Odisha Districts News
ଜଗତଜନନୀଙ୍କ ନବରାତ୍ର ପୂଜା, ଦ୍ୱିତୀୟ ଦିନରେ ପ୍ରବଳ ଗହଳି
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ମାଆ ଜଗତ ଜନନୀଙ୍କ ନବରାତ୍ର ପୂଜାର ଶୁକ୍ରବାର ଦ୍ୱିତୀୟ ଦିନରେ ବିଭିନ୍ନ ଦେବୀ ପୀଠରେ...
ଗୁମ୍ମା ଏ ଡି ଏସ ସଙ୍ଗଠନ ପକ୍ଷରୁ ଜଳଛାୟା ସଂଗଠନ ଟ୍ରଷ୍ଟ ପକ୍ଷରୁ ଦୁଇଦିନିଆ ଛେଳି ପାଳନ ତାଲିମ କାର୍ଯକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି:୪/୧୦(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଏଡ଼ିଏସ କାର୍ଯ୍ୟାଳୟ ଠାରେ ଦୁଇ ଦିନିଆ ଛେଳି ପାଳନ...
ଆଜି ତାରା ବେଶ ରେ ଦର୍ଶନ ଦେଉଛନ୍ତି ମା ସୁରେଶ୍ଵରୀ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ନବରାତ୍ରର ଦ୍ବିତୀୟ ଦିନରେ ସୋନପୁରର ଇଷ୍ଟ ଦେବୀ ମା ସୁରେଶ୍ଵରୀଙ୍କ ପୀଠରେ...
ସୁବାସ ନାୟକ ପାଇବେ ବିଜୁ ପଟ୍ଟନାୟକ ବନ୍ୟ ପ୍ରାଣୀ ସଂରକ୍ଷକ ସମ୍ମାନ
ସମ୍ବଲପୁର:ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ଚଳିତ ବର୍ଷର ବିଜୁ ପଟ୍ଟନାୟ ସ୍ମୁତି ବନ୍ୟ ପ୍ରାଣୀ ସଂରକ୍ଷକ...
ଜବର ଦଖଳରେ ଜର୍ଜ ହାଇସ୍କୁଲ ପଡ଼ିଆ: ବିଧାୟକ ଓ ଜିଲ୍ଲାପାଳଙ୍କୁ ଶତବାର୍ଷିକୀ କମିଟି ଦେଲେ ଦାବିପତ୍ର
ସମ୍ବଲପୁର: ବରଗଡ଼ଜିଲ୍ଲାର ସର୍ବ ପୂରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ସଂଲଗ୍ନ ପଡ଼ିଆକୁ ପୂର୍ବରୁ ବିଦ୍ୟୁତ ବିଭାଗ ବିନା ଅନୁମତିରେ ଦୁଇଟି...
ପାଣି ପାଇଁ ଆସି ଏକ ଦନ୍ତl ହାତୀ କେନାଲ ଭିତରେ ରହିଲା ; ବନ ବିଭାଗ ପକ୍ଷରୁ ହାତୀକୁ ଘଉଡ଼ାଇଲେ ନିକଟସ୍ଥ ଜଙ୍ଗଲକୁ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧୀନ ରେ ଥିବା କ୍ଷୀରପୁର ଜଙ୍ଗଲ ରୁ ଏକ...
ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଲେ ସୁବାସିନୀ, ମାଗିଲେ ପାଇଖାନା
ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ୪୦ ନମ୍ବର ୱାର୍ଡରୁ ଆସିଛି ସ୍ୱଚ୍ଛତା ବିରୋଧରେ ଏକ ଭାୟାନକ ସତ୍ୟତା। ସୁବାସିନୀ ଗର୍ଡିଆ...
ଭୋଜପୁରରେ ଗାନ୍ଧୀ ଜୟନ୍ତୀ ଓ ପ୍ରତିଭା ଚୟନ ପ୍ରତିଯୋଗିତା
ଜମନକିରା : ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଧିନସ୍ଥ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଭୋଜପୁର ସରକାରୀ ଉଚ୍ଚ...
ମାଡ଼ ପିଟ୍ ଅଭିଯୋଗରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ, ଦୁଇଟି ମାମଲା ରୁଜୁ
ଜମନକିରା : ଜମନକିରା ଥାନା ସଦର ମହକୁମାରେ ଗତକାଲି ମାଡ଼ ପିଟ ଅଭିଯୋଗରେ ଉଭୟ ଆଡୁ ୨ ମାମଲା ରୁଜୁ...
ଗଜପତି ଜିଲ୍ଳାର କାଶୀନଗର ଠାରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ଦିବସ ପାଳିତ
ପାରଳାଖେମୁଣ୍ଡି:୩/୧୦(ଗରୁଡ଼ ଧ୍ୱଜ ଚୌଧୁରୀ)କୃଷକ ସଂଗଠନ ମାନଙ୍କ ସର୍ବଭାରତୀୟ ମଞ୍ଚ “ସଂଯୁକ୍ତ କିଶାନ୍ ମୋର୍ଚ୍ଚା” ପକ୍ଷରୁ ଆଜି ସର୍ବଭାରତୀୟ ପ୍ରତିବାଦ ଦିବସ...
ବିକାଶ ଡିଗ୍ରୀ ମହାବିଦ୍ୟାଳୟ ରେ ମାନସିକ ସ୍ୱାସ୍ଥ୍ୟ କର୍ମଶାଳା ଆୟୋଜିତ।
କଳାହାଣ୍ଡି:୦୩/୧୦ ରିପୋର୍ଟ-ସନତ କୁମାର ପ୍ରଧାନୀ ଭବାନୀପାଟଣା ସ୍ଥିତ ବିକାଶ ଡିଗ୍ରୀ ମହାବିଦ୍ୟାଳୟରେ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଏକ ଆଲୋଚନାଚକ୍ର ତା-୩-୧୦-୨୦୧୪ରେ...
ବଡଖମାର ଲାଲ ବାହାଦୁର କ୍ଲବ ର ବାର୍ଷିକୋତ୍ସବ ଅନୁଷ୍ଠିତ
ବିରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ସ୍ଥିତ ଲାଲ ବହାଦୁର...
