Featured Stories
କରୁର ଉପନିର୍ବାଚନ ପୂର୍ବରୁ ବିଜୟଙ୍କ ରଣ ହୁଙ୍କାର! ଦୁର୍ନୀତି ଓ ଷ୍ଟାମ୍ପିଡ୍ ପ୍ରସଙ୍ଗ ଉଠାଇ ବିରୋଧୀ DMK ଉପରେ ବର୍ଷିଲେ
ତାମିଲନାଡୁରେ ଆଗାମୀ ସାତଟି ବିଧାନସଭା ଆସନର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ...
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ; ଟଙ୍କା ଧରି ବାଇକ୍ରେ ଫେରାର ହେଲେ ନାଚୁଣୀ ଥାନାର ଏଏସଆଇ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନାର ଏଏସଆଇ ଅକ୍ଷୟ କୁମାର ସେଠୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।...
ବିଜେପି କାର୍ଯ୍ୟାଳୟରେ ପହଁଚିଲେ ସୌଭିକ ବିଶ୍ୱାଳ! ରାଜ୍ୟ ରାଜନୀତିରେ ବଢ଼ିଲା ଚର୍ଚ୍ଚା
ରାଜ୍ୟ ରାଜନୀତିରେ ପୁଣି ଥରେ ଏକ ଚର୍ଚ୍ଚା ଜୋର ଧରିଛି। କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବିଜେପିରେ ସାମିଲ...
‘ଶ୍ରୀ ରାମଭୂମି’ରୁ ସାମ୍ନାକୁ ଆସିଲା ଅନୁପମ ଖେରଙ୍କ ଫାଷ୍ଟ ଲୁକ୍; ଅଶୋକ ସିଂଘଲଙ୍କ ଭୂମିକାରେ ନଜର ଆସିବେ ଅଭିନେତା
ଅଯୋଧ୍ୟାରେ ଚାଲିଛି ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ଶ୍ରୀ ରାମଭୂମି’ର ଶୁଟିଂ। ଏହି ଫିଲ୍ମରୁ ବଲିଉଡ୍ର ବରିଷ୍ଠ ଅଭିନେତା ଅନୁପମ...
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଉପରେ ବିଶ୍ୱସ୍ତରୀୟ କଡ଼ା କାର୍ଯ୍ୟାନୁଷ୍ଠାନ; ଫ୍ରାନ୍ସରେ ସହଯୋଗୀ ଗିରଫ, କାନାଡାରୁ ଆଉ ଜଣେ ଭାରତକୁ ନିର୍ବାସିତ ହେବେ
କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବିରୋଧରେ ବିଶ୍ୱସ୍ତରରେ କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇଛି। ଆମେରିକା ପରେ ଏବେ ଫ୍ରାନ୍ସ ଓ...
ମା’ଙ୍କ ପୁରୁଷବନ୍ଧୁ ସାଜିଲେ ନରରାକ୍ଷସ; ୧୪ ବର୍ଷର ଝିଅକୁ ବାରମ୍ବାର ଦୁଷ୍କର୍ମ, ଗର୍ଭବତୀ ପରେ ଜବରଦସ୍ତି ଗର୍ଭପାତ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ ଜଣେ ୧୪ ବର୍ଷୀୟ...
ଖାକି ପୋଷାକରେ ଲାଗିଲା ଦାଗ, ଅଧରାତିରେ ମହିଳାଙ୍କ ଘରେ ପଶି ଧରାପଡ଼ିଲେ ଏଏସ୍ଆଇ
ଖାକି ପୋଷାକ ଉପରେ ପୁଣି ଲାଗିଛି କଳଙ୍କର ଦାଗ। ନୟାଗଡ଼ ଜିଲ୍ଲା ରଣପୁର ଥାନାର ଜଣେ ଏଏସ୍ଆଇଙ୍କୁ ନେଇ ଚର୍ଚ୍ଚା...
ଶଙ୍କରପୁରରୁ ନିଖୋଜ ୧୬ ମତ୍ସ୍ୟଜୀବୀଙ୍କ ଠିକଣା ମିଳିଲା; ସମୁଦ୍ର ଦ୍ୱୀପରେ ଫସିଛନ୍ତି, ଉଦ୍ଧାର ଅଭିଯାନ ଜାରି
ପଶ୍ଚିମବଙ୍ଗ: ନିକଟରେ ପଶ୍ଚିମବଙ୍ଗର ଶଙ୍କରପୁରରୁ ନିଖୋଜ ହୋଇଥିବା ୧୬ ଜଣ ମତ୍ସ୍ୟଜୀବୀଙ୍କ ସନ୍ଧାନ ମିଳିଛି। ସେମାନେ ସମୁଦ୍ର ମଝିରେ ଥିବା...
ମା’କୁ ହତ୍ୟା କରିଥିବା ଅଭିଯୋଗରେ ଆଇନ ଛାତ୍ରୀ ଗିରଫ; ବାପାଙ୍କ ମୃତ୍ୟୁ ପଛରେ ବି ଝିଅର ହାତ ଥିବା ଅଭିଯୋଗ!
ରାଜସ୍ଥାନର ଜୟପୁରରେ ଜଣେ ଆଇନ ଛାତ୍ରୀଙ୍କ ବିରୋଧରେ ନିଜ ମା’ଙ୍କୁ ହତ୍ୟା କରିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଏବେ ପୋଲିସ...
ସୁପ୍ରିମକୋର୍ଟରେ ହାଇଡ୍ରାମା! ପ୍ରଧାନ ବିଚାରପତିଙ୍କୁ ଅପମାନ, କୋର୍ଟରେ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁପ୍ରିମକୋର୍ଟରେ ଶୁକ୍ରବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ନିଜେ ମାମଲା ଲଢ଼ୁଥିବା ଆବେଦନକାରୀ ପ୍ରବଳ ପ୍ରତାପ ଶୁଣାଣି ସମୟରେ ପ୍ରଧାନ...
ଡିସିପି ଜଗମୋହନ ମୀନାଙ୍କ ପରେ ଆଉ ଜଣେ ଆଇପିଏସ୍ଙ୍କ ଇସ୍ତଫା! ପ୍ରଶିକ୍ଷଣ ସମୟରେ ଅଧାରୁ ଚାକିରି ଛାଡ଼ିଲେ IPS ରାମଦାସ
ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାର କିଛି ଦିନ ପରେ ପୁଣି ଜଣେ ଯୁବ ଆଇପିଏସ୍ ଅଧିକାରୀ ସରକାରୀ...
ବିଚ୍ ରାସ୍ତାରେ ଜଗାଙ୍କୁ ନିର୍ମମ ହତ୍ୟା; ଛୁରାମାଡ଼ କରି ଫେରାର ଦୁର୍ବୃତ୍ତ, ୩ ଜଣଙ୍କୁ ଅଟକ ରଖି ପଚରାଉଚରା
ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁର ଛକରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଖୁଦୁପୁର ଗାଁର ମାର୍କଣ୍ଡ...
