ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ
ଭାରତ ନ୍ୟାର୍ଯ୍ୟ ପାଣି ଦେବାକୁ ମନା କଲେ ଯୁଦ୍ଧ ହେବ: ପୂର୍ବତନ ପାକ୍ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି। ବିଲାୱାଲ ସୋମବାର କହିଥିଲେ...
‘ସର୍ଦ୍ଦାରଜୀ ୩’କୁ ବ୍ୟାନ ପାଇଁ ଦାବି; ୟୁଟ୍ୟୁବରୁ ହଟିଲା
ନୂଆଦିଲ୍ଲୀ: ଦିଲଜିତ ଦୋସାଞ୍ଜଙ୍କ ଆଗାମୀ ଫିଲ୍ମ ‘ସର୍ଦ୍ଦାରଜୀ 3’ ଚର୍ଚ୍ଚାରେ ଥିବା ବେଳେ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି।...
ଆସ୍କାରେ ୫୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶା ଯୁବ ବର୍ଗ ପାଇଁ ଅସୀମ ସମ୍ଭାବନାର ରାଜ୍ୟ ହେବ। ସବୁ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଇଛି।...
ମଧ୍ୟପ୍ରାଚ୍ୟକୁ ସମସ୍ତ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ: ଇରାନ କତାରରେ ଥିବା ଆମେରିକୀୟ ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ସୋମବାର ଏୟାର ଇଣ୍ଡିଆ...
ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ଅସ୍ତ୍ରବିରତି ଘୋଷଣା, ଇରାନ କହିଲା…
ତେହେରାନ: ଇରାନ ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୁନ ୨୪ରେ ଅସ୍ତ୍ରବିରତି ଘୋଷଣା କରିଛନ୍ତି। ଇସ୍ରାଏଲ...
ଟିମ୍ ଇଣ୍ଡିଆର କୋଚ୍ ହେବାକୁ ଇଚ୍ଛା ଜାହିର କଲେ ସୌରଭ ଗାଙ୍ଗୁଲି
ନୂଆଦିଲ୍ଲୀ: ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ସୌରଭ ଗାଙ୍ଗୁଲି ରାଜନୀତିରେ ଯୋଗଦେବାକୁ ସ୍ପଷ୍ଟ ଭାବରେ ମନା କରିଦେଇଛନ୍ତି। କିନ୍ତୁ ସେ...
ମୁମ୍ବାଇର ଫିଲ୍ମ ସିଟିରେ ଭୟାବହ ଅଗ୍ନିକାଣ୍ଡ
ମୁମ୍ବାଇ: ମୁମ୍ବାଇର ଫିଲ୍ମ ସିଟିରେ ସୋମବାର ସକାଳେ ଏକ ଧାରାବାହିକ ସେଟରେ ଅଗ୍ନିକାଣ୍ଡ ଘଟିଛି। ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC)...
ପଞ୍ଜାବକୁ ଡ୍ରୋନ ଯୋଗେ ଅସ୍ତ୍ରଶସ୍ତ୍ର ପଠାଉଛି ପାକିସ୍ତାନ
ପଞ୍ଜାବ: ପାକିସ୍ତାନରୁ ପଞ୍ଜାବକୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ପାଇଁ ତୁର୍କୀ ଚର୍ଚ୍ଚାରେ ରହିଥିଲା। ଗତ ମେ ମାସରେ ଚାରି ଦିନିଆ...
ବିହାରରେ ଭବ୍ୟ ଜାନକୀ ମନ୍ଦିର ହେବ, ଡିଜାଇନ ଜାରି
ପାଟନା: ବିହାରର ପୁନୌରାଧାମର ବିକାଶ ପାଇଁ ନୀତିଶ କୁମାର ସରକାର ଦ୍ରୁତ ଗତିରେ କାମ କରୁଛନ୍ତି। ଗତ ବର୍ଷ ନଭେମ୍ବରରେ...
କମାଲ କରୁଛି କି ‘ସୀତାରେ ଜମିନ୍ ପର’; ଜାଣନ୍ତୁ ଆୟ
ମୁମ୍ବାଇ: ୨୦ ଜୁନରେ ଆମିର ଖାନ ଏବଂ ଜେନେଲିଆ ଅଭିନୀତ ବହୁ ପ୍ରତୀକ୍ଷିତ ସିନେମା ସୀତାରେ ଜମିନ୍ ପର ସିନେମା...
ହରମୁଜ୍ ଷ୍ଟ୍ରିଟ ବନ୍ଦ କରିବ ଇରାନ; ପ୍ରଭାବିତ ହେବ ବିଶ୍ୱ ବାଣିଜ୍ୟ
ତେହେରାନ: ଇରାନର ସରକାରୀ ଗଣମାଧ୍ୟମ ରବିବାର ଦିନ ରିପୋର୍ଟ କରିଛି ଯେ ଇରାନର ତିନୋଟି ପରମାଣୁ ସ୍ଥାନ ଉପରେ ଆମେରିକାର...
ଜୁଲାଇ ୭କୁ ସାର୍ବଜନୀନ ଛୁଟି ଘୋଷଣା
ନୂଆଦିଲ୍ଲୀ: ଭାରତ ସରକାର ୭ ଜୁଲାଇ ୨୦୨୫କୁ ସାର୍ବଜନୀନ ଛୁଟି ଦିନ ଭାବରେ ଘୋଷଣା କରିଛନ୍ତି। ଯାହା ଯୋଗୁଁ ସମଗ୍ର...
