Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Sambalpur Odisha

ସୁରକ୍ଷା ଢ଼ିଲା, ପ୍ରଶାସନିକ ସେବା ହୁଗୁଳା :ସ୍କୁଲ ଭିତରେ ନିଶାଗ୍ରସ୍ତଙ୍କ ବିତ୍ପାତ

ସମ୍ବଲପୁର:ଢ଼ିଲା ସୁରକ୍ଷା ଓ ପ୍ରଶାସନିକ ସେବା ହୁଗୁଳା ହୋଇ ପଡ଼ିଥିବାରୁ ସ୍କୁଲ ଭିତରେ ଚାଲିଛି ବାହ୍ୟ ନିଶାଗ୍ରସ୍ତଙ୍କ ବିତ୍ପାତ। ଏଭଳି...

ଓଡ଼ିଶାର ସବୁ ଆନ୍ତଃ ରାଜ୍ୟ ବିବାଦର ସମାଧାନ ପାଇଁ ଗଠନ ହେବ ଆନ୍ତ ମନ୍ତ୍ରୀ ସ୍ତରୀୟ କମିଟି

ଭୁବନେଶ୍ୱର, (ରାଜାରାମ ଷଡ଼ଙ୍ଗୀ):ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି...

ଡିସେମ୍ବର ୮ରେ ବରଗଡ ସୋହେଲାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହେବ ଚାଷୀ ସମାବେଶ,ସେଦିନ ଠାରୁ ଚାଷୀମାନେ ପାଇବେ ସର୍ବନିମ୍ନ ସହାୟକ ମୂଲ୍ୟ ସହିତ ଅତିରିକ୍ତ ୮୦୦ ଟଙ୍କା

ଭୁବନେଶ୍ୱର,(ରାଜାରାମ ଷଡ଼ଙ୍ଗୀ): ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଲୋକସେବା ଭବନ ଠାରେ, ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ...

କୃଷ୍ନାଲିନ୍ କମଳ ଲୋଚନ ପଣ୍ଡାଙ୍କ ସମ୍ବଲପୁରୀ ଚଉତିଶା ମାଲା ପୁସ୍ତକ ଉନ୍ମୋଚନ

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ) ବୁଧୁବାର ସଂଧ୍ୟା ୬ ଘଣ୍ଟା ସମୟରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ବିଶିଷ୍ଟ କଳାକାର ତଥା କବି...

ଓଡ଼ିଶା ରାଜ୍ୟ ସ୍ୱିମିଙ୍ଗ୍ ଆସୋସିଏସନର ଆନ୍ତର୍କ୍ରିୟାତ୍ମକ ସଭା

ସମ୍ବଲପୁର:ଏକ ଆନ୍ତର୍କ୍ରିୟାତ୍ମକ ସଭା ଆଜି ସନ୍ଧ୍ୟା ୬ଟାରେ ସମ୍ବଲପୁର ଡାକ୍ତର ଜେ.କେ. ସାହୁ ସ୍ୱିମିଙ୍ଗ୍ ପୁଲରେ ଆୟୋଜିତ ହୋଇଥିଲା।ଏଥିରେ ଭାରତୀୟ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିୟୋ କ୍ଲିନିକର ପ୍ରତିନିଧି:ଓଡିଶାରେ ଅତ୍ୟାଧୁନିକ କ୍ୟାନ୍‌ସର ନିରୁପଣ ଓ ଚିକିତ୍ସା ପଦ୍ଧତିର ବିକାଶ ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର:ଆଜି ଲୋକସେବା ଭବନ ଠାରେ ଆମେରିକାର ମିୟୋ କ୍ଲିନିକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଗବେଷଣା ସଂସ୍ଥାର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ଶ୍ରୀ...

ଭାରତ ବନାମ ଅଷ୍ଟ୍ରେଲିଆ ଅନ୍ତଃରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ କ୍ରିକେଟ ମ୍ୟାଚରେ ପ୍ରତିନିଧିତ୍ୱ କରିବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ସୁଜଲ କେ. ସିଂ

ସମ୍ବଲପୁର(ରାଜାରାମ ଷଡ଼ଙ୍ଗୀ):ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ରିକେଟ ଦଳର ଗତବର୍ଷର ଅଧିନାୟକ ତଥା ଡାହାଣ ହାତି ବ୍ୟାଟ୍ସମ୍ୟାନ ସୁଜଲ କେ. ସିଂ ଭାରତର...

ମାୟାଧର ମାନସିଂହ ଥିଲେ ଏକ ସାଲିସବିହୀନ ବ୍ୟକ୍ତିତ୍ୱ

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ପଦ୍ମଶ୍ରୀ ଡ଼ ମାୟାଧର ମାନସିଂହଙ୍କ ୧୧୯ ତମ ଜୟନ୍ତୀ ନେତାଜୀ ସୁଭାଷ ଚନ୍ଦ୍ର...

ଘର ତୋଳି ଘର ଭାଙ୍ଗିଲା ମହାନଗର ନିଗମ

ସମ୍ବଲପୁର:ନିଜେ ଘର ତୋଳି ଶେଷରେ ଘର ଭାଙ୍ଗିଛି ସମ୍ବଲପୁର ମହାନଗର ନିଗମ। ଅବଶ୍ୟ ବେଆଇନ ଘରକୁ ଭାଙ୍ଗି ମହାନଗର ନିଗମ...

ଅମ୍ବାଭନା ବ୍ଲକରେ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡର ଚଢାଉ:ତମାଖୁ ଉତ୍ପାଦ ଏବଂ ଅସ୍ଵାସ୍ଥ୍ୟକର ଖାଦ୍ୟ ବିକ୍ରୀ କରୁଥିବା ୧୯ ଜଣ ବ୍ୟବସାୟୀଙ୍କୁ ଜୋରିମାନା

ସମ୍ବଲପୁର:ଆଜି ଅମ୍ବାଭନା ବ୍ଲକ ଅଞ୍ଚଳରେ ବରଗଡ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ ଏବଂ ଅବକାରୀ ବିଭାଗ ପକ୍ଷରୁ ଏକ...

୧୭ ରେ ବିଶ୍ଵ ଭାରତୀ ସମାବେଶ

ସମ୍ବଲପୁର :ଆସନ୍ତା ୧୭ ତାରିଖରେ ବିଶ୍ଵ ଭାରତୀ ସମାବେଶ ଅନୁଷ୍ଠିତ ହେବ।ସମିଆ: ସକାଳର ୧୦ ଟାରୁ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର...

ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ବଲାଙ୍ଗୀର ଷ୍ଟେସନଠାରେ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ପୂର୍ବ ତଟ ରେଳପଥ ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ୧୩ ନଭେମ୍ବର ରେ ବଲାଙ୍ଗୀର ରେଳ ଷ୍ଟେସନରେ...