Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Kalahandi Odisha

ଜାତୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରୁ ଫେରିଲେ କୁନି ବିଜ୍ଞାନୀ ସୌମ୍ୟ ରଂଜନ ସିଂହ ଓ ଖୁସୁବୁ ସାହୁ : ରେଳଷ୍ଟେସନରେ ଉଚ୍ଛ୍ବସିତ ସ୍ବାଗତ ସମ୍ବର୍ଦ୍ଧନା

କଳାହାଣ୍ଡି,୧୪/୧୦-କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ...

ଜାତୀୟ ବିଜ୍ଞାନ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତାରେ ଯୋଗ ଦେଇଥିବା କଳାହାଣ୍ଡିର ଛାତ୍ର ସୌମ୍ୟ ରଂଜନ ସିଂହ ଓ ଛାତ୍ରୀ ଖୁସୁବୁ ସାହୁଙ୍କୁ ସମ୍ବର୍ଦ୍ଧନା ; ସକୁରା ୟୁଥ୍ ଏକ୍ସଚେଞ୍ଜ ପାଇଁ ଜାପାନ ଯିବେ ସୌମ୍ୟରଞ୍ଜନ

କଳାହାଣ୍ଡି, ୧୪/୧୦ (ଜଗନ୍ନାଥ ନାଏକ) : ଜାତୀୟ ସ୍ତରରେ ପୁରସ୍କୃତ ହେଲେ କଳାହାଣ୍ଡି ପୁଅ । କେନ୍ଦ୍ର ସରକାରଙ୍କ ବିଜ୍ଞାନ...

କଳାହାଣ୍ଡିରେ ନୋହିଲା OPSC ପରୀକ୍ଷା କେନ୍ଦ୍ର : ହରଡ଼ଘଣାରେ ଜିଲ୍ଲାର ୨୦୦ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ

କଳାହାଣ୍ଡି,୧୪/୧୦-ଆସନ୍ତାକାଲି ୧୫ ତାରିଖ ରବିବାର ଦିନ ରାଜ୍ୟ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି ଓପିଏସସି ପ୍ରିଲିମ୍ସ ପରୀକ୍ଷା ! ଦୁଇଟି...

ପତ୍ରକାର ଏକତା ସଂଘ ତରଫରୁ ଓଡ଼ିଶା ଓ ଛତତିଶଗଡ଼ର ପଦାଧିକାରୀ ଙ୍କ ନିଯୁକ୍ତି

କଳାହାଣ୍ଡି, ୧୪/୧୦ (ଜଗନ୍ନାଥ ନାଏକ) : ପ୍ରତକାର ଏକତା ସଂଘ ତରଫରୁ ଅନ୍ତଃଜାତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ...

କଳାହାଣ୍ଡି ମହିଳାଙ୍କୁ ମିଳିଲା ଅଗ୍ରାଧିକାର ପ୍ରଥମ ପର୍ଯ୍ୟାୟରେ ୪୦୦ ଶହରୁ ଉର୍ଦ୍ଧ୍ବ ସ୍କୁଟି ବଣ୍ଟନ

କଳାହାଣ୍ଡି, ୧୪/୧୦ (ଜଗନ୍ନାଥ ନାଏକ) : ମହିଳାଙ୍କୁ ଅଗ୍ରାଧିକାର ଦେବା ସହ ସ୍ବାବଲମ୍ବୀ କରାଇବା ପାଇଁ ରାଜ୍ୟ ସରକାର ମିଶନ...

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆନ୍ଥ୍ରୋପୋଲୋଜି ବିଭାଗ

କଳାହାଣ୍ଡି, ୧୪/୧୦ (ଜଗନ୍ନାଥ ନାଏକ) : ୧୩ ଅକ୍ଟୋବର ୨୦୨୩ରେ, କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଏଡୁଏବଲ୍ ଡେଥ୍ ନେଟୱାର୍କ (ଏ.ଡି.ଏନ.) ଜୁନିୟର...

ବୈଜ୍ଞାନିକ ପ୍ରଣାଳୀ ମାଧ୍ୟମରେ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, ୧୪/୧୦ (ଜଗନ୍ନାଥ ନାଏକ) : କୃଷି ବିଜ୍ଞାନ କେନ୍ଦ୍ର କଳାହାଣ୍ଡି ଠାରେ ତାରିଖ ୧୧ଓ ୧୨ଅକ୍ଟୋବର ୨୦୨୩ ଦୁଇ...

ବୃନ୍ଦାବହଲ ଛକ ନିକଟରେ ହାଇୱା ଧକାରେ ଦୁର୍ଘଟଣା,ଜଣେ ମୃତ ଜଣେ ଗୁରୁତ୍ୱର

କଳାହାଣ୍ଡି, ୧୪/୧୦ (ଜଗନ୍ନଥ୍ ନାଏକ) : BIG BREAKING ଆଜି ସକାଳୁ ସକାଳୁ ଏକ ଅଭାବନୀୟଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି...

କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ହେଲେ ସ୍ବର୍ଣ୍ଣଚମ୍ପା ମାଝୀ

କଳାହାଣ୍ଡି,୧୪/୧୦-ନବଗଠିତ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଭାବେ ନିଯୁକ୍ତି ପାଇଛନ୍ତି ସ୍ବର୍ଣ୍ଣଚମ୍ପା ମାଝୀ ! ଏନେଇ ରାଜ୍ୟ ସରକାରଙ୍କ...

ରାଜ୍ୟସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତାରେ ଥୁଆପଦର ଉଚ୍ଚ ବିଦ୍ୟାଳୟର ସଫଳତା୧୨.୧୦.୧୩ ରାଜ୍ୟ ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ୨୦୨୩ ଭୁବନେଶ୍ୱରର Unit 6 ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାର ଥୁଆପଦର ହାଇସ୍କୁଲର ଛାତ୍ରୀମାନଙ୍କ ନୃତ୍ୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ହାଇସ୍କୁଲର ଶିକ୍ଷୟତ୍ରୀ ଦୀପ୍ତିମୟୀ ସିଂହଙ୍କ ତତ୍ତ୍ଵାବଧାନରେ ଏକ ଦଳ ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ପ୍ରଥମ ହୋଇ ରାଜ୍ୟସ୍ତରକୁ ଉନ୍ନୀତ ହୋଇଥିଲେ । ରାଜ୍ୟ ସ୍ତରରେ “ପୁଅ ଝିଅ ସବୁ ସମାନ” ବିଷୟ ଭିତ୍ତିକ ନୃତ୍ୟ କରି ସମସ୍ତଙ୍କ ପ୍ରିୟଭାଜନ ହେବା ସହିତ ତୃତୀୟ ସ୍ଥାନ ଲାଭ କରିଥିଲେ। ଏଥିରେ ଛାତ୍ରୀମାନେ ଭାରତୀ ବାଗ, ଭାଗ୍ୟଶ୍ରୀ ରଣା, ଅଙ୍କିତା ଧଙ୍ଗଡା ମାଝୀ, ସୀମା ଯାନୀ, ତୃପ୍ତି ହରିଜନ ଓ ସନ୍ତୋଷିନୀ ତାଣ୍ଡି ଅଂଶ ଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ସମସ୍ତ ଛାତ୍ରୀ ମାନଙ୍କୁ ଶୁଭକାମନା ଜ୍ଞାପନା କରିଥିଲା। କେବଳ ସେତିକି ନୁହେଁ Zonal Level Science Drama Competitionରେ ମଧ୍ୟ ଛାତ୍ରୀମାନେ ଦ୍ୱିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟକୁ ଗୌରବାନ୍ୱତ କରିଛନ୍ତି। ଏଥିରେ ସମସ୍ତ ଶିକ୍ଷକ ଗିରିଜା ଶଙ୍କର ସାହୁ, ବିରଞ୍ଚି ତାଣ୍ଡି, ମୃତ୍ୟୁଞ୍ଜୟ ପତି, ଶିବଦତ୍ତ ପଣ୍ଡା,ଧୁନତିସା ରଞ୍ଜନ ମାଝୀ, ବିଭୁତି ପ୍ରଧାନ, ନରେନ୍ଦ୍ର କୁମଝରିଆ, ଉମାକାନ୍ତ ପାଣିଗ୍ରାହୀ, ପତନ ସାହୁ,କେଶବ ପ୍ରଧାନ ଓ ଶିକ୍ଷୟତ୍ରୀ ସୌଦାମିନୀ ବନଗୋଲା ତଥା ଦିଗାମ୍ବର ଭୋଇଙ୍କର ସହଯୋଗ ରହିଛି। ଏଥିପାଇଁ ବୁଦ୍ଧିଜୀବୀ ମହଲରୁ ବିଦ୍ୟାଳୟକୁ ଶୁଭେଚ୍ଛାର ବାର୍ତ୍ତାର ସୁଅ ଛୁଟିଛି।

କଳାହାଣ୍ଡି, ୧୩/୧୦ (ଜଗନ୍ନାଥ ନାଏକ) : ରାଜ୍ୟ ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ୨୦୨୩ ଭୁବନେଶ୍ୱରର Unit 6 ବାଳିକା ଉଚ୍ଚ...

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଏନ୍ ଏସ୍ ଏସ୍ ତରଫରୁ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ପାଳିତ

କଳାହାଣ୍ଡି, ୧୩/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଏନ୍‌ ଏସ୍‌ ଏସ୍‌ ପ୍ରଭାଗ ତରଫରୁ ମେରି ମାଟି ମେରା...

 ଯୁବ ରେଡକ୍ରସର ସଡକ ସୁରକ୍ଷା ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସଚେତନତା ହିଁ ସାଇବର ଠକେଇ ସୁରକ୍ଷା

କଳାହାଣ୍ଡି, ୧୩/୧୦ (ଜଗନ୍ନାଥ ନାଏକ) : ସ୍ଥାନୀୟ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରୁପ୍ରା, ମୁସ୍କୁଟି ଯୁବରେଡକ୍ରସ ଶାଖା...