Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ସୌମିତ୍ରି ମେହେର

ବୀରମହାରାଜପୁର ଉପଖଣ୍ଡ ସୁବର୍ଣ୍ଣପୁର

ଉପଖଣ୍ଡ ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହ ଠାରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା...

ତ୍ରୁଟି ସୁଧାରି ଛାତ୍ରୀ ବିଶ୍ଵରୂପl ର ଯୁକ୍ତ ଦୁଇ ମାର୍କ ବଢ଼ାଇଲେ କଲେଜ କର୍ତ୍ତୃପକ୍ଷ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ଯୁକ୍ତ ଦୁଇ କଳା ବିଭାଗ ମେଧାବୀ ଛାତ୍ରୀ ବିଶ୍ବରୁପା...

କଠୋର ପରିଶ୍ରମ କଲେ ସଫଳତା ଆପେଆପେ ଆସେ

ବୀରମହାରାଜପୁର : ( ସୌମିତ୍ରି ମେହେର) ଛାତ୍ର ଜୀବନରେ ବହୁତ ପରିଶ୍ରମ କରିବାର ଆବଶ୍ୟକତା ରହିଛି । କଠୋର ପରିଶ୍ରମ...

ଭାରତୀୟ ତାଇକଣ୍ଡୋ ଦଳ ସହିତ ଜର୍ମାନୀରେ ସୁବର୍ଣ୍ଣପୁର ମାଟିର ପୁଅ ଏହେସାସ ହୋତା

ବୀରମହାରାଜପୁର : (ସୌମିତ୍ରି ମେହେର) ଭାରତୀୟ ଟିମ ସହ ଜର୍ମାନୀ ମାଟିରେ ପାଦ ଥାପିଲେ ସୁବର୍ଣ୍ଣପୁର ମାଟିର ସୁନା ପୁଅ...

ଧର୍ମ ପାରାୟଣ ମହିଳା ସାମ୍ବାଦିକ ପ୍ରେମାନନ୍ଦ ନାୟକ ଙ୍କ ମାତୃ ବିୟୋଗ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ ମସିଣାପାଲି ଗ୍ରାମର ଯୁବ ସାମ୍ବାଦିକ...

ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଭଗବାନ ଶିବ ଶଙ୍କର ଙ୍କର ଉପରେ ପ୍ରବଚନ କାର୍ଯ୍ଯକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ସୋମବାର...

ହରିହର ଜୋର (ଠେଙ୍ଗୋ) ଡ୍ୟାମ୍ ରୁ ଛଡ଼ା ଗଲା ପ୍ରଥମ ବନ୍ୟାଜଳ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ହିରହର ଯୋର (ଠେଙ୍ଗୋ) ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିସ୍କାସିତ...

ଜଗନ୍ନାଥ ପାଲି ରେ ସ୍ଵର୍ଗତଃ ଗୌର ଚରଣ ପଣ୍ଡା ଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ କବିତା ପାଠ ଉତ୍ସବ

ବୀରମହାରାଜପୁର : (ସୌମିତ୍ରି ମେହେର) ସପ୍ତଦୀପା ସାହିତ୍ୟ ସଂସଦର ବରିଷ୍ଠ ସଦସ୍ୟ ସ୍ବର୍ଗତ ଗୌର ଚରଣ ପଣ୍ଡାଙ୍କ ବାର୍ଷିକ ଶ୍ରାଦ୍ଧ...

ପଶ୍ଚିମ ଓଡିଶା ଯାତ୍ରା ସୁରକ୍ଷା ମଞ୍ଚର ଦ୍ଵିତୀୟ ସମ୍ମିଳନୀ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ରାଧିକା କଲ୍ୟାଣ ମଣ୍ଡପ ଠାରେ ପଶ୍ଚିମ ଓଡିଶା ଯାତ୍ରା...

ହରିଣା ପାଲି ଉଚ୍ଚ ବିଦ୍ୟାଳୟ ରେ ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ

ଉଲୁଣ୍ଡା : (ସୌମୀତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ହରିଣାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ...

ବୀରମହାରାଜପୁର ରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ଠାରେ ଶନିବାର ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ...

ବୀରମହାରାଜପୁର ରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର, ରେ ନାରାୟଣ ଲୁହା ଫେନ୍ କ୍ଳବ୍ ତରଫରୁ ବୀରମହାରାଜପୁର ବ୍ଲକ୍...