Odisha Districts News
ଓଡ଼ିଶା ମଦମୃତ୍ୟୁ ଘଟଣା, ଦୁଇ ଅବକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଗଞ୍ଜାମ: ଚିକିଟି ମଦ ମୃତ୍ୟୁ ଘଟଣାକୁ ନେଇ ଆକ୍ସନ ମୋଡ଼ରେ ରାଜ୍ୟ ସରକାର । ଗତକାଲି ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ...
ଟ୍ରକକୁ ଓଭରଟେକ କରିବା ବେଳେ ବସକୁ ପିଟିଲା ତେଲ ଟ୍ୟାଙ୍କର, ୪ ମୃତ
ଗଞ୍ଜାମ: ଓଭର ଟେକ୍ ହେଲା କାଳ । ଚାଲିଗଲା ୪ ଜୀବନ । ଗଞ୍ଜାମ ଜିଲ୍ଲା ଜିଲ୍ଲା ହିଞ୍ଜିଳି ଥାନା...
ମାର୍ଗଶୀର ମlହାର ଘର ଖଣ୍ଡିଏ ନ ଥିବାରୁ ବିକଳ ଅବସ୍ଥାରେ ଧାଆଁନ୍ତି ବାରଦୁଆର
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ଦୁର୍ଜନତୈଲା ଗାଁ ର ମାର୍ଗଶିର...
ମଦ ପାଇଁ ଟଙ୍କା ନଦେବାରୁ ମାଆକୁ ମାରିଲା ପୁଅ
ଢେଙ୍କାନାଳ: ମଦ ନିଶା କଲା ବାଇଆ । ମଦ ପିଇବାକୁ ଟଙ୍କା ଦେବାକୁ ମାଆ ମନା କରିବାକରୁ ପୁଅର ହୋଇଗଲା...
ସୁବର୍ଣ୍ଣପୁରରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ଶ୍ରୀ ଗୋପାଳଜୀ ତମଶ୍ଵା ଯୋଗାଳୟ, ସୁବର୍ଣ୍ଣପୁର ସାଧନା କକ୍ଷରେ ଆନ୍ତର୍ଜାତିକ...
ଉଲୁଣ୍ଡାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷ ଠାରେ ମଙ୍ଗଳବାର ଜିଲ୍ଲାପାଳ ଓ ଆରକ୍ଷୀ...
ନିଖିଳ ଉତ୍କଳ ଖରୁଡl ସମାଜର ପ୍ରଥମ ବାର୍ଷିକ ଉତ୍ସବ
ବେଲଗୁଣ୍ଠା, 21/08, ବେଲଗୁଣ୍ଠା ନିଖିଳ ଉତ୍କଳ ଖଡୁରା ସମାଜର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ବଣିକ ସଂଘ ସଭାଗୃହ ଠାରେ...
ବରିଷ୍ଠ ନାଗରିକ ମାନେ ହେଉଛନ୍ତି ସମାଜର ମାର୍ଗ ଦର୍ଶକ
ବୀରମହାରାଜପୁର : ବରିଷ୍ଠ ନାଗରିକ ମାନେ ହେଉଛନ୍ତି ସମାଜର ମାର୍ଗ ଦର୍ଶକ ତଥା ପରିବାରର ମୁଳଦୂଆ ବୋଲି ବିଶ୍ଵ ବରିଷ୍ଠ...
ପାହାଡ଼ରୁ ମିଳିଲା ନିଖୋଜ ଦମ୍ପତିଙ୍କ ମୃତଦେହ
ବାଲେଶ୍ବର: ୯ ଦିନ ହେଲା ନିଖୋଜ ଥିଲେ ସ୍ବାମୀ-ସ୍ତ୍ରୀ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି...
ଭାରତ ବନ୍ଦ ର ପ୍ରଭାବ : ସଂରକ୍ଷଣ ରାୟକୁ ବିରୋଧ କରି ବାଲିଗୁଡାରେ ବସ ଓ ଅଟୋ ଚଳାଚଳ ବନ୍ଦ
ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ...
ପୁରୀ ହତ୍ୟାକାଣ୍ଡ: ୭ ନାବାଳକଙ୍କ ସମେତ ୯ ଗିରଫ
ପୁରୀ: ଖଜା ଦୋକାନକୁ ନେଇ ପୁରୀରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ୍ । ଘଟଣାରେ ସମ୍ପୃକ୍ତ ୯ ଜଣଙ୍କୁ...
ବିଷାକ୍ତ ମଦ ପିଇବା ଘଟଣାରେ ଆଉ ଜଣଙ୍କ ମୃତ୍ୟୁ
ବ୍ରହ୍ମପୁର: ବିଷାକ୍ତ ମଦ ନେଲା ଆଉ ଜଣଙ୍କ ଜୀବନ । ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି । ବ୍ରହ୍ମପୁର ଏମ୍କେସିଜି...
