Odisha Districts News
ଜିଲ୍ଲାପାଳ ଙ୍କ ଗୋପାଳପୁର ଏନ ଏ ସି ରେ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା।୨ ମାସ ମଧ୍ୟରେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ।
ଗୋପାଳପୁର,୦୪/୧୧ ଗୋପାଳପୁର ଏନ ଏ ସି ପକ୍ଷରୁ ଚାଲୁ ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ତଦାରଖ ସହ ସମୀକ୍ଷା...
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବାୟୋ ଟେକ୍ନୋଲୋଜି ଏବଂ ଜୁଲୋଜି ବିଭାଗର ଜାତୀୟ ସମ୍ମିଳନୀ ଉଦଯାପିତ
ଗୋପାଳପୁର ୪/୧୧ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଦୁଇ ଦିନଧରି ଚାଲିଥିବା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଭାଗ...
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଓୟୁଏଟି ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷର
ଗୋପାଳପୁର, ୪/୧୧ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱର ସ୍ଥିତ ଓୟୁଏଟି (ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ) ମଧ୍ୟରେ ଶୁକ୍ରବାର...
ୟୁନିଭରସିଟି ହାଇସ୍କୁଲ ରେ କମ୍ପ୍ୟୁଟର ପ୍ରଶିକ୍ଷଣ କର୍ମଶାଳା
ଗୋପାଳପୁର ୪/୧୧ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା ୟୁନିଭରସିଟି ହାୟର ସେକେଣ୍ଡାରୀ ସ୍କୁଲର ନବମ ଓ ଦଶମ ଶ୍ରେଣୀ...
ନାରାୟଣପୁର ଗ୍ରାମରେ ସନ୍ତୋଷୀ ମା’ ଙ୍କ ହୋମଯଜ୍ଞ ଗୋପାଳପୁର ୪/୧୧
ନାରାୟଣପୁର ଗ୍ରାମରେ ପୂଜା କମିଟି ପକ୍ଷରୁ ସନ୍ତୋଷୀ ମା’ଙ୍କ ହୋମଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଆଜି ଶୁଭଖୁଣ୍ଟି ସ୍ଥାପନ...
ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଗୋପାଳପୁର ୪/୧୧ ଆମ୍ବପୁଆ ସ୍ଥିତ ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ଆଜି ୨୦୨୩-୨୪ ଶିକ୍ଷାବର୍ଷର ନବାଗତ ବିଦ୍ୟାର୍ଥୀ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ...
ଆସ୍ଥା ଓ ବିଶ୍ୱାସ ର ଦେବତା ବୁଢାରଜା ଙ୍କ ବାର୍ଷିକ ଦଶରା, ଲାଠିଯାତ୍ରା ଦେଖିବାକୁ ପ୍ରବଳ ଜନ ସମାଗମ।
କୋକସରା,୦୪/୧୧(ସନତ ପ୍ରଧାନୀ) ଆସ୍ଥା ଓ ବିଶ୍ୱାସ ର ଦେବତା ପ୍ରଭୁ ବୁଢ଼ାରଜା ଙ୍କ ବାର୍ଷିକ ଦଶର ଶନିବାର ମହା ଆଡମ୍ବରରେ...
ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକନଭେମ୍ବର ୨୯ ରୁ ମାର୍ଚ୍ଚ ୩୧ତାରିଖ ମଧ୍ୟରେ ପର୍ଯ୍ୟାୟ କ୍ରମେ ମଣ୍ଡି ରୁ ଧାନ ସଂଗ୍ରହ ଆରମ୍ଭ
ଭବାନୀପାଟଣା, ୦୪/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ...
ସ୍ଵେଚ୍ଛାସେବୀ ସଂଗଠନ ଦାପ୍ତା, ର ଅଧ୍ୟକ୍ଷ ରାଜକିଶୋର ଶର୍ମା(ରାଜୁ)୬୨ଙ୍କ ହୃଦଘାତରେ ପରଲୋକ
ଭବାନୀପାଟଣା, ୦୪/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ସ୍ସ୍ଵେଚ୍ଛାସେବୀ ସଂଗଠନ ଦାପ୍ତା, ର ଅଧ୍ୟକ୍ଷ ରାଜକିଶୋର...
ଧାନକ୍ରୟ ପ୍ରସ୍ତୁତି ନିମନ୍ତେ ବୈଠକ
ଦେବଗଡ଼: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ୨୦୨୩-୨୪ ଖରିଫ ବର୍ଷ ନିମନ୍ତେ ଧାନକ୍ରୟ ପ୍ରସ୍ତୁତି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ...
ସି ଆର ପି ଏଫ୍ ଯବାନ୍ ଙ୍କୁ ନିଜ ଜନ୍ମ ମାଟିରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କଳାପଥର (ନୂଆଗାଁ)ର ଜଣେ ସିଆରପିଏଫ ଯବାନଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।...
ସଂଗ୍ରାମପୁର ହାଇ ସ୍କୁଲ ର ତିନି ଜଣ ଛାତ୍ରୀ ରାଜ୍ୟ ସ୍ତରୀୟ ଦୌଡ ପ୍ରତିଯୋଗୀତାକୁ ମନୋନୀତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସଂଗ୍ରାମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ତିନିଜଣ ଛାତ୍ରୀ ରାଜ୍ୟ ସ୍ତରୀୟ...
