ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ
ଆଜିର ରାଶିଫଳ…
ମେଷ: ଆପଣଙ୍କ ପିଲାମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଆପଣ ଚିନ୍ତିତ ରହିବେ। ପ୍ରେମରେ ଝଗଡା ହୋଇପାରେ କିମ୍ବା ପ୍ରେମକୁ ନେଇ ମାନସିକ...
ବଢିଲା ଓମଫେଡ ଦାମ, ଜାଣନ୍ତୁ କେତେ…
ଭୁବନେଶ୍ୱର: ୧ ଜୁନ ୨୦୨୫ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା...
ଥାଇଲ୍ୟାଣ୍ଡର ଓପାଲ ସୁଚାତା ହେଲେ ମିସ୍ ୱାର୍ଲ୍ଡ
ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଓପାଲ ସୁଚାତା ମିସ୍ ୱାର୍ଲ୍ଡ ମୁକୁଟ ଜିତିଛନ୍ତି। ଏହି ବର୍ଷ ହାଇଦ୍ରାବାଦରେ ୭୨ତମ ମିସ୍ ୱାର୍ଲ୍ଡର ଗ୍ରାଣ୍ଡ...
‘ଅପରେସନ ସିନ୍ଦୂର’ରେ ଭାରତର କ୍ଷତି ନେଇ ମାନିଲେ CDS
ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମୁଖ୍ୟ ଅନିଲ ଚୌହାନ ବ୍ଲୁମବର୍ଗକୁ ଏକ ସାକ୍ଷାତକାରରେ ସିନ୍ଦୂର ଅପରେସନ ସମୟରେ ଭାରତର କ୍ଷତି ନେଇ...
ଦେଶରେ ୩ ହଜାର ଟପିଲା କୋଭିଡ୍ ମାମଲା
ନୂଆଦିଲ୍ଲୀ: ଦେଶରେ କୋଭିଡ୍ -୧୯ ମାମଲା ବୃଦ୍ଧି ପାଉଛି। ମେ ୩୧ ସୁଦ୍ଧା ଦେଶରେ କୋଭିଡ୍ ର ୩୩୯୫ ସକ୍ରିୟ...
କମିଲା ଏଲପିଜି ସିଲିଣ୍ଡରର ମୂଲ୍ୟ
ନୂଆଦିଲ୍ଲୀ: ଜୁନ୍ ମାସ ଅନେକ ବଡ଼ ପରିବର୍ତ୍ତନ ସହିତ ଆରମ୍ଭ ହୋଇଛି। ଗୋଟିଏ ପଟେ ତୈଳ ବିପଣନ କମ୍ପାନୀଗୁଡ଼ିକ ଏଲପିଜି...
ଆଜିର ରାଶିଫଳ…
ମେଷ: ଶୁଭ ସମୟ ଜାରି ରହିବ। ଆପଣଙ୍କ ଏବଂ ଆପଣଙ୍କ ଜୀବନସାଥୀଙ୍କ ମଧ୍ୟରେ ଦୂରତା ଏବେ ନିକଟତର ହେବ। ବିବାହ...
କରୋନା ରୋଗୀଙ୍କୁ ମାରିବାକୁ କହିଥିଲେ ଡାକ୍ତର, ମାମଲା ରୁଜୁ
ମୁମ୍ବାଇ: ଗୁରୁବାର ଦିନ ମହାରାଷ୍ଟ୍ର ପୋଲିସ କହିଛି ଯେ ୨୦୨୧ ମସିହାରେ ଜଣେ କରୋନା ରୋଗୀଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ...
ଜମ୍ମୁ-କାଶ୍ମୀରରେ ଅମିତ ଶାହ, ପାକିସ୍ତାନ ଗୁଳିମାଡ଼ରେ ପ୍ରଭାବିତ ପରିବାରକୁ ନିଯୁକ୍ତି ପତ୍ର ପ୍ରଦାନ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଦିନ ଜମ୍ମୁ-କାଶ୍ମୀର ଗସ୍ତରେ କରିଛନ୍ତି। ଏହି ସମୟରେ ସେ ପୁଞ୍ଚର ସେହି...
ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି; ଗୋଟିଏ ସିଫ୍ଟରେ ହେବ NEET PG 2025 ପରୀକ୍ଷା
ନୂଆଦିଲ୍ଲୀ: ସାରା ଦେଶରେ ନିର୍ଦ୍ଧାରିତ ବିଭିନ୍ନ କେନ୍ଦ୍ରରେ NEET PG 2025 ପରୀକ୍ଷା ଗୋଟିଏ ସିଫ୍ଟରେ କରାଯିବ। ଆଜି ଅର୍ଥାତ୍...
୧ ବର୍ଷ ପାଇଁ ବଲିଉଡ ଅଭିନେତା ଅର୍ଶଦ ୱାରସୀ ଓ ତାଙ୍କ ପତ୍ନୀଙ୍କ ସମେତ ୫୯ ଜଣ ଷ୍ଟକ୍ ବଜାରରୁ ବ୍ୟାନ
ନୂଆଦିଲ୍ଲୀ: ବଜାର ନିୟାମକ SEBI ବଲିଉଡ ଅଭିନେତା ଅର୍ଶଦ ୱାରସୀ, ତାଙ୍କ ପତ୍ନୀ ଏବଂ ଭାଇଙ୍କ ସମେତ ୫୯ ଜଣଙ୍କୁ...
କମଲ ହାସନଙ୍କୁ ଅଲ୍ଟିମେଟମ୍, କ୍ଷମା ନମାଗିଲେ ଫିଲ୍ମ ବ୍ୟାନ କରିବାକୁ ଧମକ
ନୂଆଦିଲ୍ଲୀ: କନ୍ନଡ ଭାଷା ଉପରେ ବୟାନ ଦେଇ ସୁପରଷ୍ଟାର କମଲ ହାସନ ବିବାଦରେ ପଡ଼ିଛନ୍ତି। ଏବେ ମାମଲା ତାଙ୍କ ଆଗାମୀ...
