News from Kalahandi Odisha
News from Kalahandi Odisha
ଲାଞ୍ଜିଗଡଠାରେ ମାଣ୍ଡିଆ ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟିତ
କଳାହାଣ୍ଡି,୦୯/୦୭-ଲାଞ୍ଜିଗଡ ବଜାରପଡ଼ିଆଠାରେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ୱାରା ମାଣ୍ଡିଆ ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀଙ୍କ...
ବିଶ୍ୱନାଥପୁରଠାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି
କଳାହାଣ୍ଡି, ୦୯/୦୭-ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ଜନ...
ପ୍ରଶାସନ ର ଦୃଷ୍ଟି ଆଢ଼ୁଆଳରେ ବାଘ ଝୋଲା ଗାଁ କମଲ ନଦୀରେ ଲୀନ ହେବା ଆଶଙ୍କା।
କଳାହାଣ୍ଡି:୦୯/୦୭ କଳାହାଣ୍ଡି ଜିଲ୍ଲା ଜୟପାଟଣା ଓ କୋକସରା ବ୍ଲକ ସୀମାନ୍ତ ରେ ଥିବା ଉଚ୍ଛୁଳ।ପଞ୍ଚାୟତ ର ବାଘ ଝୋଲା ଗାଁ...
ଚହଲା ପାଣି ରେ ବୁଡି ମହିଳା ର ମୃତ୍ୟୁ, ପୋଲିସ ର ତଦନ୍ତ ଜାରି।
କଳାହାଣ୍ଡି:୦୮/୦୭ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରାଗୁଡା ଗ୍ରାମ ର ବବୃ ବାହାନ ପୋଢ଼ ଙ୍କ ସ୍ତ୍ରୀ ନୃପତି...
ଧର୍ମଗଡ ଚେମ୍ବର ଅଫ କମର୍ସ ପକ୍ଷରୁ ଧର୍ମଗଡ ବିଧାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।
କଳାହାଣ୍ଡି:୦୮/୦୭ ବ୍ୟବସାୟର ଅଭିବୃଦ୍ଧି ଘଟିଲେ ହିଁ ସମାଜର ଅର୍ଥନୈତିକ ସ୍ଥିତି ଠିକ୍ ରହିବ ବୋଲି ଧର୍ମଗଡ ବିଧାୟକ ସୁଧୀର ରଞନ...
ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ଓ ଦଣ୍ଡପାଟ ଯୁବ ସେବା ସଂଗଠନ ପକ୍ଷରୁ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ।
କଳାହାଣ୍ଡି:୦୮/୦୭ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ଓ ଦଣ୍ଡପାଟ ଯୁବ ସେବା ସଂଗଠନର...
ରାଜାମୁଡା ଗାଁ ରେ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ସୁନା,ସହ ଲକ୍ଷାଧିକ ଟଙ୍କା।
କଳାହାଣ୍ଡି:୦୮/୦୭ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଡକାୟତ ଗ୍ୟାଙ୍ଗ। ଗତ ବିଳମ୍ବିତ ରାତିରେ ରାଜାମୁଡା...
କୋକସରା ବ୍ଲକ ବିଭିନ୍ନ ସ୍ଥାନରେ ଘୋଷଯାତ୍ରା ବର୍ଷା ରେ ଭିଜିଲେ ଭକ୍ତ ଓ ଭଗବାନ,ଶାନ୍ତି ଶୃଙ୍ଖଳା ସହ ପାଳିତ।
କଳାହାଣ୍ଡି:୦୭/୦୭ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଲୀଳାମୟ ଠାକୁର ଶ୍ରୀ ଜଗନ୍ନାଥ ଙ୍କ ଘୋଷଯାତ୍ରା ରବିବାର ଶାନ୍ତି...
ବିକାଶ ଆବାସିକ ବିଦ୍ୟାଳୟ ଠାରେ ଅଳଙ୍କରଣ ସମାରୋହ ଅନୁଷ୍ଠିତ ।
କଳାହାଣ୍ଡି:୦୭/୦୭ ଭବାନୀପାଟଣା ବlନ୍ଦୋପଲl ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ଠାରେ ଅଳଙ୍କରଣ ସମାରୋହ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ...
ଲଡୁଗାଁ ରେ ନିଆଁରା ରଥଯାତ୍ରା, କୁନି ରଥ ରେ ରଥାରୂଢ ହେଲେ ତିନି ଠାକୁର, କୁନି କୁନି ପିଲା ଟାଣିଲେ ରଥ।
କଳାହାଣ୍ଡି:୦୭/୦୭ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋକସରା ବ୍ଲକ ଲଡୁଗାଁ ଠାରେ ଏକ ନିଆଁରା ରଥଯାତ୍ରା ଦେଖିବାକୁ ମିଳିଛି।...
ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଅଭାବରୁ ଚିକିତ୍ସା ସେବା ବାଧାପ୍ରାପ୍ତ,ଡାକ୍ତର ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ କଲା ଜଗନ୍ନାଥ ସେବା ସମିତି।
କଳାହାଣ୍ଡି;୦୭/୦୭ କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପ୍ରମୁଖ ସରକାରୀ ଚିକିତ୍ସାଳୟ ମଧ୍ୟରେ ପରିଗଣିତ ଧର୍ମଗଡ଼ ସରକାରୀ ଉପଖଣ୍ଡ ଚିକିତ୍ସାଳୟ ଡାକ୍ତର ଅଭାବରୁ...
ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ନବ ଯୌବନ ବେଶ ତଥା ନେତ୍ରୋତ୍ସବ ମହା ସମାରୋହରେ ଅନୁଷ୍ଠିତ।
କଳାହାଣ୍ଡି:୦୭/୦୭ ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ନବ ଯୌବନ ବେଶ (ନେତ୍ରୋତ୍ସବ) ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।...
