News from Subarnapur Odisha
ରାସ୍ତା ମରାମତି କଲେ ସ୍କୁଲ ଛାତ୍ରଛାତ୍ରୀ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଠାରୁ ଗୁଦଗୁଦା କୁ ତିଆରି ହେଉଛି...
ରେଆର ର ଶିଶୁ ମହୋତ୍ସବ -୨୦୨୪ ଅନୁଷ୍ଠିତ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ସୁବର୍ଣ୍ଣପୁର ଜିଲ୍ଲାର ସ୍ବେଛାସେବୀ ସଂସ୍ଥା ରେଆର ତରଫରୁ ଜିଲ୍ଲା ସଦର ଧୂବାମୁଣ୍ଡା ଠାରେ...
କାଦୋଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଗ୍ରାମଉଥାନ ଦ୍ୱାରା ଯୁବ ବିକାଶ କାର୍ଯ୍ୟକ୍ରମ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମଉଥାନ୍ ଦ୍ଵାରା ଆଜି ଉଲୁଣ୍ଡା ବ୍ଲକ ଅନ୍ତର୍ଗତ...
ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ମହାନଦୀ ମେଧାବୃତ୍ତି ଆରମ୍ଭ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସହରର ଇ-ମଡେଲ ପବ୍ଲିକ ସ୍କୁଲ ଓ ନିଓ କମ୍ପ୍ୟୁଟର ମିଳିତ ଆନୁକୂଲ୍ୟରେ...
ନୂତନ ବସଷ୍ଟାଣ୍ଡ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ସହରବାସୀଙ୍କ ଦାବୀ, ଦାନା ବାନ୍ଧୁଛି ଆନ୍ଦୋଳନ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ବହୁ ପ୍ରତୀକ୍ଷିତ ସୋନପୁରର ନୂତନ ବସଷ୍ଟାଣ୍ଡ କାର୍ଯ୍ୟ ଶୀଘ୍ର କରିବାକୁ ସହରବାସୀଙ୍କ...
ସୁବର୍ଣ୍ଣପୁର ଦିଶା ବୈଠକ ରେ ଏମପି ବିଧାୟକ ତୁ ତୁ ମେ ମେ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ରାଜ୍ୟରେ ନୂଆ ସରକାର ଗଠନ ପରେ ସୁବର୍ଣ୍ଣପୁରର ପ୍ରଥମ (ଦିଶା) ଜିଲ୍ଲା...
ସାଲେପାଲି ଗୋଷ୍ଠୀ ଶିକ୍ଷାକେନ୍ଦ୍ର ରେ ସ୍ୱେଚ୍ଛାସେବୀ ସଂଗଠନ ଗ୍ରାମଉତଥାନ ଆନୁକୁଲ୍ୟରେ ଶିଶୁ ଦିବସ ପାଳିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମଉତଥାନ୍ ଦ୍ଵାରା ସାଲେପାଲିରେ ଶିଶୁଦିବସ ପାଳିତ ହୋଇ...
ଧ୍ରୁବାମୁଣ୍ଡା ରେ ଶିଶୁ ମହୋତ୍ସବ ପ୍ରତିଭା କାର୍ଯ୍ୟକ୍ରମ
ସୋନପୁର : (ସୌମିତ୍ରି ମେହେର) ସୋନପୁର ସଦର ଧୂବାମୁଣ୍ଡା ଠାରେ ସ୍ବେଛାସେବୀ ସଂସ୍ଥା ରେଆର ତରଫରୁ ଶିଶୁ ଦିବସ ଅବସରରେ...
କୋଟସମଲାଇ ହାଇସ୍କୁଲ ରେ ହସ୍ତଶିଳ୍ପ ପ୍ରଦର୍ଶନୀ ଓ ଶିଶୁ ଦିବସ ପାଳିତ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ଶ୍ରୀ ଜଗନ୍ନାଥ ଏକାଡେମୀ ହାଇସ୍କୁଲ ଠାରେ...
କେଉଟିପାଲି ଫେରିଘାଟ ରାସ୍ତା ଦୁରବସ୍ଥା ; ଶୀଘ୍ର ମରାମତି ପାଇଁ ଦାବି
ବୀରମହାରାଜପୁର : ( ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ କେଉଟିପାଲି ଫେରିଘାଟ ରାସ୍ତା...
ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟରେ ନିଆରା ଢଙ୍ଗରେ ଶିଶୁ ଦିବସ ପାଳିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ରେ ଏକ ନିଆରା ଢଙ୍ଗରେ ଶିଶୁଦିବସ...
ମନେରଗା କାମରେ ଯନ୍ତ୍ରୀ ଙ୍କ ଅସହଯୋଗ ଅଭିଯୋଗ ଆଣିଲେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ବ୍ଲକ ସରପଞ୍ଚ ସଂଘ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ ଯନ୍ତ୍ରୀମାନଙ୍କ ଅସହଯୋଗ କାରଣରୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବାଧାପ୍ରାପ୍ତ...
