକ ସ୍ତରୀୟ ସଦଭାବନା ବୈଠକ ଅନୁଷ୍ଠିତ...
ସ୍ୱପ୍ନସାଗର କଳା ପରିଷଦ ପକ୍ଷରୁ ନୂଆଁ ଖାଇ ଭେଟ ଘାଟ; ପଶ୍ଚିମ ଓଡ଼ିଶା ଓ ଅଞ୍ଚଳର ଏକତା ପାଇଁ ଆହ୍ବାନ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୀରାଶାସନ ସ୍ଵପ୍ନେଶ୍ୱର ବାବା ମନ୍ଦିର ନିକଟସ୍ଥ ନବ ନିର୍ମିତ ସ୍ୱପ୍ନସାଗର କଳା...
ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ
ଜମନକିରା : ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ...
ଅନ୍ତର୍ଯ୍ୟାତିକ ବରିଷ୍ଠ ନାଗରିକ ଦିବସରେ ବରିଷ୍ଠ କଲେ ମନ୍ଦିର ପରିସର ସଫେଇ
ଜମନକିରା : ସମ୍ବଲପୁର ଜିଲ୍ଲା ଉପଖଣ୍ଡ ସଦର ମହକୁମାରେ ଆଜି ସକାଳେ କୁଚିଣ୍ଡାସ୍ଥିତ ପ୍ରଭୁ ଜଗନ୍ନାଥ ମନ୍ଦିର ପରିସରରେ ଘଣ୍ଟାଏ...
ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବ୍ଲକ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
ଜମନକିରା : ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ...
ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ଉପଖଣ୍ଡରେ ଆଜି ଉଚ୍ଚ ଶିକ୍ଷା ବ୍ୟବସ୍ଥା ଭୁସୁଡ଼ି ପଡିଛି; ଆଞ୍ଚଳିକ ଛାତ୍ର ସାମୁଖ୍ୟ
ଜମନକିରା : ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ଉପଖଣ୍ଡରେ ଆଜି ଉଚ୍ଚ ଶିକ୍ଷା ବ୍ୟବସ୍ଥା ଭୁସୁଡ଼ି ପଡିଛି। ଆଉ କିଛି ବର୍ଷ...
