Featured Stories
ଦିଲ୍ଲୀରେ ଅନୁଷ୍ଠିତ ”ୱାର୍କିଂ ମେକାନିଜମ୍ ଫର୍ କନସଲଟେସନ୍ ଆଣ୍ଡ କୋ-ଅର୍ଡିନେସନ୍”(WMCC) ବୈଠକ! ଭାରତ-ଚୀନ ମଧ୍ୟରେ LAC ପରିସ୍ଥିତି ଓ ସୀମାନ୍ତ ନଦୀକୁ ନେଇ ଆଲୋଚନା
ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ୩୬ତମ ୱାର୍କିଂ ମେକାନିଜମ୍ ଫର୍ କନସଲଟେସନ୍ ଆଣ୍ଡ କୋ-ଅର୍ଡିନେସନ୍ (WMCC) ବୈଠକ ନୂଆଦିଲ୍ଲୀରେ...
ଓଡ଼ିଶାରେ ଭୂସ୍ଖଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ; ବିପଦପୂର୍ଣ୍ଣ ପାହାଡ଼ିଆ ରାସ୍ତା ଚିହ୍ନଟ କରିବାକୁ ଦେଲେ ନିର୍ଦ୍ଦେଶ
ଭୁବନେଶ୍ୱର: ବର୍ଷା ଋତୁରେ ପାହାଡ଼ିଆ ଅଞ୍ଚଳରେ ବାରମ୍ବାର ଘଟୁଥିବା ଭୂସ୍ଖଳନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି।...
ପଞ୍ଜାବ କଂଗ୍ରେସରେ ବଢ଼ିଲା ଗୋଷ୍ଠୀ କନ୍ଦଳ; ବୈଠକରେ ‘ଭୂପେଶ ବାଘେଲ ଫେରିଯାଅ’ ନାରା ଦେଲେ କର୍ମୀ
ପଞ୍ଜାବ: ପଞ୍ଜାବ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ପୁଣିଥରେ ସାମ୍ନାକୁ ଆସିଛି। ୨୦୨୭ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି ଲୁଧିଆନାରେ ଆୟୋଜିତ...
ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ ଅନୁଷ୍ଠିତ; ଶିକ୍ଷା, ନବସୃଜନ ଓ ସ୍ଥାୟୀ ବିକାଶ ଉପରେ ଗୁରୁତ୍ୱ
ଭୁବନେଶ୍ୱର: ଭୁବନେଶ୍ୱରରେ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀର ଶୁଭାରମ୍ଭ ହୋଇଛି। ଭାରତ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବା ବେଳେ ଏହି ସମ୍ମିଳନୀରେ...
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପି.ଏଙ୍କ ହତ୍ୟାକାଣ୍ଡରେ CBIର ବଡ଼ ପଦକ୍ଷେପ; ଚାର୍ଜସିଟ୍ ଦାଖଲ, ତଦନ୍ତରେ ସାମ୍ନାକୁ ଆସୁଛି ନୂଆ ତଥ୍ୟ
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ରାଜନୀତିରେ ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀଙ୍କ ପି.ଏ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ବଡ଼ ଅଗ୍ରଗତି ହୋଇଛି। ଏହି...
ଗୋଟିଏ ମଣ୍ଡପରେ ୧୪ ପୁଅଙ୍କ ବିବାହ କରାଇଲେ ବାପା; ବିବାହ ଖର୍ଚ୍ଚ କମାଇବାକୁ ନିଆରା ପଦକ୍ଷେପ
ନୂଆଦିଲ୍ଲୀ: ବିବାହ ଖର୍ଚ୍ଚ ଦିନକୁ ଦିନ ବଢ଼ୁଥିବା ବେଳେ ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଜଣେ ବାପା ନେଇଛନ୍ତି ଏକ ନିଆରା...
କାର୍ଡବୋର୍ଡରେ ଭଙ୍ଗା ଗୋଡ଼ର ଚିକିତ୍ସା! ଭାଇରାଲ୍ ହେଲା ଭିଡିଓ; ବିହାର ସରକାରୀ ହସ୍ପିଟାଲକୁ ନେଇ ଉଠିଲା ପ୍ରଶ୍ନ
ପାଟନା: ବିହାରର ବେଗୁସରାଇ ଜିଲ୍ଲାର ଏକ ସରକାରୀ ହସ୍ପିଟାଲକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି । ସୋସିଆଲ୍ ମିଡିଆରେ...
ଯୁବପିଢ଼ିଙ୍କ ସହ ସିଧାସଳଖ ସଂଯୋଗ ବଢ଼ାଇବାକୁ ରାହୁଲ ଗାନ୍ଧୀଙ୍କ ଉଦ୍ୟମ ଇନଷ୍ଟାଗ୍ରାମରେ ଆରମ୍ଭ କଲେ ‘ଆସ୍କ ମି ଏନିଥିଂ’ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ଯୁବପିଢ଼ିଙ୍କ ସହ ସିଧାସଳଖ ସଂଯୋଗ ବଢ଼ାଇବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଇନଷ୍ଟାଗ୍ରାମରେ ‘ଆସ୍କ ମି ଏନିଥିଂ’ (Ask...
୨୭ ବର୍ଷ ଥିଲେ ଫେରାର; ମିଛ ଡାକ୍ତର ସାଜି ଚଳାଉଥିଲେ କ୍ଲିନିକ୍, ମଧ୍ୟପ୍ରଦେଶରୁ କାବୁ କଲା ଦିଲ୍ଲୀ ପୁଲିସ
ନୂଆଦିଲ୍ଲୀ: ପ୍ରାୟ ୨୭ ବର୍ଷ ଧରି ଆଇନର ଆଖିରେ ଧୂଳି ଦେଇ ଫେରାର ରହିଥିବା ଜଣେ ଅଭିଯୁକ୍ତଙ୍କୁ ଶେଷରେ ଗିରଫ...
ଉତ୍ତର ଓଡ଼ିଶା ନିକଟରେ ସକ୍ରିୟ ହେଲା ଘୂର୍ଣ୍ଣିବଳୟ; ଲଘୁଚାପ ପ୍ରଭାବରେ ବଢ଼ିବ ବର୍ଷା
ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ସକ୍ରିୟ ହେଉଛି ମୌସୁମୀ। ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ଏବେ ଏକ ଘୂର୍ଣ୍ଣିବଳୟ ସକ୍ରିୟ...
ବଢ଼ିଲା ସୁନା-ରୂପା ଦର! ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ‘୧୦ ଗ୍ରାମ’ ପିଛା୧.୪୯ ଲକ୍ଷ ଟପିଲା
ଭୁବନେଶ୍ୱର: ସୁନା କିମ୍ବା ରୂପା କିଣିବାକୁ ଯୋଜନା କରୁଥିଲେ, ଆପଣଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଖବର। ଭୁବନେଶ୍ୱରରେ ଆଜି ସୁନା...
ପ୍ରେମିକାଙ୍କ ଫୋନ୍ ବ୍ୟସ୍ତ ଥିବାରୁ ରାଗିଗଲେ ପ୍ରେମିକ! ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି କାଟିଦେଲେ ପୁରା ଗାଁର ବିଦ୍ୟୁତ୍ ସଂଯୋଗ
ସୋସିଆଲ୍ ମିଡିଆରେ ଏକ ଭିଡିଓ ଏବେ ଜୋରଦାର ଭାବେ ଭାଇରାଲ୍ ହେଉଛି। ଭିଡିଓରେ ଜଣେ ଯୁବକ ବିଦ୍ୟୁତ୍ ଖୁଣ୍ଟ ଉପରକୁ...
