ସନତ କୁମାର ପ୍ରାଧନୀ
ସ୍ଥାନୀୟ ପ୍ରତିନିଧି (କୋକସରା) କଳାହାଣ୍ଡି
ଗୁଡହାଣ୍ଡି ଡୋକରୀଚଞ୍ଚରା ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
କଳାହାଣ୍ଡି:୧୫/୯(ସନତ କୁମାର ପ୍ରଧାନୀ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଅନ୍ତର୍ଗତ ଗୁଡହାଣ୍ଡି ଡୋକରୀଚଞ୍ଚରା ଠାରେ ନୂଆଁଖାଇ ଭେଟଘାଟ-୨୦୨୪...
ଭତରା ସମାଜ ପକ୍ଷରୁ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ, ସମାଜ କୁ ଶୃଙ୍ଖଳିତ ରଖିବାକୁ ଆହ୍ୱାନ।
କଳାହାଣ୍ଡି:୧୫/୦୯(ସନତ କୁମାର ପ୍ରଧାନୀ) ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସରିଥିଲେ ମଧ୍ୟ ସମାଜ କୁ ସଙ୍ଗଠିତ ଓ ଭାଇଚାରା...
କୋକସରା ଆଦର୍ଶ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ସ୍ପାର୍କ ୨୪ ଅନୁଷ୍ଠିତ।
କଳାହାଣ୍ଡି:୧୫/୦୯(ସନତ ପ୍ରଧାନୀ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଙ୍ଗୋମୁଣ୍ଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠା ଦିବସ ସ୍ପାର୍କ...
ଯୁବ ରେଡକ୍ରସ୍ ତରଫରୁ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ।
କଳାହାଣ୍ଡି:୧୪/୦୯(ସନତ କୁମାର ପ୍ରଧାନୀ) ଧର୍ମଗଡ ବ୍ଲକ ଅର୍ନ୍ତଗତ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ରେଡକ୍ରସ୍...
ଗାଁ କୁ ଫେରିଲା ମୃତ ଦାଦନ ଶ୍ରମିକଙ୍କ ଶବ,କାନ୍ଦ ବୋବାଳି ରେ ଫାଟୁଛି ଗାଁ ଦାଣ୍ଡ।
କଳାହାଣ୍ଡି:୧୪/୦୯(ସନତପ୍ରଧାନୀ) କଳାହାଣ୍ଡି ଜିଲ୍ଲାରେ ଥମୁନାହିଁ ଦାଦନ ମୃତ୍ୟୁ, ଜିଲ୍ଲା ର କୌଣସି ନା କୌଣସି ବ୍ଲକ ଅଞ୍ଚଳ କୁ କିଛି...
ଆମେରିକାରେ ଓଡ଼ିଆଙ୍କ ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ।।
କଳାହାଣ୍ଡି:୧୪/୦୯(ସନତ ପ୍ରଧାନୀ) ବିଦେଶ ରେ ମହକିଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ର ମହକ।ଆମେରିକାର ସିଏଟଲ ସହରରେ ନୂଆଁଖାଇ ଭେଟଘାଟ...
ଦୁର୍ଗା ପ୍ରତିମା ନିର୍ମାଣ ପାଇଁ ମାଟି ଅନୁକୂଳ।
କଳାହାଣ୍ଡି:୧୨/୦୯(ସନତ ପ୍ରଧାନୀ) ଆସୁଛି ପାର୍ବଣ ଋତୁ,ଧରାବତରଣ କରିବେ ମା ଜଗତ ଜନନୀ ଦୁର୍ଗା। ଦୁର୍ଗା ପୂଜା ପ୍ରସ୍ତୁତି ଆରମ୍ଭ ହୋଇଥିବା...
ରେଗିଡିମାଲ ଠାରେ ଏକ ମାଇ ହାତୀର ମୃତ୍ୟୁ ।
କଳାହାଣ୍ଡି:୧୩/୦୯ ଗତ ଗୁରୁବାର ରାତ୍ର ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ରେଗିଡିମାଲ ସ୍ଥିତ ଆମ୍ବ ବଗିଚା ଠାରେ...
ଛଟେଇ ରାଜ୍ୟ ସ୍ତରୀୟ ସାଧନ କର୍ମୀ ସଂଘ ପକ୍ଷରୁ ପୁନଃ ନିଯୁକ୍ତି ପାଇଁ ଗଣ ଶିକ୍ଷା ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ
କଳାହାଣ୍ଡି:୧୨/୦୯(ସନତ ପ୍ରଧାନୀ) ରାଜ୍ୟ ସରକାରଙ୍କ ଚିଠି ନମ୍ବର- ୯୫୪୫/ ଇଜିଏସ / ୨୭/୧୨/୨୦୦୬ ଅନୁଯାୟୀ ଅଧାରୁ ପାଠ ଛାଡ଼ି ଥିବା...
କୋକସରା ବ୍ଲକ ରୁ ଗଡ଼ିଲା ସୁଭଦ୍ରା ଯୋଜନା ସଚେତନତା ରଥ।
କୋକସରା:୧୨/୦୯ ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନା ରେ ଯୋଗ୍ୟ ବିବେଚିତ ପ୍ରତି ମହିଳା ଙ୍କୁ ବାର୍ଷିକ ୨ କିସ୍ତି...
ମାନଝରି ଗାଁ ରୁ ବିରଳ ବଜ୍ରକାପ୍ତା ଉଦ୍ଧାର,ଜଙ୍ଗଲ ବିଭାଗ କୁ ହସ୍ତାନ୍ତର।
କଳାହାଣ୍ଡି:୧୨/୦୯ ଗାଁ ମୁହାଁ ହେଉଛନ୍ତି ବନ୍ୟ ଜନ୍ତୁ, ମାଙ୍କଡ଼, ହାତୀ ପରେ ବର୍ତ୍ତମାନ ବଜ୍ରକାପ୍ତା। କଳାହାଣ୍ଡି ଜିଲ୍ଲା କେଗାଁ ରେଞ୍ଜ...
ଭାଲୁ ଆକ୍ରମଣ ରେ ବୃଦ୍ଧ ଗୁରୁତର।
କଳାହାଣ୍ଡି:୧୨/୦୯ କଳାହାଣ୍ଡି ଜିଲ୍ଲା କୋକସରା ଫରେଷ୍ଟ ସେକ୍ସନ ଅଧିନ ରେ ଥିବା କନ୍ଦାବୁଟ୍ରା ଗ୍ରାମ ର ଜଣେ ବୃଦ୍ଧ ପୂର୍ଣ୍ଣଚନ୍ଦ୍ର...
