Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: କାର୍ଯ୍ୟକ୍ଷମ ହେବ ବରଗଡ଼ କ୍ୟାନ୍ସର ହସ୍ପିଟାଲ

ସମ୍ବଲପୁର:ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ବରଗଡ଼ କ୍ୟାନ୍ସର ହସ୍ପିଟାଲ ବୋଲି ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।...

ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ବ୍ୟକ୍ତିତ୍ବର ସାମଗ୍ରିକ ବିକାଶ ପାଠ୍ୟକ୍ରମ ଉଦଘାଟିତ।

ଗୋପାଳପୁର, ୧୯/୦୯ ରଙ୍ଗେଇଲୁଣ୍ଡା ଠାରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ଓ ମତ୍ସ୍ୟ...

ଚମ୍ପାମାଳ ରେ କୃଷକ ଓ ମହିଳା କୃଷିଯିବି ଙ୍କୁ ନେଇ କୃଷି ଭିତ୍ତିକ ତାଲିମ ଶିବିର ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚମ୍ପାମାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ କୃଷି ଓ କୃଷକ ବିକାଶ ସମ୍ପର୍କିତ...

କଳାହାଣ୍ଡି ଜିଲ୍ଲା କଲାର ସମାଜ ପକ୍ଷରୁ ବଡପୂଝାରୀଗୁଡା ଠାରେ ନୂଆଁଖାଇ ଭେଟଘାଟ।

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡପୂଝାରୀଗୁଡା ଧାନମଣ୍ଡି ପ୍ରାଙ୍ଗଣ ଠାରେ କଳାହାଣ୍ଡି ଜିଲ୍ଲା କଲାର ସମାଜ ପକ୍ଷରୁ ଜିଲ୍ଲା ସ୍ତରୀୟ...

ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟରେ ମା ପାଇଁ ଗଛ ଟିଏ

ସମ୍ବଲପୁର:ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁମିତା ପତ୍ରୀଙ୍କ ଅଧ୍ୟକ୍ଷତାରେ ଗତ ୧୭ -୦୯-୨୦୨୫ ଦିନ “ମା...

ଶିଶୁ ଥେରୋପି ସେଣ୍ଟର ପରିସରରେ କାନ୍ଥ ଓ ଗୋଲେଇ ପିଲର ମଧ୍ୟରେ ଫସି ଥିଲା ଶିଶୁର ମୁଣ୍ଡ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ଗୋପାଳପୁର ୧୯/୯ ଆମ୍ବପୁଆ ସ୍ଥିତ ଆଲୋକ ନଗର ଦ୍ୱିତୀୟ ଲାଇନରେ ଥିବା ଏକ ଚିଲଡ୍ରେନ ଥେରାଫି ସେଣ୍ଟର ପରିସରରେ କାନ୍ଥ...

ଜୋନାଲ ସ୍ତରୀୟ ବନ କ୍ରୀଡା ମହୋତ୍ସବ ଉଦଘାଟିତ।

ଗୋପାଳପୁର,୧୯/୦୯ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଖେଳ ପଡ଼ିଆରେ ଜୋନାଲ ସ୍ତରୀୟ ବନ କ୍ରୀଡ଼ା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଆୟୋଜିତ ଉତ୍ସବକୁ...

ଛତ୍ରପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ଡିଜିଟାଲ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ସହାୟକ ହୋଇଛି ଆଦାନୀ ଫାଉଣ୍ଡେସନ

ଗୋପାଳପୁର, ୧୯-୦୯-୨୦୨୫ : ଗୋପାଳପୁର ବନ୍ଦର ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ପ୍ରୟାସରେ ଆଦାନୀ ଫାଉଣ୍ଡେସନ ଜରିଆରେ ଛତ୍ରପୁର ସରକାରୀ...

ଧର୍ମଗଡ କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ସହ ଅନ୍ୟାନ୍ୟ ସମସ୍ୟା ସଂପର୍କିତ ଦାବୀନେଇ ଆଜି ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲା ଜଗନ୍ନାଥ ସେବା ସମିତି।

ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଶୀଙ୍କ ନେତୃତ୍ୱରେ ଆଜି ଜଗନ୍ନାଥ ସେବା ସମିତି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀ...

ପାଞ୍ଚ ବର୍ଷରେ ପଶ୍ଚିମ ଓଡ଼ିଶାରେ ୪.୫ ଲକ୍ଷରୁ ଅଧିକ ନୂତନ ବିଦ୍ୟୁତ୍ ସଂଯୋଗ ପ୍ରଦାନ କରିଛି ଟିପିଡବ୍ଲୁଓଡିଏଲ୍

ସମ୍ବଲପୁର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ବିଗତ...

ଶ୍ରୀ ରାମ ବିଜୟା ଦଶମୀ ମହୋତ୍ସବ ପାଇଁ ଭୂମି ପୂଜନ

ସମ୍ବଲପୁର:ଶୁକ୍ରବାର, ଶୁଭ ସମୟ ପ୍ରାତଃ ୧୦ଟା ୦୫ରେ “ଶ୍ରୀ ରାମ ବିଜୟା ଦଶମୀ ମହୋତ୍ସବ ସମିତି” ପକ୍ଷରୁ ଆଗାମୀ ସେପ୍ଟେମ୍ବର...

ରେଞ୍ଜରଙ୍କ ପୈତୃକ ଘର ସମେତ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ପକ୍ଷରୁ ମାରାଥନ ଚଢ଼ାଉ

ବାଲିଗୁଡା, ତା, ୧୯/୦୯ :(ସଞ୍ଜୟ କୁମାର ପାଣିଗ୍ରାହୀ) : ରାୟଗଡା ଜିଲା କାଶୀପୁର ବନାଞ୍ଚଳର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ...