ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ
‘ହାଉସଫୁଲ ୫’ ହିଟ୍ କି ଫ୍ଲପ୍; ଜାଣନ୍ତୁ କେତେ କଲାଣି ଆୟ
ମୁମ୍ବାଇ: ତରୁଣ ମନସୁଖାନୀଙ୍କ ନିର୍ଦ୍ଦେଶିତ କମେଡି ଫିଲ୍ମ ‘ହାଉସଫୁଲ ୫’ରେ ଏକ ଜବରଦସ୍ତ ଷ୍ଟାରକାଷ୍ଟ ଅଛି, ଯାହା ଦର୍ଶକଙ୍କୁ ଆକର୍ଷିତ...
୨୪୦୦ ଟଙ୍କାରେ ପହଞ୍ଚିଲା ପାର୍ଲେ ଜି
ନୂଆଦିଲ୍ଲୀ: ପାର୍ଲେ ଜି କେବଳ ଏକ ବିସ୍କୁଟ ନୁହେଁ, ବରଂ ଏକ ପୁରୁଣା ସ୍ମୃତି। ଗାଜା (ପାଲେଷ୍ଟାଇନ) ରେ ପ୍ରତି...
ବାଙ୍ଗାଲୋର ଦଳାଚକଟା ଘଟଣା; ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ
ବାଙ୍ଗାଲୋର: ବାଙ୍ଗାଲୋର ଦଳାଚକଟା ମାମଲାରେ କର୍ଣ୍ଣାଟକ ସରକାର ଶନିବାର ସନ୍ଧ୍ୟାରେ କ୍ଷତିପୂରଣ ରାଶି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। କର୍ଣ୍ଣାଟକର...
କଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼
କଲମ୍ବିଆ: କଲମ୍ବିଆରେ ଆଶାୟୀ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେ ଟର୍ବେଙ୍କୁ ଗୁଳି କରାଯାଇଛି। ସେନେଟର ଥିବା ମିଗୁଏଲ ଉରିବେ ଟର୍ବେ...
ମଣିପୁରରେ ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
ଇମ୍ଫାଲ: ଶନିବାର ରାତି ୧୧:୪୫ ଟାରୁ ମଣିପୁରର ପାଞ୍ଚଟି ଜିଲ୍ଲା – ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ଥୌବାଲ, ବିଷ୍ଣୁପୁର...
ଭାରତରେ ୧୧ ବର୍ଷରେ ଖସିଲା ଦାରିଦ୍ର୍ୟତା
ନୂଆଦିଲ୍ଲୀ: ଗତ ଦଶନ୍ଧିରେ ଭାରତ ଦାରିଦ୍ର୍ୟ ବିରୁଦ୍ଧରେ ଏକ ବଡ଼ ଯୁଦ୍ଧରେ ବିଜୟୀ ହୋଇଛି। ବିଶ୍ୱ ବ୍ୟାଙ୍କର ନୂତନ ରିପୋର୍ଟ...
ହସ୍ପିଟାଲରେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (୭୮)ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, କିଛି ସାମାନ୍ୟ...
ବିବାହର ଦିନକ ପରେ କର୍ମସ୍ଥଳିକୁ ଫେରିଲେ ହିନା ଖାନ
ମୁମ୍ବାଇ: ଲୋକପ୍ରିୟ ଟିଭି ଅଭିନେତ୍ରୀ ହିନା ଖାନ ୪ ଜୁନରେ ତାଙ୍କ ପ୍ରେମିକ ରକି ଜୟସୱାଲଙ୍କୁ ବିବାହ କରିଥିଲେ। ଏହି...
ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦଳାଚକଟା; RCB ମାର୍କେଟିଂ ମୁଖ୍ୟ ଗିରଫ
ବାଙ୍ଗାଲୋର: ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଦଳାଚକଟା ଘଟଣାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB), ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ DNA ଏଣ୍ଟରଟେନମେଣ୍ଟ...
RBI ରେପୋ ହାରରେ ହ୍ରାସ, ଏବେ ଶସ୍ତା ହେବ ହୋମ୍ ଲୋନ୍
ନୂଆଦିଲ୍ଲୀ: RBI ରେପୋ ହାର ୫୦ ବେସିସ୍ ପଏଣ୍ଟ ଅର୍ଥାତ୍ ୦.୫୦ ପ୍ରତିଶତ ହ୍ରାସ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ଲଗାତାର...
ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ। ଏଥର ଶୁଭମନ ଗିଲ୍ ମୁମ୍ବାଇରୁ ଇଂଲଣ୍ଡ ଯାଉଥିବା ଦଳର ନେତୃତ୍ୱ ନେଉଛନ୍ତି। ଏଥର...
ଅମରନାଥ ଯାତ୍ରା ଅବଧି ୩୮ ଦିନକୁ ହ୍ରାସ
ନୂଆଦିଲ୍ଲୀ: ଚଳିତ ବର୍ଷ ଅମରନାଥ ଯାତ୍ରା ୨୦୨୫ ଜୁଲାଇ ୩ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରଥମ ଥର...
