ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ
କଲେଜ ଆଗରେ ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ; ଛାତ୍ରୀ ଓ ମା’ଙ୍କୁ କଟୁରି ଦେଖାଇ ବାହା ହେବାକୁ ଧମକ
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ କଲେଜ ପରିସରରେ ଶନିବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏକତରଫା ପ୍ରେମରେ ଅନ୍ଧ ହୋଇ ଜଣେ...
ଘରୋଇ ଏଲପିଜି ଦର ବୃଦ୍ଧି: ସିଲିଣ୍ଡର ପିଛା ୨୯ ଟଙ୍କା ମହଙ୍ଗା, ସାଧାରଣ ଲୋକଙ୍କୁ ବଡ଼ ଝଟକା
ଦରବୃଦ୍ଧିରେ ଅତିଷ୍ଠ ସାଧାରଣ ଜନତାଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। କମର୍ସିଆଲ ଗ୍ୟାସ୍, ପେଟ୍ରୋଲ, ଡିଜେଲ ଓ ସିଏନଜି...
୫ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ, ଅନୁକୂଳ ରହିଛି ପାଗ
ଆଉ ମାତ୍ର ୪ରୁ ୫ ଦିନ ମଧ୍ୟରେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିପାରେ। ଏଥିପାଇଁ ପାଗ ସମ୍ପୂର୍ଣ୍ଣ...
ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସିଜେପିର ୭ ଦିନିଆ ଅଲ୍ଟିମେଟମ୍, ଦେଶବ୍ୟାପୀ ଆନ୍ଦୋଳନ ଚେତାବନୀ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତରମନ୍ତରରେ ଶନିବାର ହଜାର ହଜାର ଯୁବକ ଓ ଛାତ୍ରଛାତ୍ରୀଙ୍କ ସମାବେଶ...
ହର୍ମୁଜ୍ ପ୍ରଣାଳୀରେ ଇରାନର ୨ ଡ୍ରୋନ୍ ଧ୍ୱଂସ କଲା ଆମେରିକା; ମଧ୍ୟପ୍ରାଚ୍ୟରେ ପୁଣି ବଢ଼ିଲା ତିକ୍ତତା
ମଧ୍ୟପ୍ରାଚ୍ୟରେ ତଣାପୋଡ଼ ମଧ୍ୟରେ ଆମେରିକୀୟ ସେନା ହର୍ମୁଜ୍ ପ୍ରଣାଳୀ ଅଞ୍ଚଳରେ ଅନ୍ତର୍ଜାତୀୟ ଜାହାଜ ଚଳାଚଳକୁ ବିପଦ ସୃଷ୍ଟି କରୁଥିବା ଇରାନର...
କନ୍ଧମାଳ AEEଙ୍କ ଘରେ ଭିଜିଲାନ୍ସ ଚଢ଼ାଉ; ବ୍ୟାଙ୍କ ଲକରରୁ ମିଳିଲା ₹୨ କୋଟି ନଗଦ, ୫ କୋଠା ଠାବ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ବୈକୁଣ୍ଠ ନାଥ ବେହେରାଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ...
୧୫ ବର୍ଷରେ ଟିମ୍ ଇଣ୍ଡିଆରେ ବୈଭବ ସୂର୍ଯ୍ୟବଂଶୀ, ସଚିନଙ୍କ ୩୬ ବର୍ଷର ରେକର୍ଡ ଭାଙ୍ଗିଲେ
ଭାରତୀୟ କ୍ରିକେଟ୍ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ଇତିହାସ ସୃଷ୍ଟି କରିଛନ୍ତି। ମାତ୍ର ୧୫ ବର୍ଷ ୭୧ ଦିନ ବୟସରେ...
ଜନ୍ତର-ମନ୍ତରରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା କକ୍ରୋଚ୍ ଜନତା ପାର୍ଟିର ବିକ୍ଷୋଭ, ୬ ଜଣଙ୍କୁ ଅଟକ ରଖିଲା ଦିଲ୍ଲୀ ପୁଲିସ
କକ୍ରୋଚ୍ ଜନତା ପାର୍ଟି (CJP) ସମର୍ଥକଙ୍କ ଦ୍ୱାରା ଆୟୋଜିତ ବିକ୍ଷୋଭ ଶନିବାର ଦିଲ୍ଲୀର ଜନ୍ତର-ମନ୍ତରରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି।...
ଜନ୍ତର-ମନ୍ତର ଅଭିମୁଖେ କକ୍ରୋଚ୍ ଜନତା ପାର୍ଟି ସଂସ୍ଥାପକ ଅଭିଜିତ ଦୀପକେ, ବିମାନବନ୍ଦରରୁ ବାହାରି ଦେଖାଇଲେ ଆମ୍ବେଦକରଙ୍କ ପୁସ୍ତକ
କକ୍ରୋଚ୍ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜିତ ଦୀପକେ ଶନିବାର ସକାଳ ୭:୪୫ରେ ଆମେରିକାରୁ ଦିଲ୍ଲୀ ପହଞ୍ଚିଛନ୍ତି। ବିମାନବନ୍ଦରରେ ପହଞ୍ଚିବା...
ରାଜେଶ ଏକ୍ସପୋର୍ଟ୍ସକୁ ନେଇ ସେବିର ବଡ଼ ଅଭିଯୋଗ; ₹୧୫.୧୫ ଲକ୍ଷ କୋଟି ରାଜସ୍ୱ ଉପରେ ଉଠିଲା ପ୍ରଶ୍ନ
ଭାରତର ପ୍ରମୁଖ ସୁନା ରପ୍ତାନିକାରୀ କମ୍ପାନି ରାଜେଶ ଏକ୍ସପୋର୍ଟ୍ସ ଲିମିଟେଡ୍ (REL) ପୁଣିଥରେ ଚର୍ଚ୍ଚାରେ ଆସିଛି। ବଜାର ନିୟାମକ ସେବି...
ରଥଯାତ୍ରା ବ୍ୟବସ୍ଥାବଳୀକୁ ମୋହର; ନୀଳାଦ୍ରି ବିଜେ ପରେ ହେବ ରତ୍ନଭଣ୍ଡାର ଗଣତିମଣତି
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଗଣତିମଣତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ଓ ନୀତିକାନ୍ତିକୁ ଦୃଷ୍ଟିରେ ରଖି...
ବ୍ରହ୍ମପୁର ପୁଲିସ କ୍ୱାର୍ଟର୍ସରେ ଅଘଟଣ; ପେଟ୍ରୋଲ୍ ଢାଳି ନିଜକୁ ଜାଳିଦେଲେ କନେଷ୍ଟବଳ
ବ୍ରହ୍ମପୁର ବିଜିପୁର ଅଞ୍ଚଳସ୍ଥିତ ପୁଲିସ କ୍ୱାର୍ଟର୍ସରେ ଜଣେ କନେଷ୍ଟବଳ ଆତ୍ମାହୁତି ଉଦ୍ୟମ କରି ଗୁରୁତର ଆହତ ହୋଇଛନ୍ତି। ଆହତ କନେଷ୍ଟବଳ...
