News from Sambalpur Odisha
୨୭ ୨୪୦ କେନ୍ଦ୍ରର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ୨୪୦୦ମେଗାୱାଟ କ୍ଷମତା ବିଶିଷ୍ଟ ଏନଏଲସି ତାଲାବିରା ତାପଜ ବିଦ୍ୟୁତ ୦୬
ସମ୍ବଲପୁର:ଏଣ୍ଟରପ୍ରାଇଜେସ୍ ଏନ୍ ଏଲ୍ ଏଲ୍ ସି ଇଣ୍ଡିଆ ଲିମିଟେଡ୍ ତାଲାବିରା ଠାରେ ୨୪୦୦ ମେଗାୱାଟ କୋଇଲା କରୁଛି। ଦ୍ବିତୀୟ ପର୍ଯ୍ୟାୟରେ...
ଓଡ଼ିଶାରେ ୬୮,୦୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟ ପ୍ରକଳ୍ପ ଗୁଡିକର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ- ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...
ବାସୁପାଲି ସେବାଶ୍ରମକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର।
ସମ୍ବଲପୁର/ରେଙ୍ଗାଲି ତା.୦୨/୦୨ (ରମାକାନ୍ତ ବିଶ୍ୱାଳ) ରେଙ୍ଗାଲି ବ୍ଲକ ଅନ୍ତର୍ଗତ ବାସୁପାଲି ସେବାଶ୍ରମ ବିଦ୍ୟାଳୟ ଦୁଇଟି ବର୍ଗରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର...
ବହୁଭାଷୀ ଚଳଚ୍ଚିତ୍ର ” ଜୟ ମାଁ ସମଲେଇ”ର ଶୁଭ ମହୁରତ।
ସମ୍ବଲପୁର-୦୨/୦୨ (ରମାକାନ୍ତ ବିଶ୍ୱାଳ) ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ମନ୍ଦିରରେ ବହୁଭାଷୀ ଚଳଚ୍ଚିତ୍ର ” ଜୟ ମାଁ...
ଜୟ ଦୁର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲଗାମ ଛଡା:ସବୁ ଜାଣି ପ୍ରଶାସନ ନୀରବଦ୍ରଷ୍ଟା,ବଢିଲାଣି ଜନ ଅସନ୍ତୋଷ
ସମ୍ବଲପୁର(ପଡିଆବାହାଲ):ବାପା ମାଁ ଓ ଅବିଭାବକ ନଥିଲେ ପରିବାରର ଅବସ୍ଥା ଯାହା ହୁଏ ତାଠୁ ବି ବଳି ପଡିଛି ପଡିଆବାହାଲ ସ୍ଥିତ...
ପଦ୍ମଶ୍ରୀ ଡଃ.ଜିତେନ୍ଦ୍ର ହରିପାଲଙ୍କୁ ରାଜ୍ୟସଭା ପଠାଇବାକୁ ଉଠିଲା ଦାବି
ସମ୍ବଲପୁର:ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁସମ୍ବଲପୁର ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ପରିଷଦର...
ବରପାଲି ବ୍ଲକ ସ୍ତରୀୟ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ କ୍ରୀଡା ପ୍ରତିଯୋଗିତା
ବରପାଲି:ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଲେଣ୍ଡାଠାରେ ବରପାଲି ବ୍ଲକ ସ୍ତରୀୟ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି।ଉଦଘାଟନୀ ଉତ୍ସବରେ...
ନୂତନ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କୁ ଓଜେୟୁ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା
ସମ୍ବଲପୁର,୦୧/୦୨: ୨୦୧୯ ବ୍ୟାଚ ଆଇଏଏସ ଅକ୍ଷୟ ସୁନିଲ ଅଗ୍ରୱାଲ ସମ୍ବଲପୁର ଜ଼ିଲ୍ଲାପାଳ ଭାବେ ବୁଧବାର ଦାୟିତ୍ଵ ଗ୍ରହଣ କରିବା ପରେ...
ନୂତନ ଜିଲ୍ଲାପାଳ ଭାବେ ମନୋଜ ସତ୍ୟବାନ ମହାଜନଙ୍କ ଯୋଗଦାନ
ରାୟଗଡ:ରାୟଗଡରେ ନୂତନ ଜିଲାପାଳ ଭାବେ ଶ୍ରୀ ମନୋଜ ସତ୍ୟବାନ ମହାଜନ,ଆଇଏଏସ ଆଜି ଯୋଗଦନ କରିଛନ୍ତି l ଆଜି ଭାରପ୍ରାପ୍ତ ଜିଲ୍ଲାପାଳ...
ହୀରାକୁଦରେ ବିଜେଡିର ପରିବାର ଜନ ସଂପର୍କ ଯାତ୍ରା
ସମ୍ବଲପୁର(ହୀରାକୁଦ): ବିଜୁ ଜନତା ଦଳ ତରଫରୁ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ସୁଶାନ୍ତ ପାଣିଗ୍ରାହୀ,ହୀରାକୁଦ ର ବରିଷ୍ଠ ବିଜେଡି...
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା
ସମ୍ବଲପୁର:ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ ଆଜି ଅବସର ଗ୍ରହଣ କରିଛନ୍ତି | ତେବେ ଆଜି...
କଠିଣ ପରିଶ୍ରମହିଁ ସଫଳତାର ଲକ୍ଷପଥ:ଶୋଭନୀୟ ଶିକ୍ଷାଶ୍ରମର ବାର୍ଷିକୋତ୍ସବ
ସମ୍ବଲପୁର:ଶିକ୍ଷାହିଁ ଜୀବନର ଦର୍ଶନ।ଏହାର କଠିନ ପରିଶ୍ରମ ହିଁ ଲକ୍ଷ ପଥ ହୋଇଥିବାରୁ ଅଧ୍ୟୟନ ପରି ମହାନ ଦାୟିତ୍ୱକୁ ନିଷ୍ଠାର ସହ...
