ସନତ କୁମାର ପ୍ରାଧନୀ
ସ୍ଥାନୀୟ ପ୍ରତିନିଧି (କୋକସରା) କଳାହାଣ୍ଡି
କେନ୍ଦ୍ରୀୟ ସଂଚାର ବ୍ୟୁରୋ ତରଫରୁ ଜାତୀୟ ପୋଷଣ ମାସ କର୍ମଶାଳା ଅନୁଷ୍ଠିତ।
କଳାହାଣ୍ଡି:୨୦/୦୯ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ତ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭବାନୀପାଟଣା ତରଫରୁ ‘ଜାତୀୟ ପୋଷଣ...
ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ।
କଳାହାଣ୍ଡି:୨୦/୦୯ କୋକସରା ବ୍ଲକ ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।...
ନିରାପଦ ଶ୍ରମ ସ୍ଥାନାନ୍ତରଣ ଓ ଶିଶୁ ଚାଲାଣ ପ୍ରତିକାର ସଚେତନତା କାର୍ଯ୍ୟକ୍ରମ ।
କଳାହାଣ୍ଡି:୨୦/୦୯ ରିପୋର୍ଟ—ସନତ କୁମାର ପ୍ରଧାନୀ ‘ଆତ୍ମନିଯୁକ୍ତି ଦୂର କରିବ ଦାଦନ ସମସ୍ୟା’ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାସହ ଆତ୍ମନିଯୁକ୍ତି ଦିଗରେ...
ଲଡୁଗାଁ ପିଏଚସି ରେ ମାନସିକ ରୋଗ ନିର୍ଣ୍ଣୟ ଓ ଚିକିତ୍ସା ଶିବିର ଅନୁଷ୍ଠିତ।
କଳାହାଣ୍ଡି:୧୯/୦୯ କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଆୟୋଜନ ରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ୱାସ୍ଥ୍ୟ...
ଅଭିଯୁକ୍ତ କୁ ଗିରଫ କରିବା ପାଇଁ ପିଡିତା ନାବାଳିକା ପରିବାର ଥାନା ର ଦ୍ୱାରସ୍ଥ।
କଳାହାଣ୍ଡି:୧୯/୦୯ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମ ର ଜଣେ ବିବାହିତ ଯୁବକ ରାଜୀବ ନାଏକ ସେହି...
କାଳୀକୃଷ୍ଣ ସଂଘର ନୂଆଁଖାଇ ଭେଟଘାଟ
କଳାହାଣ୍ଡି:୧୮/୦୯ ନୂଆଁଖାଇ ଭେଟଘାଟଏକତାର ସୁତ୍ରରେ ସମସ୍ତଙ୍କୁ ବାନ୍ଧିଥାଏ,ପ୍ରାର୍ଥନା ଓ ନମସ୍କାର ଆତ୍ମସମର୍ପଣ, ଆତ୍ମସନ୍ତୋଷ ଓ ଆତ୍ମିୟତା ପ୍ରଦାନ କରି ସଫଳତା...
କୋକସରା ବ୍ଲକ ରେ ସୁଭଦ୍ରା ଯୋଜନା ଲୋକାର୍ପଣ ସମାରୋହ ଅନୁଷ୍ଠିତ।
କଳାହାଣ୍ଡି:୧୮/୦୯ ସେପ୍ଟେମ୍ବର୧୭ ତାରିଖ ରେ ଭାରତ ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦି ଙ୍କ ଜନ୍ମ ଦିବସ ଅବସରରେ ଓଡିଶା ରାଜ୍ୟରେ...
ମଦ କୋଠି ଭାଙ୍ଗିଲେ, ଗାଁ ରେ ମଦ ବନ୍ଦ ପାଇଁ ଥାନା ରେ ଅଭିଯୋଗ କଲେ ମହିଳା ସଙ୍ଘ ଓ ଗ୍ରାମବାସୀ
କଳାହାଣ୍ଡି:୧୮/୦୯ ରିପୋର୍ଟ-ସନତ କୁମାର ପ୍ରଧାନୀ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମ ର ରମେଶ...
ବିଶ୍ୱକର୍ମା ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ,ଯୋଗଦେଲେ ବିଧାୟକ।
କଳାହାଣ୍ଡି:୧୮/୦୯ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡକେନ୍ଦୁଗୁଡା ମାଁ ଲଙ୍କେଶ୍ୱରୀ ଯୁବକ ସଂଘ ପୂଜା ମଣ୍ଡପ ରେ ପ୍ରଭୁ ବିଶ୍ୱକର୍ମାଙ୍କ...
ଦୁର୍ଘଟଣା ରେ ଗୁରୁତର ଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି।
କଳାହାଣ୍ଡି:୧୮/୦୯ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ କୁସୁମଖୁଣ୍ଟି ଶିଵ ମନ୍ଦିର ନିକଟରେ ବୁଧବାର ସକାଳେ ବାଇକ...
ମାଝୀଗୁଡା ରେ ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ।
କଳାହାଣ୍ଡି:୧୬/୦୯(ସନତକୁମାରପ୍ରଧାନୀ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ...
କୋକସରା ବିଦ୍ୟୁତ ବିଭାଗ ପକ୍ଷରୁ ବିଶ୍ୱକର୍ମା ଙ୍କ ପୂଜନୋତ୍ସଵ ।
କଳାହାଣ୍ଡି:୧୬/୦୯ ପ୍ରଭୁ ବିଶ୍ୱକର୍ମା ଙ୍କ ପୂଜନୋତ୍ସଵ କୁ ସହର ଠାରୁ ପୁରପଲ୍ଲୀରେ ହର୍ଷ ଉଲ୍ଲାସ ର ସହ ପାଳନ କରାଯାଇଛି।କୋକସରା...
