Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ବୀରମହାରାଜପୁର ରେଢ଼ାଖୋଲ ପୂର୍ତ୍ତବିଭାଗ ଅଧୀନସ୍ଥ ରାସ୍ତା ପାଲଟିଛି ମରଣଯନ୍ତା ; ହରିହର ଜୋର୍ ପୋଲ ଛlତ ରେ କଣା ହୋଇ ବାହାରକୁ ଦିଶୁଛି ଲୁହା ଛଡ

ବିରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଗ୍ରାମ ନିକଟରେ ଥିବା ହରିହର ଜୋର...

ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା

ବେଲଗୁଣ୍ଠା, 23/07, ଜାତୀୟ ଶିକ୍ଷାନୀତି-2020 ର ଚତୁର୍ଥ ବାର୍ଷିକି ପୂର୍ତ୍ତି ଉପଲକ୍ଷେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ...

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିରେ ଆତଙ୍କରାଜ ସୃଷ୍ଟି କରି ଫେରାର ଥିବା ଅଭିଯୁକ୍ତ ଗିରଫ

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିରେ ଆତଙ୍କରାଜ ସୃଷ୍ଟି କରି ଫେରାର ଥିବା ଅଭିଯୁକ୍ତ ଗିରଫ ପାରଳାଖେମୁଣ୍ଡି:୨୩/୭(ଗରୁଡ଼ ଧ୍ଵଜ...

ଗଜପତି ଜିଲ୍ଲା ମୋହନା ଥାନା କଳମେରି ଗାଁରେ ଶାଶୂକୁ ଆକ୍ରମଣ ଘଟଣାରେ ଜ୍ବାଇଁ ଗିରଫ, ଟାଙ୍ଗିଆ ଜବତ

ପାରଳାଖେମୁଣ୍ଡି:୨୩/୭(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା କଳାମେରୀ ଗାଁରେ ଟାଙ୍ଗିଆ ଚୋଟରେ ଶାଶୂ ଗୁରୁତର ଘଟଣାରେ ଅଭିଯୁକ୍ତ...

ଭାରତୀୟ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ଘର ହୀନ ଲୋକଙ୍କୁ ଘରଡିହ ପ୍ରଦାନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ପାରଳାଖେମୁଣ୍ଡି:୨୩/୭(ଗରୁଡ଼ ଧ୍ୱଜ ଚୌଧୁରୀ)ଭାରତୀୟ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ଘର ହୀନ ଲୋକଙ୍କୁ ଘରଡିହ ପ୍ରଦାନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ...

ଅତିରିକ୍ତ ତହସିଲଦାର ନିଯୁକ୍ତି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ଜଣେ ଅତିରିକ୍ତ ତହସିଲଦାରଙ୍କୁ...

ଅନାସ୍ଥା ଭୋଟରେ ପଦବୀ ହରାଇଲେ ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ଦୀର୍ଘ ଚାରି ମାସ ଧରି ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ...

କେନ୍ଦ୍ର ବଜେଟ୍ ଉପସ୍ଥାପନ:ଚାଷୀ ମୁହଁରେ ହସ

ଭୁବନେଶ୍ୱର: ଆଜି ସଂସଦରେ ଏନଡିଏ ନେତୃତ୍ୱାଧିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି...

ପଲ୍ଲିଶ୍ରୀକଥା ଖବରକାଗଜ ର ୧୧ ତମ ସ୍ବନକ୍ଷତ୍ର ଦିବସ

ସମ୍ବଲପୁର: ଜାତୀୟ ସ୍ତରରେ ୭୫ତମ ବନ ମହୋତ୍ସବର “ମାଁ ଙ୍କ ପାଇଁ ଗଛଟିଏ ” ଅଭିଯାନ ପରିପ୍ରେକ୍ଷୀରେ “ପଲ୍ଲିଶ୍ରୀ କଥା”...

ଯୁବତୀଙ୍କୁ ପ୍ରେମ ଓ ପ୍ରତାରଣା : ବରକୁ ଉଠାଇ ନେଲା ପୋଲିସ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ବାହାଘର ସରିଥିଲା। ବର ଘରକୁ କନିଆ ଆସି ସାରିଥିଲା। ବିଧି ମୁତାବକ ଘରେ ସବୁ...

ପୁଣି ଅଜଣା ରୋଗରେ ଗଲା ଶିଶୁର ଜୀବନ

କୋରାପୁଟ:ପୁଣି ଅଜଣା ରୋଗରେ ଗଡିଛି ଶିଶୁର ଜୀବନ। ନାରାୟଣପାଟଣା ବିଚଳଚୁଆଁ ଗାଁରେ ୩ ବର୍ଷୀୟା ଶିଶୁ କନ୍ୟାର ମୃତ୍ୟୁ ଘଟିଛି।ଥଣ୍ଡା...

ବଡରମା ଘାଟି ମଝିରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, କଣ୍ଟେନର ଚାଲକ ମୃତ

ଜମନକିରା : ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡରମା ଘାଟି ମଝିରେ ଆଜି ବିଳମ୍ବିତ ରାତି ପ୍ରତ୍ୟୁଷ ସାଢ଼େ...