Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ଶିଶୁ ବଳି ଯୋଜନା ପଣ୍ଡ ତାନ୍ତ୍ରିକ ଓ ସହଯୋଗୀ ଗିରଫ

ଝାରସୁଗୁଡା ୨୮/୫ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କନକତୋରା ପଞ୍ଚାୟତ ଝାରଗାଁ ନିକଟସ୍ଥ ସେମେଲ ଡୁଙ୍ଗୁରି...

କୋଟସମଲାଇ ହାଇସ୍କୁଲ ର ପୂଜା କମ୍ପ ମାଟ୍ରିକ ପରୀକ୍ଷାରେ 499 ମାର୍କ ରଖି ଟପ୍ପର ହୋଇଛନ୍ତି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଲାଇ ର ଛାତ୍ରୀ ପୂଜା...

ରାଜସ୍ୱ ନିରୀକ୍ଷକ ଙ୍କୁ ବିଦାୟ ତହସିଲ କାର୍ଯ୍ୟାଳୟ ରେ କାଳୀନ ସମ୍ବର୍ଦ୍ଧନା।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ତହସିଲ କାର୍ଯ୍ୟାଳୟ ଅନ୍ତର୍ଗତ କୁସୁମଖୁଣ୍ଟି ରାଜସ୍ୱ ନିରୀକ୍ଷକ ଅଗ୍ନି କୁମାର ନାଏକ ଚାକିରୀ ଜୀବନ...

ସାପ କାମୁଡ଼ାରେ +୨ ବାଣିଜ୍ୟ ଙ୍କ ମୃତ୍ୟୁ, ଅଧୁରା ରହିଲା ମା ବାପା ଙ୍କ ସ୍ବପ୍ନ ।

କଳାହାଣ୍ଡି:୨୮/୦୫ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ସର୍ଗିଗୁଡା ନିଜ ମାମୁ ଘର କୁ ଆସିଥିବା ଭଣଞ୍ଜl ବୋଲେଶ୍ୱର ମାଝୀଙ୍କ...

ଅମରପାଲି ଝିଅ ଇପ୍ସିତା ମାଟ୍ରିକ ପରୀକ୍ଷାରେ 92 ପ୍ରତିଶତ ମାର୍କ ରଖି ଇଂଜିନିୟରିଂ ପଢିବାକୁ ଆଗ୍ରହୀ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମ ର ଶିକ୍ଷକ ପ୍ରାଣବନ୍ଧୁ ସାହୁଙ୍କ...

ଲାଲବାହିନୀର ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନିରବତା ପରେ ଲାଲବାହିନୀ କନ୍ଧମାଳ ଜିଲ୍ଲାରେ ରକ୍ତମୁଖା ହୋଇଉଠିଛି । ପୋଲିସ...

ନୂତନ ଆଞ୍ଚଳିକ ବିଦ୍ୟୁତ ସଂଗ୍ରାମ ସମିତି କମିଟି ଗଠିତ

ଝାରସୁଗୁଡା ୨୭/୫ (ଓଡ଼ିଶା ନ୍ୟୁଜ) ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଯୋଗୁଁ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଲାଗି ରହିଛି ।...

ଘର ଆଗରୁ କୁଣ୍ଡା ବୋଝେଇ ମାକ୍ସ ପିକ ଅପ ଭ୍ୟାନ ଚୋରି….ପୋଲିସ ର ସିସି ଟିଭି କାର୍ଯ୍ୟକ୍ଷମ ପାଈଁ ଦାବୀ..

ଲକ୍ଷ୍ମୀପୁର ୨୭/୦୫ . କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ରେଲୱେ ଷ୍ଟେସନ ରାସ୍ତା ରେ ରହୁଥିବା ଜଣେ ବ୍ୟବସାୟୀ ଙ୍କ...

ପାହାଡେଶ୍ୱର ବାବା ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଭୂମି ପୂଜନ ଉତ୍ସଵ ଅନୁଷ୍ଠିତ।

କଳାହାଣ୍ଡି: ୨୮/୦୫ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଫୁଫ ଗାଁ ପଞ୍ଚାୟତ ଫୁଫଗାଁ ଠାରେ ବାବା ପାହାଡେଶ୍ୱର ଶୈବପୀଠ ମନ୍ଦିର...

ସୁବର୍ଣ୍ଣପୁର ରେ ମହିଳା ପୋଷାକ ତିଆରି ତାଲିମ ଶିବିର

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଷ୍ଟେଟ ବ୍ଯାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଆନୁକୁଲ୍ୟରେ ଆଜି...

ସୁବର୍ଣ୍ଣପୁର ଜିଲ୍ଲା ର ମାଟ୍ରିକ ବୋର୍ଡ ପରୀକ୍ଷାରେ ପାସ ହାର 97.11 ପ୍ରତିଶତ ଥିବାବେଳେ ବୀରମହାରାଜପୁର ଉପଖଣ୍ଡର ବହୁ ସ୍କୁଲ ରେ ଉତ୍ତୀର୍ଣ୍ଣ ସଫଳତା ଶତ ପ୍ରତିଶତ ରହିଛି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ମାଟ୍ରିକ ବୋର୍ଡ ପରୀକ୍ଷାରେ ପାସ ହାର 97.11 ପ୍ରତିଶତ ଥିବାବେଳେ ବୀରମହାରାଜପୁର...

ମୁରଲୀପାଲି ଏଏଚଏସଏସ ଛାତ୍ର ବିମଳ ଦେହେରି ଜିଲ୍ଲା ସ୍ତରୀୟ ଟପ୍ପର

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ରେଜଲ୍ଟ ମୁରଲୀପାଲି ଏଏଚଏସଏସ ଛାତ୍ର ଜିଲ୍ଲା ସ୍ତରୀୟ ଟପ୍ପର ଝାରସୁଗୁଡା ୨୭/୫ (ଓଡ଼ିଶା ନ୍ୟୁଜ)...