News from Sambalpur Odisha
ମାଁ ମାଟି, ବୀର ଶହିଦ୍ ଓ ବରପୁତ୍ରଙ୍କୁ ସମ୍ମାନ ଦେବାରେ ସଦା ତତ୍ପର ଧର୍ମେନ୍ଦ୍ର – ଗିରିଶ ପଟେଲ
ସମ୍ବଲପୁର:ଡେବ୍ରିଗଡ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମଭୂମି ଖିଣ୍ଡାକୁ ସ୍ବଦେଶ ଦର୍ଶନ ଯୋଜନାରେ ସାମିଲ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ...
ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ଖଣ୍ଡପୀଠ ସମ୍ପର୍କିତ ସ୍ପଷ୍ଟୀକରଣ
ସମ୍ବଲପୁର:‘‘ଇ-କୋର୍ଟ ଯୋଗୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ଅପ୍ରାସଙ୍ଗିକ ହୋଇଯାଇଛି’’ ବୋଲି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ...
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ କାର୍ଯ୍ୟ ବନ୍ଦ ଡାକରା
ସମ୍ବଲପୁର:ଆଜି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଡାକରା ଦେଇଥିଲେ । ମନଇଛା କାର୍ଯ୍ୟରୁ ଛଟେଇ କରିବା,...
ଦେଶର ପ୍ରଥମ ଶିକ୍ଷୟିତ୍ରୀ ସାବିତ୍ରୀ ବାଈ ଫୁଲେଙ୍କ ଜୟନ୍ତୀ ଉତ୍ସବ ପାଳିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ମହଦା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଶିକ୍ଷକ ସୁରୁମଣି ସୁନାନୀଙ୍କ ପରିଚାଳନାରେ...
ହୀରାକୁଦ ଅଞ୍ଚଳରେ ସ୍ଥାୟୀ ପଟ୍ଟା ପାଇଁ ହୀରାକୁଦ ନାଗରିକ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର
ସମ୍ବଲପୁର(ହୀରାକୁଦ):ହୀରାକୁଦ ଅଞ୍ଚଳରେ ପ୍ରାୟ ୭୫ ବର୍ଷ ହେବ ଜନସାଧାରଣ ରହି ଆସୁଛନ୍ତି । ଏହି ଅ଼ଞ୍ଚଳରେ ରହୁଥିବା ଜନସାଧାରଣ ହୀରାକୁଦ...
ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଭାରତ ବର୍ଷର ପ୍ରଥମ ମହିଳା ଶିକ୍ଷୟିତ୍ରୀ ସାବିତ୍ରୀ ବାଈ ଫୁଲେ ଓ ସମ୍ବିଧାନ ସଭାସଦସ୍ୟ ଜୟପାଳ ସିଂ ଜୟନ୍ତୀ
ସମ୍ବଲପୁର:ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ସମ୍ବଲପୁର ସାମ୍ବାଦିକ ଭବନ ଠାରେ ଭାରତ ବର୍ଷର ପ୍ରଥମ ମହିଳା ଶିକ୍ଷୟିତ୍ରୀ...
ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ନବବର୍ଷ କବିତା ପାଠୋତ୍ସବ
ବ୍ରହ୍ମପୁର:ନବବର୍ଷ ଉପଲକ୍ଷେ ସ୍ଥାନୀୟ ନବୀନ ଭବନ ପରିସରରେ ‘ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ଅାନୁକୂଲ୍ୟରେ ନବବର୍ଷ କବିତା ପାଠୋତ୍ସବ...
ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଭୂମୀ ଖିଣ୍ଡା ସ୍ୱଦେଶ ଯୋଜାନାରେ ସାମିଲ: ବିଧାୟକ ନାଉରୀ ଜଣାଇଲେ କୃତଜ୍ଞତା
ସମ୍ବଲପୁର(ରେଙ୍ଗାଲି):ଡେବ୍ରିଗଡ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଭୂମି ଖିଣ୍ଡାକୁ ସ୍ବଦେଶ ଦର୍ଶନ ଯୋଜନାରେ କେନ୍ଦ୍ର ସରକାର ସାମିଲ କରିଥିବାରୁ ମାନ୍ୟବର...
ସ୍ୱଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରୀଗଡ଼ ଓ ଖିଣ୍ଡା – ଧର୍ମେନ୍ଦ୍ର ପ୍ରଧାନ ରଖିଲେ ନିଜ ପ୍ରତିଶୃତି
ନୂଆଦିଲ୍ଲୀ/ଭୁବନେଶ୍ୱର/ସମ୍ବଲପୁର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼ ଜିଲ୍ଲାରେ ଅବସ୍ଥିତ ଦେବ୍ରୀଗଡ଼ ଅଭୟାରଣ୍ୟ...
ପାଣିରେ ବୁଡି ଯୁବକ ମୃତ
ଜମନକିରା : ଜମନକିରା ଥାନା ବଡ଼ମାଳ ପଞ୍ଚାୟତ ଅନ୍ତର୍ଗତ କୋଲପାଳ ଗ୍ରାମରେ ପାଣିରେ ବୁଡି ଜଣେ ବ୍ୟକ୍ତିର ମୃତ ଘଟିଛି।...
ଶଶିଭୂଷଣ ରଥଙ୍କ ଜୟନ୍ତୀ ସହିତ ନବୀନ ୱେବ୍ ଚେନାଲ ଓ କ୍ୟାଲେଣ୍ଡର ଉନ୍ମୋଚିତ
ବ୍ରହ୍ମପୁର:ଆଜି ଇଂରାଜୀ ନବବର୍ଷ ଅବସରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ବ୍ରହ୍ମପୁର ସ୍ଥିତ ନବୀନ ଭବନ ଠାରେ...
ପୂର୍ବଦୋୟl ଅlର୍ଟ ପାଉଣ୍ଡେସନ୍ର ଚତୁର୍ଥ ଜାତୀୟ ସ୍ତରୀୟ ଶିଳ୍ପୀ କଳା ଶିବିର-୨୦୨୩
ସମ୍ବଲପୁର:ଚିତ୍ରକଳାର ବିକାଶ ଏବଂ ଶିଳ୍ପୀ ମାନଙ୍କର ସମ୍ମାନ କୁ ଲକ୍ଷ୍ୟ ରଖି ପୂର୍ବୋଦୋୟl ଆର୍ଟ ଫାଉଣ୍ଡସନ , ବାଲେଶ୍ୱର ତାର...
