Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ଗୋପାଳପୁର ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ପଟାଙ୍ଗପଡ଼ାକୁ ପରାସ୍ତ କରି ବାଗପୁର ଚମ୍ପିୟାନ

କଳାହାଣ୍ଡି,୦୭/୦୩ -କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମ ପଂଚାୟତ ଗୋପାଳପୁରସ୍ଥିତ ମା ମାଉଳି କ୍ରିକେଟ କ୍ଳବ ଆନୁକୂଲ୍ୟରେ ସ୍ଵର୍ଣ୍ଣଲତା...

ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ଶୁଭ ଉଦଘାଟନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ତରଫରୁ ଆଜି...

ଜିଲ୍ଲାର ୪୮ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର( ରାଜ କିଶୋର ତ୍ରିପାଠୀ ) ଓଡିଶା ଅଧସ୍ଥନ ଚୟନ ଆୟୋଗ ଙ୍କ ପତ୍ର ସଂଖ୍ୟା -212(C)OSSSC ତା.୨୭/୦୩/୨୪ ସୁବର୍ଣ୍ଣପୁର...

ଅବସରପ୍ରାପ୍ତ ପୋଷ୍ଟ ମାଷ୍ଟରଙ୍କ ପରଲୋକ

ବେଲଗୁଣ୍ଠା,07/02, କମାଗଡ଼ ଗ୍ରାମର ଅବସରପ୍ରାପ୍ତ ପୋଷ୍ଟ୍ ମାଷ୍ଟର ସୀମାଞ୍ଚଳ ନାହାକଙ୍କ ଆଜି ସକାଳ ଛଅ ଘଣ୍ଟା ପାଞ୍ଚ ମିନିଟ୍ ସମୟରେ...

ହାଇୱା ଧକ୍କାରେ ସିକ୍ୟୁରିଟି ଗାର୍ଡ ଗୁରୁତର

ଲକ୍ଷ୍ମୀପୁର ୦୭/୦୩ ଏକ ହାଇୱା ଧକ୍କାରେ ଜଣେ ସିକ୍ୟୁରିଟି ଗାର୍ଡ ଗୁରୁତର ଆହତ ହୋଇଛନ୍ତି।ଘଟଣାଟି ଲକ୍ଷ୍ମୀପୁର ବ୍ଲକ୍ କାକିରିଗୁମା ଥାନା...

ଶିଶୁଵିକାଶ କାର୍ଯ୍ୟାଳୟ ତରଫରୁ ମହିଳା ଙ୍କ ଅଧିକାର ସମ୍ପର୍କିତ କର୍ମଶାଳା।

ଲକ୍ଷ୍ମୀପୁର ୦୭/୦୩ … ଲକ୍ଷ୍ମୀପୁର ଶିଶୁଵିକାଶ କାର୍ଯ୍ୟାଳୟ ର ସିଡିପିଓ ପାର୍ବତୀ ଆଚାର୍ଯ୍ୟ ଙ୍କ ପରିଚାଳନା ରେ ଅଙ୍ଗନବାଡି କର୍ମୀ,...

ମୋ ସ୍କୁଲ ଅଭିଯାନରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତ ଅନ୍ତର୍ଗତ ନାଡ଼ାପାଟାଙ୍ଗା ସ୍ଥିତ ସରକାରୀ ଉଚ୍ଚ...

ମହିଳା ଶିକ୍ଷା ଓ ସଚେତନତା ଆଜିର ମୁଖ୍ୟ ଆବଶ୍ୟକତା : ବସନ୍ତପଡାରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହ

କଳାହାଣ୍ଡି,୦୭/୦୩-ଆଜି ମଣିଷ ଅନେକ କ୍ଷେତ୍ରରେ ପ୍ରଗତି ସହିତ ଅନେକ ସଫଳତା ହାସଲ କରିସାରିଛି । ସୃଷ୍ଟିର ରହସ୍ୟଭେଦ କରିବାକୁ ଅଗ୍ରସର...

ମୋହନା ଗ୍ରାମ ପଞ୍ଚାୟତ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବା ଦାବିରେ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ ପାରଳାଖେମୁଣ୍ଡି:୭/୩(ଗରୁଡ ଧ୍ଵଜ ଚୌଧୂରୀ)ଗଜପତି ଜିଲ୍ଲା ମୋହନା ବ୍ଲକର ସଦର ମହକୁମା ମୋହନାକୁ ଏନଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ)ମାନ୍ୟତା ଦାବି ଏବେ ଯୋର ଧରିଛି । ଆଜି ମୋହନା ଉନ୍ନୟନ ପରିଷଦ ଏବଂ ଏମ କେ ସି ଜି ଯୁବକ ସଂଘ, ନୀଳକଣ୍ଠେଶ୍ଵର ବଣିକ ସଂଘ, ଓକିଲ ସଂଘ ଓ ମହିଳା ସଂଘ, ସାମ୍ବାଦିକ ସଂଘ,ସମେତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ହାଇସ୍କୁଲ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୋହନାକୁ ଏନଏସି(ବିଜ୍ଞାପିତ ଅଞ୍ଚଳ ପରିଷଦ)ମାନ୍ୟତା ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କ ଅନୁପସ୍ଥିତିରେ ଦାୟିତ୍ଵରେ ଥିବା ଅଧିକାରୀ ବେଣୁଧର ଚଣ୍ଡ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମୋହନା ର ପ୍ରତି ଛକ ରେ ପଥପ୍ରାନ୍ତ ସଭା କରି ବୁଦ୍ଧିଜିବୀ ମାନେ ଉଦବୋଧନ ଦେଇଥିଲେ କି ଦକ୍ଷିଣ ଓଡିଶା ପ୍ରତି ରାଜ୍ଯ ସରକାର ଙ୍କ ସବୁବେଳେ ସବୁ କ୍ଷେତ୍ରରେ ଅବହେଳା ଅଣଦେଖା ରହୁଛି, ଗଜପତି ଜିଲ୍ଲା ଶାନ୍ତିପ୍ରିୟ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲା କୁ ପ୍ରତି କାର୍ଯ୍ୟ ରେ ଅବହେଳା କରାଯାଉଛି, ରାଜ୍ଯ ଯାହା ଅନୁମୋଦନ ଦେଉଛି ତାହା ଗଜପତି ଜିଲ୍ଲା ପହଁଞ୍ଚିବା ବହୁ ବିଳମ୍ବ ହେଉଛି, ରାଜ୍ଯ ସରକାର ୩୫ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷାଣ କଲେ ମୋହନା କୁ କିପରି ଭୁଲିଗଲେ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସୀ। ରାଜ୍ଯ ର ଅଧିକାଂଶ ମନ୍ତ୍ରୀ ଏହି ମୋହନା ରାସ୍ତା ଦେଇ ଯିବା ଆସିବା କରନ୍ତି ସେହି ମନ୍ତ୍ରୀ ମାନେ ସ୍ଵତନ୍ତ୍ର ଦୃଷ୍ଟି ଦେବା କଥା ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନ କାରି l ମୋହନାକୁ ଏନଏସି ମାନ୍ୟତା ପାଇଁ ମୋହନା ବାସି ବହୁବାର ଦାବି କରି ଆସୁଥିଲେ ସୁଦ୍ଧା ଦାବି ପୂରଣ ହୋଇନାହିଁ । ଯଦି ସରକାର ଆଗାମୀ ୧୦ ତାରିଖ ମଧ୍ୟରେ ଦାବି ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବା ସହ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ମୋହନା ବାସୀ ।

ପାରଳାଖେମୁଣ୍ଡି:୭/୩(ଗରୁଡ ଧ୍ଵଜ ଚୌଧୂରୀ)ଗଜପତି ଜିଲ୍ଲା ମୋହନା ବ୍ଲକର ସଦର ମହକୁମା ମୋହନାକୁ ଏନଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ)ମାନ୍ୟତା ଦାବି ଏବେ...

ମହିଳା ଦିବସରେ ଲକ୍ଷ୍ୟଭେଦ ପ୍ରତିଯୋଗିତା,ମହିଳାମାନେ ସଶକ୍ତ ହେଲେ ରାଷ୍ଟ୍ର ସଶକ୍ତ ହେବ

କଳାହାଣ୍ଡି:୦୭/୦୩ ନ୍ୟାସନାଲ ୟୁନିଅନ ଅଫ ବ୍ୟାକୱାର୍ଡ କ୍ଲାସ ଓ କଳାହାଣ୍ଡି ବିକାଶ ପରିଷଦର ମିଳିତ ଆୟୋଜନରେ ଗୁରୁବାର ଦିନ ମହିଳା...

ସମିତି ସଭ୍ୟା ଙ୍କ ନେତୃତ୍ୱରେ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ତହସିଲଦାର ଓ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

କୋକସରା:୦୭/୦୩ କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ସମିତି ସଭ୍ୟା ରଶ୍ମିତା ଦୁରୀଆ ଙ୍କ ନେତୃତ୍ୱରେ ଜୟପାଟଣା ପଞ୍ଚାୟତର ବିଭିନ୍ନ ସମସ୍ୟା...

ମୋ ସ୍କୁଲ ଅଭିଯାନ ବିଦ୍ୟାଳୟ ସ୍ତରୀୟ ଉତ୍ସଵ ଅନୁଷ୍ଠିତ।

କୋକସରା:୦୭/୦୩ କୋକସରା ସଦର ମହକୁମା ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁବାର ମୋ ସ୍କୁଲ ଅଭିଯାନ ବିଦ୍ୟାଳୟ ସ୍ତରୀୟ ଉତ୍ସଵ...