News from Sambalpur Odisha
ଷଣ୍ଢପଥର ସେବାଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ସେବାଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ବୁଧବାର ଦିନ...
ଚିପିଲିମା ଧନୁଯାତ୍ରା ଉଦଯାପିତ, କୃଷ୍ଣଙ୍କ ପଦାଘାତରେ କଂସ ମାମୁଁ ନିହତ
ସମ୍ବଲପୁର ଚିପିଲିମା ହାଇସ୍କୁଲ ପଡିଆରେ ଚତୁର୍ଥ ଧନୁଯାତ୍ରା ମହୋତ୍ସବ ୭ଦିନ ଧରି ଚାଲିଥିବାବେଳେ,କଂସ ମହାରାଜଙ୍କ ରାଜୁତିରେ ମଥୁରା ବାସୀ ଅତିଷ୍ଠ...
ଏବିଏସ ଆୟୁର୍ବେଦ ସମ୍ବଲପୁର ପକ୍ଷରୁ ଚାଉଁରପୁରରେ ବାର୍ଷିକ ଉତ୍ସବ—-” ଲୋକଙ୍କ ପସନ୍ଦ ଏବେ ଏବିଏସ ଆୟୁର୍ବେଦିକ ଔଷଧ “
ଏଲୋପ୍ୟାଥି ଔଷଧ ବ୍ୟବହାର ନେଇ ବିଭିନ୍ନ ସବୁ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳୁଥିବାବେଳେ, ବର୍ତ୍ତମାନ ଆୟୁର୍ବେଦିକ ଔଷଧ ଚାହିଦା ବଢ଼ି...
ଗୋ ମାତା ଦୁଗ୍ଧ ଉତ୍ପାଦକ ସମବାୟ ସମିତି ର ଦୁଗ୍ଧ ଚାଷୀ ଙ୍କ ଡାଏରୀର ପରିଦର୍ଶନରେ ଜିଏମ
ଦୁଗ୍ଧ ଚାଷୀଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ସହ ଚାଷୀ ମାନଙ୍କ ଆର୍ଥିକ ଉନ୍ନତି କରିବାପାଇଁ ଓମଫେଡ଼ ପରିଚାଳିତ ସମଲେଶ୍ଵରୀ...
ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ; ବିଦ୍ୟାଳୟ ପରିସର ହିଁ ପ୍ରତିଭା ଚିହ୍ନଟର ଦ୍ୱାର ଦେଶ
ଜମନକିରା : ଶିଶୁ ମାନଙ୍କ ପ୍ରତି ମା ଙ୍କ ପରି ଗୁରୁଙ୍କ ମଧ୍ୟ୍ୟ ଦାୟିତ୍ୱ ରହିଛି। ବିଦ୍ୟାଳୟ ପରିସର କେବଳ...
ରେଙ୍ଗାଲବେଡା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ଜମନକିରା : ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ରେଙ୍ଗାଲବେଡା ଉଚ୍ଚ ବିଦ୍ୟାଳୟରେ ଆଜି ଶନିବାର ଦିନ ବାର୍ଷିକ କ୍ରୀଡା ପ୍ରତିଯୋଗିତା...
ଅବସର ପ୍ରାପ୍ତ ଶିକ୍ଷକ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ରେଙ୍ଗାଲି ବ୍ଲକ ଲଇଡା ଅଞ୍ଚଳର ଜଣେ ଆଦର୍ଶ ଶିକ୍ଷକ ମନୋଜ କୁମାର ନାଏକ ଙ୍କ ବିୟୋଗରେ ଆଜି ତାଙ୍କ ବାସ...
କିଶୋରୀ ବାଳିକାମାନଙ୍କ ପାଇଁ ଲିଙ୍ଗିକ ଓ ପ୍ରଜନନ ସ୍ୱାସ୍ଥ୍ୟ ଓ ଅଧିକାର ପ୍ରଶିକ୍ଷଣ ଶିବିର
ଜମନକିରା : ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ କଂସର ପଞ୍ଚାୟତ ଅନ୍ତର୍ଗତ ୨ ଲଟି ସ୍କୁଲରେ ୪ ଟି ପର୍ଯ୍ୟାୟରେ...
ଭୋଜପୁର ବି.ଆର୍.ଜି. ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ୍ସ ଦିବସ ପାଳନ
ଜମନକିରା : ଜମନକିରା ବ୍ଲକ ଭୋଜପୁର ବି.ଆର୍.ଜି. ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ୍ସ ଦିବସ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...
ଜମନକିରା ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର, ୫୦ ଟି ଅଭିଯୋଗ ପଞ୍ଜୀକୃତ
ଜମନକିରା : ଜମନକିରା ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦରଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର...
ଶତାଧିକ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ କଲେ ସାମାଜିକ କର୍ମୀ
ଜମନକିରା : କୁଚିଣ୍ଡା ନିକଟସ୍ଥ ବି.ଜମନକିରା ଠାରେ ଶତାଧିକ ନିସହାୟ ବୃଦ୍ଧ,ବୃଦ୍ଧା, ବିଧବା ଓ ମାନସିକ ଅନଗ୍ରସର ଲୋକଙ୍କୁ ଶତାଧିକ...
ରେଙ୍ଗାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ କ୍ରୀଡା ଅନୁଷ୍ଠିତ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗତ ଦୁଇ ଦିନ ଧରି ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...
