Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ଓଡ଼ିଶା ଡଟ୍ ନ୍ୟୁଜ୍

କର୍ଣ୍ଣାଟକର ୩୬ ରେଳ ଷ୍ଟେସନରେ ଖାଦ୍ୟ ସୁରକ୍ଷା ଯାଞ୍ଚ; ମିଳିଲା ମିଆଦ ପୁରୁଣା କ୍ଷୀର-ଦହି, ଅସ୍ୱାସ୍ଥ୍ୟକର ଖାଦ୍ୟ

କର୍ଣ୍ଣାଟକ: କର୍ଣ୍ଣାଟକର ବିଭିନ୍ନ ରେଳ ଷ୍ଟେସନରେ ଖାଦ୍ୟ ସୁରକ୍ଷା ବିଭାଗର ସ୍ୱତନ୍ତ୍ର ଯାଞ୍ଚ ବେଳେ ଅନେକ ଅନିୟମିତତା ସାମ୍ନାକୁ ଆସିଛି।...

ଗୁଜରାଟରେ ବିଷାକ୍ତ ମଦ ପିଇ ୭ ମୃତ, ୩୦ରୁ ଅଧିକ ଅସୁସ୍ଥ; ୧୨ ଅଟକ

ଗୁଜରାଟ: ଗୁଜରାଟର ଭାବନଗର ଜିଲ୍ଲାରେ ବିଷାକ୍ତ ମଦ ପିଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ...

ଏମ୍ସର ବଡ଼ ଭୁଲ୍‌! HIV ନେଗେଟିଭ୍‌ ରୋଗୀଙ୍କୁ ରେକର୍ଡରେ ଦର୍ଶାଇଥିଲେ ପଜିଟିଭ୍‌, ଦେବେ ୬୦ ହଜାର ଟଙ୍କା

ଭୁବନେଶ୍ୱର: ଏଚ୍‌ଆଇଭି ନେଗେଟିଭ୍‌ ଥିବା ଜଣେ ରୋଗୀଙ୍କୁ ଭୁଲ୍‌ରେ HIV ପଜିଟିଭ୍‌ ଦର୍ଶାଇବା ମାମଲାରେ ଏମ୍ସ ଋଷିକେଶକୁ ଝଟକା ଲାଗିଛି।...

୩ କୋଟିରୁ ଅଧିକ ବକେୟା ମାମଲା: ପାରାଦୀପରେ ବିଦେଶୀ ଜାହାଜ ‘MT ୟୁନିଟି’ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପାରାଦୀପ ବନ୍ଦରରେ ଥିବା ବିଦେଶୀ ଜାହାଜ ‘MT ୟୁନିଟି’କୁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩...

ଦୁଷ୍କର୍ମ ମାମଲାରେ ୧୦ ବର୍ଷ ଜେଲ୍ ଦଣ୍ଡକୁ ଚ୍ୟାଲେଞ୍ଜ୍‌ କଲେ ତରୁଣ ତେଜପାଲ, ସୁପ୍ରିମକୋର୍ଟରେ ଦାଖଲ କଲେ ଆବେଦନ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ୧୦ ବର୍ଷର ଜେଲ୍ ଦଣ୍ଡ ପାଇଥିବା ସାମ୍ବାଦିକ ତରୁଣ ତେଜପାଲ ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍‌...

ମାଷ୍ଟରକ୍ୟାଣ୍ଟିନରେ ଅଟୋ ଷ୍ଟାଣ୍ଡ ଭାଙ୍ଗିଲା ପୋଲିସ, ଆନ୍ଦୋଳନରେ ଉତ୍ତେଜନା ଓ ହିଂସାକାଣ୍ଡ ପରେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଆନ୍ଦୋଳନ ନାଁରେ ଅନଲାଇନ୍ ଅଟୋ ଚାଳକଙ୍କ ହିଂସାକାଣ୍ଡ ପରେ ପୁଲିସ ପକ୍ଷରୁ କଡ଼ା ପଦକ୍ଷେପ...

ଲକ୍ଷ୍ନୌରେ ଚାଞ୍ଚଲ୍ୟ: ICICI ବ୍ୟାଙ୍କ ସମ୍ମୁଖରେ ପତ୍ନୀଙ୍କୁ ଗୁଳି, ଘରେ ଭଉଣୀଙ୍କୁ ହତ୍ୟା ପରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା

ଲକ୍ଷ୍ନୌ: ଲକ୍ଷ୍ନୌର ଗୋମତୀନଗର ଅଞ୍ଚଳରେ ଗୁରୁବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏସ୍‌ବିଆଇରେ କାର୍ଯ୍ୟରତ ଜଣେ କର୍ମଚାରୀ ନିଜ ପତ୍ନୀଙ୍କୁ...

କ୍ୟାନସର ଚିକିତ୍ସାରେ ବଡ଼ ସଫଳତା;ସଫଳ ହେଲା mRNA ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ

ନୂଆଦିଲ୍ଲୀ: ମେଲାନୋମା କ୍ୟାନସର ଚିକିତ୍ସା କ୍ଷେତ୍ରରେ ବ୍ୟକ୍ତିଗତ mRNA ଟିକା ନୂଆ ଆଶା ସୃଷ୍ଟି କରିଛି। ମଡର୍ଣ୍ଣା ଓ ମର୍କର...

ଶ୍ୱଶୁର-ବୋହୂଙ୍କ ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ପୁଅର ଜୀବନ ଗଲା ! ଫ୍ୟାନ୍‌ରେ ଝୁଲାଇ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଅଭିଯୋଗ ସାମ୍ନାକୁ ଆସିଛି। ବୋହୂଙ୍କ ସହ ଶ୍ୱଶୁରଙ୍କ କଥିତ...

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଶ୍ରୀଲଙ୍କାକୁ ମିଳିଛି ବଡ ଝଟକା, ମ୍ୟାଚ୍‌ରୁ ବାଦ ପଡ଼ିଲେ ୨ ଷ୍ଟାର୍ ବ୍ୟାଟର୍

ନୂଆଦିଲ୍ଲୀ: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଶ୍ରୀଲଙ୍କା ଦଳକୁ ବଡ଼ ଝଟକା ଲାଗିଛି। ଦଳର ଦୁଇ ଅଭିଜ୍ଞ ବ୍ୟାଟର୍...

ଅଟୋ ଚାଳକଙ୍କ ହିଂସାକାଣ୍ଡ ପରେ ସରକାରଙ୍କ କଡ଼ା ପଦକ୍ଷେପ! କ୍ଷତିପୂରଣ ଆଦାୟ ସହ ଭଙ୍ଗାଯିବ ବେଆଇନ ଅଟୋ ଷ୍ଟାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରରେ ବୁଧବାର ଅନଲାଇନ୍ ଅଟୋ ଚାଳକ ସଂଘର ଆନ୍ଦୋଳନ ସମୟରେ ଘଟିଥିବା ହିଂସାକାଣ୍ଡକୁ ନେଇ ସରକାର କଡ଼ା ଆଭିମୁଖ୍ୟ...

ଇମ୍ରାନ ଖାନଙ୍କ ହସ୍ପିଟାଲ୍ ସ୍ଥାନାନ୍ତର ପଛରେ ରହିଛି କି ଗୁପ୍ତ ଡିଲ୍‌? ପାକିସ୍ତାନରେ ବଡ଼ ରାଜନୈତିକ ପରିବର୍ତ୍ତନର ଆଭାସ ଦେଲେ ସାମ୍ବାଦିକ

ନୂଆଦିଲ୍ଲୀ : ପାକିସ୍ତାନର ଜେଲ୍‌ରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର...