Odisha Districts News
ବାଟ ହୁଡୁଛି ଆୟୁଷ୍ମାନ ଆରୋଗ୍ୟ ଶିବିର,ଆସଲେନାହିଁ ବିଶେଷଜ୍ଞ ଡାକ୍ତର,ସ୍ଥାନୀୟ ଡାକ୍ତର ଦେଖିଲେ ରୋଗୀ।
କଳାହାଣ୍ଡି:୨୭/୦୯ ଗତମାସ ଠାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ର ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ମାସ...
ବାଗବର ହାଇ ସ୍କୁଲ ରେ ଶିକ୍ଷକ ଙ୍କ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲ ରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକରେ ଗୁରୁବାର ତାଲା...
ଜମନକିରା ପଂଚାୟତ ହାଇସ୍କୁଲରେ ବ୍ଲକ ସ୍ତରୀୟ ଫୋକ୍ ଡ୍ୟାନସ ପ୍ରତିଯୋଗିତା
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଜମନକିରା ପଂଚାୟତ ହାଇସ୍କୁଲରେ ଆଜି ବ୍ଲକ ସ୍ତରୀୟ ୭ଟି ହାଇସ୍କୁଲର...
ବୀରମହାରାଜପୁର ଡାକ୍ତରଖାନା ପରିସର ରେ ସ୍ଵଚ୍ଛତା ପଦ ଯାତ୍ରା ର ଶୁଭାରମ୍ଭ
ବିରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସ୍ୱଚ୍ଛତା ପଦ ଯାତ୍ରାର ଶୁଭlରମ୍ଭ ହୋଇଯାଇଛି...
ବାର୍ଡଫ୍ଲୁ ରୋଗକୁ ନେଇ ଭୟଭୀତ ନ ହେବା ପାଇଁ ଜିଲ୍ଲା ପ୍ରଶାସନର ପରାମର୍ଶ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ବାର୍ଡଫ୍ଲୁ ସମ୍ପର୍କରେ ଏକ...
ଆୟୁଷ୍ମାନ ଆରୋଗ୍ୟ ଶିବିର ସହିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଟିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ଡ଼ା.ଶରତ ଚନ୍ଦ୍ର ଦେହୁରୀଙ୍କ...
ରାମପୁରରେ କୁଚିଆ ମଦ ବନ୍ଦ ଦାବୀରେ ତାତିଲେ ମହିଳା
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ କୁଚିଆ ମଦ ଅବାଧ ବିକ୍ରି ଚାଲିଥିବାରୁ...
ଗୌଡଗlଡ଼ ରେ ମଦ ବିରୋଧୀ ଅଭିଯାନ ଆରମ୍ଭ କଲେ ମହିଳା ଗୋଷ୍ଠୀ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ବିଭିନ୍ନ ଗାଁ ରେ ଚାଲିଛି ଚୋରା ଦେଶୀ...
ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ରେ ଜାତୀୟ ସେବା ଦିବସ ପାଳିତ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଦିବସ...
ଅଷ୍ଟ୍ରେଲିଆ – ସିଡନୀ ରେ ନୂଆଁଖାଇ ଭେଟଘାଟ
ସମ୍ବଲପୁର: ସୁଦୂର ଅଷ୍ଟ୍ରେଲିଆର ସିଡନୀ ସହରରେ ଥିବା ଡୁନ ସାଇଡ ସ୍ଥିତ ନାରାଜିଂଜୀ ରିଜର୍ଭ ଠାରେ ଅଷ୍ଟ୍ରେଲିଆରେ ଥିବା ପ୍ରବାସୀ...
ବ୍ଳକ ସ୍ତରୀୟ ମାଗଣା ଆଇନ ସଚେତନତା ଶିବିର…ଗ୍ରାମାଞ୍ଚଳ ରେ ଥିବା ଘରୋଇ ହିଂସା କୁ ଲୋକଲୋଚନ କୁ ଆଣିବାକୁ ଅନୁରୋଧ।
ଲକ୍ଷ୍ମୀପୁର ୨୬/୦୯ .. ଲକ୍ଷ୍ମୀପୁର ବ୍ଳକ ଏସଏଚଜି ତାଲିମ ଗୃହ ରେ ବ୍ଳକ ସ୍ତରୀୟ ମାଗଣା ଆଇନ ସଚେତନତା ଶିବିର...
ଥମୁନି ଦାଦନ ଯନ୍ତ୍ରଣା, ଗାଁ କୁ ଫେରିଲା ଶ୍ରମିକ ଙ୍କ ମୃତ ଶରିର।
କଳାହାଣ୍ଡି:୨୬/୦୯ ରିପୋର୍ଟ-ସନତ ପ୍ରଧାନୀ ଗାଁ କୁ ପୁଣି ଫେରିଲା ଦାଦନ ଶ୍ରମିକ ଙ୍କ ମୃତ ଶବ। ବାହୁନି ବାହୁନି କାନ୍ଦୁଛନ୍ତି...
