Odisha Districts News

ସରଳା ଗ୍ରାମ୍ୟ ଜଙ୍ଗଲ ରୁ ବାଳିକା ର ମୃତ ଦେହ ଉଦ୍ଧାର।
ହାଟଡିହି ବ୍ଲକ ସରଳା ଗ୍ରାମ୍ୟ ଜଙ୍ଗଲ ରୁ ଶୁକ୍ରବାର ଏକ ନା ବାଳିକା ର ମୃତ ଦେହ ଉଦ୍ଧାର କରାଯାଇଛି।...

୨୭ ୨୪୦ କେନ୍ଦ୍ରର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ୨୪୦୦ମେଗାୱାଟ କ୍ଷମତା ବିଶିଷ୍ଟ ଏନଏଲସି ତାଲାବିରା ତାପଜ ବିଦ୍ୟୁତ ୦୬
ସମ୍ବଲପୁର:ଏଣ୍ଟରପ୍ରାଇଜେସ୍ ଏନ୍ ଏଲ୍ ଏଲ୍ ସି ଇଣ୍ଡିଆ ଲିମିଟେଡ୍ ତାଲାବିରା ଠାରେ ୨୪୦୦ ମେଗାୱାଟ କୋଇଲା କରୁଛି। ଦ୍ବିତୀୟ ପର୍ଯ୍ୟାୟରେ...

ଓଡ଼ିଶାରେ ୬୮,୦୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟ ପ୍ରକଳ୍ପ ଗୁଡିକର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ- ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଡାଏଲିସିସ ସେଣ୍ଟର ଉଦଘାଟିତ
ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରେ ଭିଡ଼ିଓ କନଫରେନ୍ସ ଜରିଆରେ ଡାଇଲିସିସ ସେଣ୍ଟର ର...

ବନ୍ଧପାରି, କୁମଖାଲ ପଞ୍ଚାୟତରେ ଆମ ଓଡିଶା-ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ
କଳାହାଣ୍ଡି,୦୨/୦୨-ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ହିତାଧିକାରୀମାନଙ୍କୁ ସଚେତନ କରିବାକୁ ଆରମ୍ଭ ହୋଇଛି ଆମ ଓଡିଶା-ନବୀନ ଓଡିଶା ପଂଚାୟତସ୍ତରୀୟ...

ଥୁଆପଦର ହାଇସ୍କୁଲରେ ୩୧ତମ ବାର୍ଷିକ ଉତ୍ସବ ପାଳିତ
କଳାହାଣ୍ଡି, ୦୨/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଥୁଆପଦର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ...

ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୁଆଁ- ଓ- ଓଡିଶା ସାହିତ୍ୟ ପ୍ରତିଯୋଗିତା ଉଯାପିତ
ବେଲଗୁଣ୍ଠା 2/2/2024 : ବେଲଗୁଣ୍ଠା ବ୍ଲକ ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ରେ “ନୂଆ –...

ମେଗାଲିଫ୍ଟ କେନାଲ ରୁ ବିଭାଗୀୟ ଯନ୍ତ୍ରୀ ଙ୍କ ଶବ ଉଦ୍ଧାର, ପୋଲିସ ର ତଦନ୍ତ ଜାରି।
କୋକସରା:୦୨/୦୨ କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ମୁଖ୍ୟ କେନାଲ ସୁନାମାଲ ଗ୍ରାମ ନିକଟରେ ସେହି ବିଭାଗ...

ପାଇଲିପଡ଼ାରେ ମାଗଣା ଚକ୍ଷୁ ଚିକିଛା ଶିବିର
ବେଲଗୁଣ୍ଠା, 02/02,ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ପାଇଲିପଡା ଗ୍ରାମ ପଞ୍ଚାୟତର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଶଂକର ଚକ୍ଷୁ ଚିକିତ୍ସାଳୟ ଦ୍ବାରା ଏକ...

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ ଓଡିଶା ଭାସ୍କ ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀ ରଞ୍ଜନ ବାଗ
କଳାହାଣ୍ଡି, ୦୨/୦୨ (ଜଗନ୍ନାଥ ନାଏକ) : ସୁନାମଧନ୍ୟ ବରିଷ୍ଠ ସାମ୍ବାଦିକ ଓଡ଼ିଶା ଭାସ୍କରର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀ ରଞ୍ଜନ...

ରେଳ ବିଭାଗ ର ଅବହେଳା ଯୋଗୁଁ ୩ ଗୋଟି ପଞ୍ଚାୟତ ବାସୀ ଯାତାୟତ ରେ ଅସୁବିଧା ଭୋଗୁଛନ୍ତି
ଭବାନୀପାଟଣା, ୦୨/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମାଳ ଗାଁ ଗ୍ରାମ ପଞ୍ଚାୟତ ର...

ନବୀନ ଓଡିଶା କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ ହେଲେ ଓଡିଶା ଭାସ୍କର ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀ ରଞ୍ଜନ ବାଗ।
କୋକସରା:୦୨/୦୨ କଳାହାଣ୍ଡି ଜିଲ୍ଲା ଓଡ଼ିଶା ଭାସ୍କରର ଜିଲ୍ଲା ପ୍ରତିନିଧି ବରିଷ୍ଠ ସାମ୍ବାଦିକ।ଲକ୍ଷ୍ମୀ ରଞ୍ଜନ ବାଗଙ୍କୁ କଲମପୁର ବ୍ଲକ ପଞ୍ଚାୟତ ସ୍ତରୀୟ...