Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Featured Stories

‘ଜମ୍ବି ଡ୍ରଗ୍’ ଭିଡିଓ ସେୟାର କରି ଅଡୁଆରେ ହରଭଜନ, ଭୁଲ୍ ଲୋକେସନ୍‌କୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍!

ନୂଆଦିଲ୍ଲୀ: ପଞ୍ଜାବରେ ବଢ଼ୁଥିବା ନିଶା ସମସ୍ୟାକୁ ନେଇ ଚିନ୍ତା ପ୍ରକାଶ କରି ଏକ ଭାଇରାଲ୍‌ ଭିଡିଓ ସେୟାର କରି ବିବାଦରେ...

ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁଙ୍କ ଆକ୍ଷେପ! କହିଲେ- ‘ ଏବେ ସଂସଦରୁ ଦୌଡ଼ି ପଳାଇବା ଉଚିତ୍ ନୁହେଁ। ’

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନକୁ ନେଇ ସରକାର ଓ ବିରୋଧୀ ଦଳ ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ମଙ୍ଗଳବାର...

UPI ଉପରେ ଲାଗୁ ହେବକି MDR ? ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ!

ନୂଆଦିଲ୍ଲୀ: ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ UPI ଏକ ପ୍ରମୁଖ ମାଧ୍ୟମ ପାଲଟିଥିବା ବେଳେ ଏବେ ଏହାର ବୃଦ୍ଧି ହାରକୁ...

ସ୍ୱାଧୀନତା ଦିବସରେ କିଏ କେଉଁଠି ତ୍ରିରଙ୍ଗା ଉତ୍ତୋଳନ କରିବେ , ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା…

ଭୁବନେଶ୍ୱର: ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କିଏ ପତାକା ଉତ୍ତୋଳନ କରିବେ, ତାହାର ତାଲିକା ପ୍ରକାଶ...

ଲାହୋରରେ ଭାରତୀୟ ଭ୍ଲଗରଙ୍କୁ ପାକିସ୍ତାନୀ ମହିଳାଙ୍କ ପ୍ରଶ୍ନ- ‘ତୁମ ଧର୍ମ କ’ଣ?’; ରମେଶଙ୍କ ଉତ୍ତର ହେଲା ଚର୍ଚ୍ଚାର ବିଷୟ

ନୂଆଦିଲ୍ଲୀ:ପାକିସ୍ତାନ ଗସ୍ତ ସମୟରେ ଭାରତୀୟ ଭ୍ଲଗର ରମେଶ ମାଲହୋତ୍ରାଙ୍କ ସହ ଘଟିଥିବା ଏକ କଥୋପକଥନ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର...

ଝାଡ଼ଖଣ୍ଡରେ ଜୋର ଧରିଲା ଛାତ୍ର ଆନ୍ଦୋଳନ! ପୁଲିସ-ଛାତ୍ର ମୁହାଁମୁହିଁ; ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ୍‌ ଓ ଲାଠିଚାର୍ଜ ଆରମ୍ଭ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷାରେ କଥିତ ଅନିୟମିତତାକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ସୋମବାର ଉଗ୍ର ରୂପ ନେଇଛି। ବିଧାନସଭା...

ଅଗରକରଙ୍କ ପଦକୁ ନେଇ ବଢ଼ିଲା ଚର୍ଚ୍ଚା, ଚିଫ୍ ସିଲେକ୍ଟର ଦୌଡ଼ରୁ ଓହରିଲେ ଲକ୍ଷ୍ମଣ!

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଖେଳାଳି ଚୟନକୁ ନେଇ ବିସିସିଆଇ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଦଳରେ କାହାକୁ ସୁଯୋଗ...

ଦୀର୍ଘ ୧୨ ବର୍ଷ ଧରି ପୁଲିସକୁ ଚକମା ଦେଉଥିଲା ଅଭିଯୁକ୍ତ; ମୋବାଇଲ ଟ୍ରାକିଂରୁ ତାମିଲନାଡୁରୁ ଧରାପଡ଼ିଲା

ନୂଆଦିଲ୍ଲୀ: ଦିଲ୍ଲୀରେ ଜାଲିଆତି ମାମଲାରେ ଜଡ଼ିତ ହୋଇ ୧୨ ବର୍ଷ ଧରି ଫେରାର ଥିବା ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କୁ...

ଚଳିତ ମାସ ‘ଅଗଷ୍ଟରେ’ ଗ୍ରହ-ନକ୍ଷତ୍ରର ଚଳନରେ ବଡ଼ ପରିବର୍ତ୍ତନ; ଏହି ୬ ରାଶି ପାଇଁ ଖୋଲିବ ସଫଳତାର ନୂଆ ଦ୍ୱାର!

ଅଗଷ୍ଟ ୨୦୨୬ରେ ଗ୍ରହ ଓ ନକ୍ଷତ୍ରଙ୍କ ଚଳନରେ ଏକାଧିକ ପରିବର୍ତ୍ତନ ଦେଖାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ମାସରେ ସୂର୍ଯ୍ୟପରାଗ...

ଧରାପଡ଼ିଲେ ନକଲି IAS ଅଧିକାରୀ! ନିଜକୁ ଅଜିତ ଡୋଭାଲଙ୍କ ‘ଗୁପ୍ତ ଏଜେଣ୍ଟ’ କହୁଥିଲେ…

ବିହାର: ବିହାରରେ ନିଜକୁ IAS ଅଧିକାରୀ ପରିଚୟ ଦେଇ ଠକେଇ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଖଗଡ଼ିଆ ପୁଲିସ ଗିରଫ...

ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି, ନୂଆ ଡିଜିପିଙ୍କୁ ନେଇ ବଢ଼ିଲା ଉତ୍କଣ୍ଠା!

ଭୁବନେଶ୍ୱର: ଓଡ଼ିଶା ପୁଲିସରେ ବଡ଼ ପଦୋନ୍ନତି। ବରିଷ୍ଠ ଆଇପିଏସ୍‌ ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱାଙ୍କୁ ଏଡିଜି ପାହ୍ୟାରୁ...

ମେଟାକୁ ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ: ଆଲଗୋରିଦମ୍, ଡିପ୍‌ଫେକ୍ ଓ ‘ସେଫ୍ ହାର୍ବର’ କୁ ନେଇ ଆଲୋଚନା

ନୂଆଦିଲ୍ଲୀ: ଭାରତ ସରକାର ଓ ଫେସବୁକ୍-ଇନଷ୍ଟାଗ୍ରାମର ମାଲିକାନା କମ୍ପାନୀ ମେଟା ମଧ୍ୟରେ ଆଲୋଚନା ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି। ପ୍ଲାଟଫର୍ମରେ କଣ୍ଟେଣ୍ଟ...