Featured Stories
ଇନଷ୍ଟାଗ୍ରାମ ବନ୍ଧୁତାରୁ ଅପହରଣ! ନାବାଳିକାଙ୍କୁ ଦୁଷ୍କର୍ମ, ଫୁଡ୍ ଡେଲିଭରିରୁ ଉଦ୍ଧାର କଲା ପୁଲିସ
ମୁମ୍ବାଇ: ମହାରାଷ୍ଟ୍ରର ନାଗପୁରରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ଦୁଇ ଦିନ ଧରି ଦୁଷ୍କର୍ମ ଓ ନିର୍ମମ...
୨୦୧୩ର ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତ୍ତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲ: ବମ୍ବେ ହାଇକୋର୍ଟ
ନୂଆଦିଲ୍ଲୀ: ୨୦୧୩ ମସିହାରେ ଘଟିଥିବା ଜଣେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ପୂର୍ବତନ ‘ତେହେଲକା’ ପତ୍ରିକାର ପ୍ରତିଷ୍ଠାତା...
ତିନିଦିନିଆ ଦିଲ୍ଲୀ ଗସ୍ତରେ ମୋହନ ମାଝୀ: ଦିଲ୍ଲୀରେ ନିବେଶକଙ୍କ ସହ ବଡ଼ ବୈଠକ, ଫୋକସ୍ରେ ଓଡ଼ିଶାର ଶିଳ୍ପ ବିକାଶ
ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପାୟନକୁ ଅଧିକ ଗତି ଦେବା ଏବଂ ନୂତନ ପୁଞ୍ଜିନିବେଶ ଆକର୍ଷଣ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...
ବୃଦ୍ଧାଶ୍ରମରେ ଏକାକୀ ମୃତ୍ୟୁ, ବାପାଙ୍କ ଶେଷ ଦର୍ଶନକୁ ଆସିଲେନି ୩ ଝିଅ; ଭିଡିଓ କଲ୍ରେ ଦେଖିଲେ ଶେଷକୃତ୍ୟ
ହରିୟାଣାର ସୋନିପତର ଏକ ବୃଦ୍ଧାଶ୍ରମରେ ରହୁଥିବା ୭୪ ବର୍ଷୀୟ ଶିବଚରଣ ଗୁପ୍ତାଙ୍କ ମୃତ୍ୟୁ ପରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ...
ଗର୍ଭବତୀ ଝିଅକୁ ଚମ୍ବଲ ନଦୀରେ ବୁଡ଼ାଇ ହତ୍ୟା! ପରେ ପାଦ ଛୁଇଁ କ୍ଷମା ମାଗିଲା ବାପା
ଉତ୍ତର ପ୍ରଦେଶ: ଉତ୍ତରପ୍ରଦେଶର ଆଗ୍ରାରୁ ଆସିଛି ଏକ ହୃଦୟବିଦାରକ ଏବଂ ଲୋମହର୍ଷଣକାରୀ ଘଟଣା। ପରିବାରର ସମ୍ମାନ ଓ ସାମାଜିକ ଲଜ୍ଜାର...
ଆହୁରି ୪୮ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା; ଏହିସବୁ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଥିବା ମୌସୁମୀ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ଧରି ବ୍ୟାପକ ବର୍ଷାର ସମ୍ଭାବନା ରହିଛି। ପ୍ରବଳରୁ...
ପିଏମ୍ ମୋଦିଙ୍କ ପୋଷ୍ଟ ହଟାଇବାକୁ ନେଇ କ୍ଷମା ମାଗିଲା ‘ମେଟା’; ସଂସଦୀୟ କମିଟି ସାମ୍ନାରେ ବଡ଼ ସ୍ୱୀକାରୋକ୍ତି
ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ଇନ୍ଷ୍ଟାଗ୍ରାମ୍ ଓ ହ୍ୱାଟସ୍ଆପ୍ ର ମୂଳ କମ୍ପାନୀ ମେଟା ଭାରତର ସଂସଦୀୟ ସ୍ଥାୟୀ...
ଚନ୍ଦ୍ରପୃଷ୍ଠରେ ଧକ୍କା ଦେଲା ସ୍ପେସ୍-ଏକ୍ସ ରକେଟ୍!୨୦ରୁ ୩୦ ମିଟର ଗର୍ତ୍ତ ହୋଇଥିବା ଅନୁମାନ
ନୂଆଦିଲ୍ଲୀ : ପ୍ରାୟ ୧୯ ମାସ ଧରି ମହାକାଶରେ ଘୂରି ବୁଲୁଥିବା ସ୍ପେସଏକ୍ସର ଫାଲକନ-୯ ରକେଟ୍ର ଏକ ଅଂଶ ଶେଷରେ...
ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡକୁ ନେଇ ମହେଶ ସାହୁଙ୍କ ବିସ୍ଫୋରକ ଦାବି: ‘ତାଙ୍କୁ ମାରିଦେବେ ବୋଲି ପୂର୍ବରୁ କହିଥିଲେ ସ୍ୱାମୀଜୀ’
ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ନେଇ ପୁଣିଥରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ବିଜେଡି ନେତା ମହେଶ ସାହୁ...
ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲା : SCERTର ନିଲମ୍ବିତ ନିର୍ଦ୍ଦେଶକ ମନୋଜ ପାଢୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାରେ ଗିରଫ ହୋଇଥିବା SCERTର ନିଲମ୍ବିତ ନିର୍ଦ୍ଦେଶକ ମନୋଜ ପାଢୀଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି।...
ଶିଳ୍ପ ନିବେଶ କ୍ଷେତ୍ରରେ ଆଗେଇବ ‘ଓଡ଼ିଶା’! ଦିଲ୍ଲୀ-ଗୁରୁଗାଓଁରେ ହେବ ଇନଭେଷ୍ଟର୍ସ ମିଟ୍
ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ନିବେଶ ବଢ଼ାଇବା ଲକ୍ଷ୍ୟରେ ଆସନ୍ତାକାଲି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍। ମୁଖ୍ୟମନ୍ତ୍ରୀଙ୍କ...
ଶେଖ୍ ହସିନାଙ୍କ ସମ୍ମିଳନୀ ପୂର୍ବରୁ ବାଂଲାଦେଶରେ ରାଜନୈତିକ ଅସ୍ଥିରତା! ତାରିକ୍ ରହମାନଙ୍କ ସତର୍କବାଣୀ
ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ବାଂଲାଦେଶରେ ରାଜନୈତିକ...
