Odisha Districts News
ସାପ ଚୋଟରେ ତିନି ଭଉଣୀଙ୍କ ମୃତ୍ୟୁ, ବାପା ଗୁରୁତର
ବୌଦ୍ଧ: ସାପ କାମୁଡ଼ାରେ ୩ ଭଉଣୀଙ୍କ ମୃତ୍ୟୁ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କ ବାପା ।...
ବୁଡ଼ିଲା ମାଲକାନଗିରି: ଏକାଧିକ ସ୍ଥାନ ଜଳମଗ୍ନ, କୋରାପୁଟକୁ ଯୋଗାଯୋଗ ବିଚ୍ଛିନ୍ନ
ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ବନ୍ୟା କୃତ୍ରିମ ବନ୍ୟା ପରିସ୍ଥିତି...
ସମଲେଶ୍ୱରୀ ଯୁବକ ସଂଘର ନୁଆଁଖାଇ ଭେଟଘାଟ
ସମ୍ବଲପୁର:ସମ୍ବଲପୁରରେ ‘ସମଲେଶ୍ୱରୀ ଯୁବକ ସଂଘ’ ଦ୍ୱାରା ଆୟୋଜିତହୋଇଯାଇଛି ନୂଆଁଖାଇ ଭେଟଘାଟ l କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି...
ସମ୍ବଲପୁରରେ ‘ସିଏମ-କିଷାନ ଯୋଜନା’ ଓ କୃଷିଭିତ୍ତିକ କାର୍ଯ୍ୟକ୍ରମର ଶୁଭାରମ୍ଭ:ଚାଷୀ ମୁହଁରେ ହସ ଓ ଆତ୍ମବିଶ୍ୱାସ ତିଆରି କରି ସଶକ୍ତ କରିବା ମୋଦୀ ସରକାରଙ୍କ ପ୍ରତିବଦ୍ଧତା
ସମ୍ବଲପୁର:ଓଡ଼ିଶାରେ ଜନାଦେଶ ସ୍ୱୀକୃତି ପାଇଥିବା ବିଜେପି ସରକାରର ବହୁତ କମ ସମୟ ମଧ୍ୟରେ ଅନେକ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରୁଛି...
ସମ୍ବଲପୁରବାସୀଙ୍କ ସହ ନୂଆଁଖାଇ ପାଳିଲେ ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ:ନୂଆଁଖାଇ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ସାମାଜିକ ଜୀବନଧାରାର ଉଜ୍ଜ୍ୱଳ ପ୍ରତୀକ – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର: ‘ନୂଆଁଖାଇ’ ଆମର ସାଂସ୍କୃତିକ, ଆଧ୍ୟାତ୍ମିକ ଓ ସାମାଜିକ ଜୀବନଧାରାର ଉଜ୍ଜ୍ୱଳ ପ୍ରତୀକ । ଏହି ପର୍ବ ସମସ୍ତଙ୍କୁ ମିଳିମିଶି...
ସାହିତ୍ୟ ଓ ଗଣମାଧ୍ୟମ ଓଡ଼ିଆ ଜାତିର ଯଥାର୍ଥ ମାର୍ଗପ୍ରଦର୍ଶକର ଭୂମିକା ନିର୍ବାହ କରନ୍ତୁ : ବିଶ୍ୱଭୂଷଣ ହରିଚନ୍ଦନ
ଭୁବନେଶ୍ୱର: ମାଟି, ମାଆ,ମଣିଷର ଉତ୍ଥାନ ପାଇଁ ଦିନେ ଓଡ଼ିଆ ଜାତିର ଲଢ଼େଇ ଥିଲା ଏକାନ୍ତ ଭାବରେ ନିର୍ଣ୍ଣାୟକ ଓ ଦୁନିର୍ବାର...
ମାନବିକତା ଦେଖାଇଲେ ପରିବହନ ମନ୍ତ୍ରୀ, ଦୁର୍ଘଟଣା ରେ ଆହାତ ମହିଳାଙ୍କୁ ପଠାଇଲେ ଡାକ୍ତରଖାନା।
ଗୋପାଳପୁର,୦୮/୦୯ ଅଟୋ ଦୁର୍ଘଟଣା ରେ ଜଣେ ମହିଳା ଆହାତ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିଥିବା ବେଳେ ସେହି ରାସ୍ତା...
ଅସହାୟ ଲୋକଙ୍କୁ ସହାୟତା ଦେବ ଦେବଜୁଗ ସଂଗଠନ ।
ଅସ୍ତରଙ୍ଗ,ଅସହାୟ,ଦୁଃଖୀ,ରଙ୍କୀ ତଥା ଯେଉଁ ମାନଙ୍କର କେହି ନ ଥିବେ,ସେହି ମାନଙ୍କୁ ସାହାଯ୍ୟ ଓ ସହଯୋଗ ର ହାତ ବଢ଼ାଇବ ଦେବଯୁଗ...
ବିଦୁତ ଆଘାତରେ ଯୁବକ ମୃତ
ବିଦୁତ୍ ଆଘାତରେ ଯୁବକ ମୃତ । ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଛୁରିଆନା ଗ୍ରାମପଞ୍ଚାୟତ ର ଆଇଶିଣିଆଁ ଗ୍ରାମର...
ଉର୍ଜା ସ୍ବେଚ୍ଛାସେବୀ ସଂଘ ପକ୍ଷରୁ ରକ୍ତଦାନ ଶିବିର।ଯୁବକ ମାନେ ଆଗକୁ ବଢ଼ିଲେ ଦେଶ ନିଶ୍ଚିତ ବଢିବ।- ମନ୍ତ୍ରୀ ଶ୍ରୀ ଜେନା
ଗୋପାଳପୁର,୦୭/୦୯ ଯୁବକ ଶକ୍ତି ଆଗକୁ ବଢ଼ିଲେ ଦେଶ ଆଗକୁ ବଢ଼ିବ ବୋଲି ରାଜ୍ୟ ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି...
ଅଢେ଼ଇ ବର୍ଷ ପରେ ବସିଲା ଦ୍ବିତୀୟ ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତି ବୈଠକ।ଚୁପ୍ ଶାସନ ହଟିଲା ,ଲାଇନ ବିଭାଗର ଅଧିକାରୀ ମାନେ ପଞ୍ଚାୟତ ରେ ବିଭିନ୍ନ କାର୍ଯ୍ୟ କରିବା ଆଗରୁ ଜନପ୍ରତିନିଧି ମାନଙ୍କୁ ଅବଗତ କରାଇବେ – ମନ୍ତ୍ରୀ ଶ୍ରୀ ଜେନା
ଗୋପାଳପୁର,୦୮/୦୯ ଚୁପ୍ ଶାସନ ହଟିଲା, ଏଥର ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ପୂର୍ବରୁ ଲାଇନ ବିଭାଗ ଅଧିକାରୀମାନେ...
ଦଶହରା ଉପଲକ୍ଷେ ବୁଡ଼ାଗୁଡ଼ା ଗ୍ରାମ୍ୟ କମିଟିର ବୈଠକ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ଗ୍ରାମ୍ୟ କମିଟି...
