ଓଡ଼ିଶା ଡଟ୍ ନ୍ୟୁଜ୍
ଆଜି ମିଳିବ ସୁଭଦ୍ରା ଟଙ୍କା; ନୂଆ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି
ଭୁବନେଶ୍ୱର,୨୨|୧୧: ଆଜି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବା ସୁଭଦ୍ରା ଟଙ୍କା | ପୂର୍ବରୁ ଜାନୁଆରୀ ୧୮ରେ ସୁଭଦ୍ରା ଟଙ୍କା ମିଳିବାର...
‘ସିଂହବାହିନୀ’ ପକ୍ଷରୁ ଯାତ୍ରା ମଞ୍ଚରେ ଅଭିନୟ କରିବେ ପୀୟୂଷ ତ୍ରିପାଠୀ; ଅନୁମତି ଦେଲେ ଭୁବନେଶ୍ବର ସିଭିଲ ଜଜ୍
ଭୁବନେଶ୍ବର,୨୦|୧: ପୁଣିଥରେ ନିଜ ଅଭିନୟରେ ଦର୍ଶକଙ୍କ ମନ ଜିଣିବେ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ | ଏନେଇ...
ବାଜିଲାନି ଜାତୀୟ ସଙ୍ଗୀତ; ଅଧିବେଶନ ମଝିରୁ ଗୃହକୁ ବର୍ଜନ କଲେ ରାଜ୍ୟପାଳ
ଚେନ୍ନାଇ ୨୦|୧: ବିଧାନସଭାରେ ଅଧିବେଶନ ସମୟରେ ଆରମ୍ଭ ହେଲା ବିବାଦ | ଅଧାରୁ ଉଠି ଚାଲିଗଲେ ରାଜ୍ୟପାଳ | ଏ...
ଭାରତ ଉପରେ ସମୁଦ୍ର ପଥରେ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଲସ୍କର! ଆତଙ୍କବାଦୀଙ୍କୁ ପାଣି ଭିତରେ ଲଢ଼ିବା ପାଇଁ ଦେଉଛି ତାଲିମ୍
ନୂଆଦିଲ୍ଲୀ,୨୦|୧: ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଏକ ନୂତନ ଭିଡିଓ ଭାଇରଲ ହେଉଛି । ଏହା ଭାରତୀୟ...
ଖଣ୍ଡଗିରି କୁମ୍ଭ ମେଳା ପାଇଁ ବିଏମସିର କଡା ନିୟମ; ଯାତ୍ରା ପେଣ୍ଡାଲରେ ଅଶ୍ଳିଳତା ପ୍ରଦର୍ଶନ କଲେ ବାତିଲ ହେବ NOC
ଭୁବନେଶ୍ୱର,୨୦|୧: ଖଣ୍ଡଗିରି କୁମ୍ଭ ମେଳାକୁ ନେଇ ବିଏମସି ଆଣିଛି କଡା ନିୟମ | ଯାତ୍ରା ପେଣ୍ଡାଲରେ ଅଶ୍ଳିଳତା ପ୍ରଦର୍ଶନ ଏବଂ...
ଆସନ୍ତା ଜାନୁଆରି୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା; ଫେବୃଆରୀ ୫ ପର୍ଯ୍ୟନ୍ତ ଚାଲିବ
ଭୁବନେଶ୍ୱର,୨୦|୧: ଆସନ୍ତା ଜାନୁଆରି ୨୬ରେ ଆରମ୍ଭ ହେବ ଆଦିବାସୀ ମେଳା | ଫ୍ରେବୃଆରି ୫ ପର୍ଯ୍ୟନ୍ତ ଚାଲିବ | ଭୁବନେଶ୍ୱର...
ଆଦିବାସୀଙ୍କ ଜମି ଅଧିଗ୍ରହଣ ପ୍ରତିବାଦରେ କଂଗ୍ରେସର ସମର୍ଥନ; ପ୍ରତିବାଦ ସପକ୍ଷରେ ଭକ୍ତଦାସ ଦେଲେ ସ୍ଲୋଗାନ ;ଜନ ଜଙ୍ଗଲ ଜମିନ ଆମର ଟା ନାଇଁସେ କାହାର ବାପାର ଟା
ସୁନ୍ଦରଗଡ଼,୨୦|୧: ଆଦିବାସୀଙ୍କ ଜମି ଅଧିଗ୍ରହଣ ପ୍ରତିବାଦରେ କଂଗ୍ରେସର ସମର୍ଥନ | ଆନ୍ଦୋଳନରେ ସାମିଲ ହେଲେ ଭକ୍ତ ଦାସ | ଦେଇଛନ୍ତି...
ଅବସରପ୍ରାପ୍ତ ପୁଲିସଙ୍କୁ ମିଳିବ ପୁନଃ ନିଯୁକ୍ତି ; ଅଧିକାରୀଙ୍କ ବୟସ ୬୫ ବର୍ଷରୁ ଅଧିକ ହୋଇ ନଥିବ
ଭୁବନେଶ୍ୱର,୨୦|୧: ରାଜ୍ୟ ସରକାରଙ୍କ ଅଭିନବ ପଦକ୍ଷେପ | ଅବସରପ୍ରାପ୍ତ ପୋଲିସ ଅଫିସରଙ୍କୁ ଦେବେ ପୁନଃ ନିଯୁକ୍ତି | ନିଯୁକ୍ତି ପାଇଁ...
ଅନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍ ; ଚଢ଼ାଉରେ ନଗଦ ୩ କୋଟି ଟଙ୍କା,ବିପୁଳ ନିଶାଦ୍ରବ୍ୟ ଏବଂ ଡିଜିଟାଲ ଡିଭାଇସ୍ ଜବତ
ଭୁବନେଶ୍ୱର,୨୦|୧: ଅନ୍ତର୍ଜାତୀୟସ୍ତରରେ ନିଶାଦ୍ରବ୍ୟ ଓ ଟଙ୍କା କାରବାରରେ ଓଡ଼ିଶା ଲିଙ୍କ୍ ସାମ୍ନାକୁ ଆସିଛି। ଗୋଆରୁ ଓଡ଼ିଶାକୁ ଲମ୍ବିଥିବା ଏହି ନିଶା...
ଡିଜିପିଙ୍କ ଉପରେ କଡା ଆକ୍ସନ; ଅଶ୍ଳୀଳ ଭିଡିଓ ଭାଇରଲ ହେବା ପରେ ନିଲମ୍ବିତ
ବେଙ୍ଗାଲୁରୁ,୨୦|୧: ପୋଲିସ ବାବୁଙ୍କ ଉପରେ କଡା ଆକ୍ସନ | ଅଫିସରେ ରାସଲୀଳାର ଭିଡିଓ ଭାଇରଲ ହେବା ପରେ କର୍ଣ୍ଣାଟକ ସରକାର...
ବୌଦ୍ଧ ଜିଲ୍ଲା ତେଲିବନ୍ଧ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା; ୨ ମୃତ
ବୌଦ୍ଧ,୨୦।୧ : ମର୍ମନ୍ତୁଦ ଦୁର୍ଘଟଣା । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ | ବୌଦ୍ଧ ଜିଲ୍ଲା ତେଲିବନ୍ଧ ନିକଟରେ ଏହି...
ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ; ୧୬ ଗିରଫ, ୨୩ ହଜାର ୮ ଶହ ଟଙ୍କା,ମୋବାଇଲ ଫୋନ୍ ସମେତ ୮ଟି ବାଇକ୍ ଜବତ କରିଛି ପୋଲିସ
ପୁରୀ ୧୯।୧: ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ ହୋଇଛି । ଏହି ଘଟଣାରେ ୧୬ ଜଣ ଅଭିଯୁକ୍ତଙ୍କୁ ସଦର...
