Odisha Districts News

ଭଞ୍ଜନଗର ରୋଟାରୀ କ୍ଲବ ର ବିଶ୍ଵ ସ୍ତନ୍ୟପାନ ସଚେତନତା କାଯ୍ୟକ୍ରମ
ବେଲଗୁଣ୍ଠା,08/08,ଅଗଷ୍ଟ ପହିଲାରୁ ସାତ ତାରିଖ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଉଥିବାବେଳେ ଆଜି ଭଞ୍ଜନଗର ରୋଟାରି କ୍ଲବ...

ସରକାରୀ ଜମିରୁ ମାଟି ନେଇ କୋଠା ନିର୍ମାଣ କରିବା ମହଙ୍ଗା ପଡ଼ିଲା ପାରଳାଖେମୁଣ୍ଡି:୮/୮( ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ସରକାରୀ ଜମିରୁ ମାଟି ଖୋଳି ନେଇ କୋଠା ନିର୍ମାଣ କରିବା ମହଙ୍ଗା ପଡିଲା. ଏନେଇ ସରକାରୀ ଜମିରୁ ଜଣେ ଠିକାଦାର ବିନା ଅନୁମତିରେ ମାଟି ଖୋଳି କୋଠା ନିର୍ମାଣ କରିବା ବିରୁଦ୍ଧରେ ଖଣି ବିଭାଗ ତରଫରୁ ନୋଟିସ ଜାରି କରି ତାଗିଦ କରିଥିବା ସୂଚନା ମିଳିଛି. ଗୁମ୍ମା ବ୍ଲକ ପାହାଡ଼ ପର୍ବତ ଶିଖରରେ ରହିଥିବା ବେଳେ ପ୍ରତି ବର୍ଷ ଲଗାଣ ବର୍ଷା ଲାଗି ରହିଲେ ପାହାଡ଼ରୁ ମାଟି ଅତଡ଼ା ଖସିବାର ନଜୀର ରହିଛି। ଗତମାସ ୯ତାରିଖରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଗୁମ୍ମା ବ୍ଲକ ଗସ୍ତ ସମୟରେ ରାଣୀ ପର୍ବତରୁ ମାଟି ଖନନ ହେଉଥିବା ଦେଖିଥିଲେ।ତୁରନ୍ତ ସ୍ଥାନୀୟ ତହସିଲଦାରଙ୍କୁ ଉକ୍ତ ସ୍ଥାନରେ କେଉଁ କାରଣରୁ ପର୍ବତ ମାଟି ଖନନ କରାଯାଉଛି ବୋଲି ପଚାରି ବୁଝିବା ସହ ରିପୋଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ପର୍ବତ ମାଟି ଖଳିବା ଦ୍ଵାରା ପର୍ବତର ଆଦ୍ରତା କମିଯାଏ ଯାହାଫଳରେ ଭୁସ୍ଥଳନ ହେବାର ସମ୍ଭାବନା ଅଧିକ ରୋହିଥାଏ ବୋଲି କହିଥିଲେ ଶ୍ରୀ ପ୍ରଧାନ।ତହସିଲଦାର ଦେବୀ ପ୍ରସନ୍ନ ସରସ୍ବରଙ୍କ କହିବା ଅନୁଯାୟୀ ଖାତା ନମ୍ବର ୬୯୬ ରାଣୀ ପର୍ବତ ସରକାରୀ ଜମି ଉପରୁ ବେଆଇନ ଭାବେ ମାଟି ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ନୂତନ କୋଠା ନିର୍ମାଣ ପାଇଁ ବ୍ୟବହାର କରାଯାଇଥିବା ସେ କହିଥିଲେ ଏବଂ ଏସବୁର ଦାୟିତ୍ୱ ବର୍ତ୍ତମାନ ଖଣି ବିଭାଗକୁ ନ୍ୟସ୍ତ କରାଜାଇ ଥିବା ସୂଚନା ଦେଇଥିଲେ। ଜିଲ୍ଲା ଖଣି ନିରୀକ୍ଷକ ଅଧିକାରୀ ଦିପେନ ପରିଡ଼ା ଉକ୍ତ ପର୍ବତ ଖନନ ସ୍ଥାନକୁ ଯାଇ ତଦାରଖ କରିଥିଲେ ଏବଂ ଏଠାରୁ ବହୁ ପରିମାଣର ମାଟି ପଥର ଖନନ କରାଯାଇ ନୂତନ ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୋଠା ଘର ନିର୍ମାଣରେ ବ୍ୟବହାର କରାଯାଇଥିବା କହିଛନ୍ତି।ତେବେ ସରକାରୀ ରାଜସ୍ୱ ଆଦାୟ ବାବଦରେ ଉକ୍ତ ଏନବିସିସି ଠିକା ସଂସ୍ଥାର ଠିକାଦାରଙ୍କୁ ନୋଟିସ ଜାରି କରାଯାଇଛି ବୋଲି ଗଜପତି ଜିଲ୍ଲା ଖଣି ନିରୀକ୍ଷକ ଅଧିକାରୀ ଦିପେନ ପରିଡ଼ା ସାମ୍ବାଦିକ ମାନଙ୍କୁ କହିଛନ୍ତି। ପରେ ଏନେଇ ଏନବିସିସି ଠିକା ସଂସ୍ଥାର ଠିକାଦାରଙ୍କ ମତାମତ ଜାଣିବା ନେଇ ଆମ ଜିଲ୍ଲା ପ୍ରତିନିଧି ଗରୁଡ଼ ଧ୍ଵଜ ଚୌଧୁରୀ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ଯ ତାଙ୍କ ଯୋଗା ଯୋଗ ହୋଇ ପାରିନଥିଲା l
ପାରଳାଖେମୁଣ୍ଡି:୮/୮( ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ସରକାରୀ ଜମିରୁ ମାଟି ଖୋଳି ନେଇ କୋଠା ନିର୍ମାଣ କରିବା ମହଙ୍ଗା ପଡିଲା....

ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ହକାଥନ୍ ପ୍ରତିଯୋଗିତା ଅନଷ୍ଠିତ
ପାରଳାଖେମୁଣ୍ଡି:୮/୮(ଗରୁଡ଼ ଧ୍ୱଜI ଚୌଧୁରୀ)ଜିଲ୍ଲା ସ୍ତରୀୟ ହକାଥନ୍ ପ୍ରତିଯୋଗିତା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।...

ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ୭୮ ତମ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ
ପାରଳାଖେମୁଣ୍ଡି:୮/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ଠାରେ ଆସନ୍ତା ଜିଲ୍ଲା ସ୍ତରୀୟ...

ଗୁଳିକାଣ୍ଡରେ ପିଏସଓ ଙ୍କ ସମେତ ୨ ମୃତ୍ୟୁ ଘଟଣା, ଅତ୍ୟଧିକ ମଦ୍ୟପାନ ହିଁ ମୁଖ୍ୟ କାରଣ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚୁଲିମାଲ ଗ୍ରାମରେ ଗତ ୬ ତାରିଖ...

କାଦୁଅ ପଚ ପଚ ରାସ୍ତା::ଲାଡମ ପାଳି ନୁଆଁ ପଡା ଓ ମୁଣ୍ଡା ପଡାବାସୀଙ୍କୁ ଭରସାେ
ସମ୍ବଲପୁର/କୁଚିଣ୍ଡା:ସ୍ୱାଧୀନତାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ ଲାଡମ ପାଳି ନୁଆଁ ପଡା ଓ ମୁଣ୍ଡା ପଡା ବାସୀଙ୍କ...

ଅଗଷ୍ଟ ୧୦ରୁ ୧୯ ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସୁବର୍ଣ୍ଣପୁର...

ଶହୀଦ୍ ଲୋକନାଥ ପଣ୍ଡା ଅଲୋଡା ନାୟକ ହୋଇ ବଳି ପଡିଗଲେ
ସମ୍ବଲପୁର:ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ହୋଇଥିବା ସମ୍ବଲପୁର ମହାସଂଗ୍ରାମରେ ଶହୀଦ ଲୋକନାଥ ପଣ୍ଡାଙ୍କ ଭୂମିକା ଅଗ୍ରଣୀ ହୋଇଥିଲେ ହେଁ ତାଙ୍କ...

ପ୍ରସନ୍ନ ଆଚାର୍ଯ୍ୟଙ୍କ ଜନ୍ମ ଦିନକୁ ଅଭିନବ ଓ ନିଆରା ଢ଼ଙ୍ଗରେ ପାଲିଲେ ସମର୍ଥକ,ଶୁଭେଚ୍ଛୁ
ସମ୍ବଲପୁର:ବିରୋଧୀ ଦଳ ଉପ ନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଆଜି ୭୫ତମ ଜନ୍ମଦିନ ନିଆରା ଓ ଅଭିନବ...

ରକ୍ତଦାତାଙ୍କ ଭିମସାରକୁ ଶରୀର ଦାନ
ସମ୍ବଲପୁର:ନିୟମିତ ବି ପୋଜିଟିଭ୍ ରକ୍ତଦାତା ଅନ୍ତର୍ଜାମୀ ତ୍ରିପାଠୀ ୮୬ଙ୍କ ପରଲୋକ ପରେ ଆଜି ତାଙ୍କ ମର ଶରୀରକୁ ବୁର୍ଲା ଭିମସାର...

ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ନିଶ୍ଚେତକ ଡାକ୍ତର ପାଇଲେ ନିଯୁକ୍ତି
ସମ୍ବଲପୁର: ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ରେ ନିଶ୍ଚେତକ ଡାକ୍ତର ଙ୍କ ନିଯୁକ୍ତି ।ଦୀର୍ଘ ଦିନଧରି ଖାଲି ପଡିଥିବା ଏହି...

ଲଗାଣ ବର୍ଷା ଯୋଗୁଁ ବିପଦ ସଙ୍କୁଳ ଅବସ୍ଥାରେ ମେଣ୍ଢାମାଳ – ବୀରମହାରାଜପୁର ରାସ୍ତା ର ବାଗଡ଼ିଆ ନାଳ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହlରାଜପୁର ଅଂଚଳ ରେ ଦୁଇ ଦିନ ହେଲା ଲଗାଣ ବର୍ଷା ଯୋଗୁଁ...