Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ପୁରୀ ଶ୍ରୀମନ୍ଦିରରୁ ଆସିଲେ ସେବାୟତ,ଆଶିର୍ବାଦ କଲେ ଧର୍ମେନ୍ଦ୍ରଙ୍କୁ

ପୁରୀ ଶ୍ରୀମନ୍ଦିରରୁ ଆସିଲେ ସେବାୟତ,ଆଶିର୍ବାଦ କଲେ ଧର୍ମେନ୍ଦ୍ରଙ୍କୁ ସମ୍ବଲପୁର:ପୁରୀ ଶ୍ରୀ ମନ୍ଦିରରୁ ମହାପ୍ରଭୁ ଜଗନ୍ନାଥଙ୍କ ସେବାୟତ ମାନେ ସମ୍ୱଲପୁର ଆସି...

ବିଜେପି ରେ ସାମିଲ ହେଲେ ବିଜେଡ଼ି ନେତା

ସମ୍ବଲପୁର:ଆଜି ସମ୍ବଲପୁର ରେ ଦୁଇଟି ପୃଥକ୍ ପୃଥକ୍ କାର୍ଯ୍ୟକ୍ରମ ରେ ଦେବଗଡ଼ ଜିଲ୍ଳା ଓ ରେଙ୍ଗାଲି ଅଞ୍ଚଳ ର କିଛି...

କର୍ଲାମୁଣ୍ଡା ବ୍ଲକ….୫୫ବୁଥ ରେ ମତଦାନ ସାବ୍ୟସ୍ତ କରିବେ ୪୫୦୨୬ଭୋଟର

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ସୋମବାର ମତଦାନ ହେବ।ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି। ତେବେ ଏହି...

ବୀରମହାରାଜପୁର ର ସୁଲୋଚନା ହୋତା ହେଲେ ମହିଳା ବିଜେଡ଼ି ରାଜ୍ୟ ସମ୍ପାଦକ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରେ ସୁଲୋଚନା ହୋତାଙ୍କୁ ରାଜ୍ୟ ବିଜୁ ମହିଳା ଜନତା...

38 ଲିଟର ମଦ ଜବତ କରି 3 ଜଣଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବଲିପାଲି , ମସିଣାପାଲି , ବହଳପଦର ଠାରେ...

ବିକାଶ ନର୍ସିଂ କଲେଜ ଠାରେ ଆନ୍ତର୍ଜାତିକ ସେବିକା ଦିବସ ସମାରୋହ ଅନୁଷ୍ଠିତ।

କଳାହାଣ୍ଡି:୧୨/୦୫ ବିକାଶ ନର୍ସିଂ କଲେଜ ଠାରେ ‘ଆନ୍ତର୍ଜାତିକ ସେବିକା ଦିବସ’ ପାଳିତ ହୋଇଯାଇଅଛି | ଏହି ଉତ୍ସବରେ ରାଷ୍ଟ୍ରପତି ପୁରସ୍କୃତ...

ସମଲେଶ୍ୱରୀ ନର୍ସିଙ୍ଗ କଲେଜରେ ସେବିକା ଦିବସ ପାଳିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡାସ୍ଥିତ ସମଲେଶ୍ୱରୀ ନର୍ସିଙ୍ଗ କଲେଜରେ ଅନୁଷ୍ଠାନର ସଭାପତି ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ସମାରୋହ...

ସମଲେଶ୍ୱରୀ ନର୍ସିଙ୍ଗ କଲେଜରେ ସେବିକା ଦିବସ ପାଳିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡାସ୍ଥିତ ସମଲେଶ୍ୱରୀ ନର୍ସିଙ୍ଗ କଲେଜରେ ଅନୁଷ୍ଠାନର ସଭାପତି ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ସମାରୋହ...

“ସଙ୍ଗମ “ର ଅକ୍ଷୟ ମିଳନ ସାହିତ୍ୟ ଉତ୍ସବ ।

ଅସ୍ତରଙ୍ଗ,,ନିମାପଡା ବ୍ଲକ ଅଧିନ ସଙ୍ଗମ ଚାରିଟେବୁଲ ଟ୍ରଷ୍ଟ ତରଫରୁ ନିମାପଡ଼ା ସ୍ଥିତ ଟାଉନ ହଲ ରେ ପବିତ୍ର ଅକ୍ଷୟ ତୃତୀୟା...

ଅଚେତ ଯୁବକକୁ ମୃତ୍ୟୁ ଘୋଷଣା କଲେ ଡାକ୍ତର

ସମ୍ବଲପୁର(ଡଙ୍ଗରପଡା):ରାତିରେ ଖାଇ ପି’ ଶୋଇଥିବା ଜଣେ ଅଚେତ ଯୁବକକୁ ଡାକ୍ତର ମୃତ୍ୟୁ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା...

୍ରଚାର ମୈଦାନରେ ପ୍ରସିଦ୍ଧ ଓଡ଼ିଆ ଫିଲ୍ମ ଅଭିନେତା ଧୀରେନ୍ଦ୍ର ତ୍ରିପାଠୀ ତଥା ସୁଶାନ୍ତ ଶୁସୁ ଭବାନୀପାଟଣା ବିଧାନସଭା ପ୍ରାର୍ଥୀ ରମେଶ ନାଏକ (ରାବଣ)ଙ୍କ ଆପ୍ ର ଭୋଟ ଭିକ୍ଷା କରି ଯୋର ଶୋରରେ ମାରାଥନ ପ୍ରଚାର

କଳାହାଣ୍ଡି, ୧୨/୦୫ (ଜଗନ୍ନାଥ ନାଏକ) : ପାଖେଇ ଆସୁଛି ନିର୍ବାଚନ । ଜମୁଛି ପ୍ରଚାର। ସମସ୍ତ ପ୍ରାର୍ଥୀ ରଣାଙ୍ଗନରେ ଅବତୀର୍ଣ୍ଣ...

ଆଜି ସର୍ବସ୍ଵ ହରାଇ କାନ୍ତା ନାଏକ ବୟସ ୭୨ ବର୍ଷ ରାସ୍ତା ଉପରେ ଶତାୟୁ କୋଶଲ୍ଯା ନାଏକ ଙ୍କ ଦୁଃଖ ବୁଝିବ କିଏ ?

କଳାହାଣ୍ଡି, ୧୨/୦୫ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଗୋପବନ୍ଧୁ ପଡା ୱାର୍ଡ ନଂ ୧୮ ଠାରେ...