Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ଓଡ଼ିଶା ଡଟ୍ ନ୍ୟୁଜ୍

Kanpur Hospital: ଡାକ୍ତର ନଥିବା ବେଳେ ଡ୍ରାଇଭର ଦେଖିଲେ ରୋଗୀ, ପ୍ରେସକ୍ରିପସନ୍‌ରେ ଲେଖିଲେ ଔଷଧ; ଭିଡିଓ ଭାଇରାଲ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର କାନପୁରସ୍ଥିତ କାଶୀରାମ ଯୁକ୍ତ ଚିକିତ୍ସାଳୟ ଓ ଟ୍ରମା ସେଣ୍ଟରରୁ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିବା ଏକ...

Bikram Panda Case: ଜେଲ୍‌ରୁ ଫୋନ୍‌ କରି ସାକ୍ଷୀଙ୍କୁ ଧମକ ଅଭିଯୋଗ, ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଣି ମାମଲା

ବ୍ରହ୍ମପୁର: ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଣି ଏକ ନୂଆ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।...

Birth Death Registration: ଅକ୍ଟୋବର ୧ରୁ ବଦଳିବ ଜନ୍ମ-ମୃତ୍ୟୁ ପଞ୍ଜୀକରଣ ନିୟମ, ବିଳମ୍ବ ହେଲେ ବଢ଼ିବ ଯାଞ୍ଚ

ନୂଆଦିଲ୍ଲୀ: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ନିୟମରେ ହେବ ବଡ ପରିବର୍ତ୍ତନ । ୨୦୨୬ ଅକ୍ଟୋବର ୧ରୁ ଲାଗୁ ହେବାକୁ...

MS Subbulakshmi Biopic: ବଡ ପରଦାରେ ଆସିବ କିମ୍ବଦନ୍ତୀ କର୍ଣ୍ଣାଟକ ଶାସ୍ତ୍ରୀୟ ସଙ୍ଗୀତ ଗାୟିକାଙ୍କ ଜୀବନକାହାଣୀ, ଏମ୍‌ଏସ୍ ସୁବ୍ବୁଲକ୍ଷ୍ମୀଙ୍କ ଭୂମିକାରେ ରଶ୍ମିକା ମନ୍ଦାନା

କର୍ଣ୍ଣାଟକ: କିମ୍ବଦନ୍ତୀ କର୍ଣ୍ଣାଟକ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଏମ୍‌ଏସ୍ ସୁବ୍ବୁଲକ୍ଷ୍ମୀଙ୍କ ଜୀବନ ଓ ସଙ୍ଗୀତ ସାଧନା ଉପରେ ନିର୍ମାଣ ହେବ...

Mahakalapada Crime: ସ୍ୱାମୀଙ୍କୁ କିଡନାପ ଏବଂ ମା-ଝିଅଙ୍କୁ ହତ୍ୟା ଧମକ ନେଇ ଥାନାରେ ଏତଲା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଞ୍ଚଳରେ ସ୍ୱାମୀଙ୍କୁ ନେଇଯାଇଥିବା ଏବଂ ନିଜ ସହ ଝିଅକୁ ହତ୍ୟା ଧମକ ଦିଆଯାଉଥିବା...

CBFC Board: ଫିଲ୍ମ ସେନ୍ସର ବୋର୍ଡରେ ନୂଆ ଟିମ୍‌; ପ୍ରୀତି ଜିଣ୍ଟା-ପଙ୍କଜ ତ୍ରିପାଠୀଙ୍କ ସହ ନୀଳମାଧବ ପଣ୍ଡା ସାମିଲ,ଅଧ୍ୟକ୍ଷ ହେଲେ ଶଶିଶେଖର ବେମ୍ପତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସିବିଏଫ୍‌ସି (କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣପତ୍ର ବୋର୍ଡ)ର ନୂଆ ବୋର୍ଡ ଗଠନ କରିଛନ୍ତି। ୨୦୧୭ ପରେ ପ୍ରଥମ...

PM Modi Birthday: ୭୬ ବର୍ଷରେ ପାଦ ଥାପିଲେ ଦେଲେ ମୋଦୀ, ୨୫ ବର୍ଷର ଜନସେବା ପାଇଁ ଆଜିଠୁ ‘ସେବା ସଂକଳ୍ପ ଅଭିଯାନ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବିଜେପି ପକ୍ଷରୁ ଆଜିଠାରୁ...

Sundargarh Crime: ଲିଫ୍ଟ ଦେବା ବାହାନାରେ ଦୁଇ ନାବାଳିକାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ ଅଭିଯୋଗ, ୫ ଅଟକ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଦୁଇ ନାବାଳିକାଙ୍କୁ ଲିଫ୍ଟ ଦେବା ବାହାନାରେ ଜଙ୍ଗଲକୁ ନେଇ ଦୁଷ୍କର୍ମ କରାଯାଇଥିବା...

Anbil Mahesh Case: ୧୦୦ କୋଟିର ସ୍କୁଲ ଅନୁମୋଦନ ମାମଲାରେ ପୂର୍ବତନ ମନ୍ତ୍ରୀଙ୍କ ଘରେ ଚଢ଼ାଉ

ତାମିଲନାଡୁ: ତାମିଲନାଡୁର ପୂର୍ବତନ ସ୍କୁଲ ଶିକ୍ଷାମନ୍ତ୍ରୀ ତଥା ଡିଏମ୍‌କେ ନେତା ଅନବିଲ ମହେଶ ପୋୟ୍ୟାମୋଝିଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ...

Hyderabad Minor Assault Case: ନିଶାଦ୍ରବ୍ୟ ଦେଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୮ ଗିରଫ

ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ନିଶାଦ୍ରବ୍ୟ ଦେଇ ବିଭିନ୍ନ ସ୍ଥାନରେ ଯୌନ ନିର୍ଯାତନା କରାଯାଇଥିବା ଅଭିଯୋଗକୁ ନେଇ...

EPFO Wage Ceiling: PF ନିୟମରେ ବଡ଼ ପରିବର୍ତ୍ତନ, ଚାକୀରିଆଙ୍କ ଦରମା ସୀମା ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶର କର୍ମଜୀବୀଙ୍କ ସାମାଜିକ ସୁରକ୍ଷାକୁ ଆହୁରି ବ୍ୟାପକ କରିବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି।...

PM Modi Bharat Ratna: ମୋଦୀଙ୍କୁ ମିଳିବ କି ଭାରତ ରତ୍ନ? ଜେ.ପି. ନଡ୍ଡା କହିଲେ ବଡ଼ କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ଦିଆଯିବ କି ନାହିଁ, ଏହାକୁ ନେଇ...