ସୌମିତ୍ରି ମେହେର
ବୀରମହାରାଜପୁର ଉପଖଣ୍ଡ ସୁବର୍ଣ୍ଣପୁର
ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିଣୀ ମିଶ୍ର ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନି ମିଶ୍ର ଚାକିରୀରୁ...
ବିକଶିତ କୃଷି ସଂକଳ୍ପ ଅଭିଯାନ, ଅନ୍ତର୍ଗତ କୃଷି ରଥ ର ଶୁଭାରମ୍ଭ କଲେ ଜିଲ୍ଲାପାଳ ସୁବର୍ଣ୍ଣପୁର
ସୋନପୁର : (ସୌମିତ୍ରି ମେହେର) ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଆରମ୍ଭିତ “ବିକଶିତ କୃଷି...
କ୍ଷେମାଲୋଏ ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ବାଣ୍ଟିଲେ କ୍ରୀଡା ସାମଗ୍ରୀ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କ୍ଷେମାଲୋଏ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି କ୍ରୀଡା ସାମଗ୍ରୀ...
ବୀରମହାରାଜପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ରେ ଏସି. ଏସ୍ ଟି ଜମି କିଣାବିକା ରେ ଅନିୟମିତତା
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସରକାରୀ ଗାଇଡଲାଇନ କୁ ଖୋଲା ଖୋଲି ଉଲଂଘନ...
ଗ୍ରାମାଞ୍ଚଳ ର ଯୁବକ ଯୁବତୀ ମାନଙ୍କୁ କୌଶଳ ଶିକ୍ଷା ଦିଗରେ ଅଗ୍ରସର କରିବା ପାଇଁ ଘରୋଇ କ୍ୟାରିୟର କାଉନସେଲିଂ ଅଭିଯାନ
ଉଲୁଣ୍ଡା : (ସୌମିତ୍ରି ମେହେର) ଗ୍ରାମାଞ୍ଚଳର ଯୁବପିଢ଼ିଙ୍କୁ କୌଶଳ ଶିକ୍ଷା ସହ ଜୀବନ ଗଠନ ପାଇଁ ସଚେତନ କରିବା ଲକ୍ଷ୍ୟରେ...
ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ରେ ଚାଲିଥିବା ବିଜ୍ଞାନ ଓ ଗୋ ଅର୍ଥନୀତି ପ୍ରଶିକ୍ଷଣ ଶିବିର ଉଦଯାପିତ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇରେ ଚାଲିଥିବା ଗୋ ବିଜ୍ଞାନ...
ଡୁମୁରି ଗ୍ରାମ ରେ ଯୁବକକୁ ପ୍ରlନlନ୍ତକ ଆକ୍ରମଣ କରି ଅଭିଯୁକ୍ତ ଫେରାର
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଡୁମୁରୀ ଗ୍ରାମରେ ଜଣେ ଯୁବକକୁ ମରଣାତ୍ମକ ଆକ୍ରମଣ...
ଅବସର ପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ମେଣ୍ଡା ମାଳ ଗ୍ରାମ ର ସୁରେଶ ନନ୍ଦ ଙ୍କ ପରଲୋକ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମେଣ୍ଡାମଲ ଗ୍ରାମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ପ୍ରସାଦ...
ଟିକରାପଡ଼ା ଗାନ୍ଧି ପଡା ଶୀତଳ ଷଷ୍ଠୀ ଯାତ୍ରା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ଟିକ୍ରାପଡା ଗାନ୍ଧିପଡ଼ା ରେ ଶିବ...
ବୀରମହାରାଜପୁର ଅଞ୍ଚଳରେ ଅଦିନିଆ ବର୍ଷା ଯୋଗୁଁ ରବି ଧାନ ଫସଲ ନଷ୍ଟ : କ୍ଷତି ପୂରଣ ଦାବି କଲେ କ୍ଷତିଗ୍ରସ୍ତ ଚାଷୀ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଞ୍ଚଳରେ ରେ ଅଦିନିଆ ଲଗାଣ ବର୍ଷା ହୋଇଛି ।...
ନାବାଳିକା କୁ ଦୁଷ୍କର୍ମ ପରେ ମୁର୍ମୁଷୁ ଅବସ୍ଥାରେ ଛାଡି ପଳାଇଲା ଅଭିଯୁକ୍ତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳିକାକୁ ଦୁଷ୍କର୍ମ ପରେ...
ଅମୃତ ସରୋବର ପୋଖରି ପାଇଁ ଶ୍ରମିକ ବଦଳରେ ମେସିନ ଯୋଗେ କାମ ହେଉଥିବା ଅଭିଯୋଗ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ଗ୍ରାମରେ ଅମୃତ ସରୋବର ପୋଖରୀ ଖନନରେ...
